Jul 1, 2024, 17:26 IST

ଅଷ୍ଟମରୁ ଗ୍ରାଜୁଏଟ ପର୍ଯ୍ୟନ୍ତ ପଢ଼ିଥିଲେ ପାଇ ପାରିବେ ଏହି ଚାକିରୀ ଦେଖନ୍ତୁ ଆସିଲା ସୁବର୍ଣ୍ଣ ସୁଯୋଗ

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆଜିକାଲି ଦୁନିଆରେ ସମସ୍ତେ ତ କିଛି ନା କିଛି କାମ କରୁଛନ୍ତି । ଆଉ ସମସ୍ତେ ଚାକିରୀ କରିବାକୁ ଅପେକ୍ଷା କରି ରହିଥାନ୍ତି । ଅଷ୍ଟମ ଶ୍ରେଣୀ ରୁ ଗ୍ରାଜୁଏଟ ପର୍ଯ୍ୟନ୍ତ ପାଠ ପଢିଥିଲେ ଆପଣଙ୍କ ପାଇଁ ଆସିଲା ଖୁସି ଖବର । ଏବେ ଏହି ପାଠ ପର୍ଯ୍ୟନ୍ତ ପଢିଥିବା ପିଲାଙ୍କ ପାଇଁ ଆସିଛି ଖୁସି ଖବର । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।
Bb
ଅଷ୍ଟମ ଶ୍ରେଣୀ ରୁ ଗ୍ରାଜୁଏଟ ପର୍ଯ୍ୟନ୍ତ ପାଠ ପଢି ଯେଉଁମାନେ ଚାକିରୀ ଅନ୍ୱେଷଣରେ ଥାଆନ୍ତି ତାଙ୍କ ପାଇଁ ଖୁସି ଖବର ଆସିଛି । ୬୧୫୮ଟି ପୋଷ୍ଟ ବାହାରିଛି । ବିନା ପରୀକ୍ଷାରେ ହେବ ନିଯୁକ୍ତି ଆଉ ଦରମା ବିଷୟରେ ମଧ୍ୟ ଆସିଛି ଖବର । ବିନା ପରୀକ୍ଷାରେ ଏହି ଚାକିରୀ ପାଇଁ ନିଯୁକ୍ତି ହେବ ସେଥିପାଇଁ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ । ଏହି ଚାକିରୀରେ ଦରମା ୩୫ ହଜାର ଟଙ୍କା ମିଳିବ । ଯଦି ଆପଣ ପାଠ ପଢ଼ି ଏଭଳି ଚାକିରୀ ପାଇବାକୁ ଅପେକ୍ଷା କରିଛନ୍ତି ତାହେଲେ ଏଇୟା କରନ୍ତୁ ।
Hh
ଯେଉଁମାନେ ଏତେ ପାଠ ପଢି ଚାକିରୀ କରିବାକୁ ଅପେକ୍ଷା କରିଛନ୍ତି ତାଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ବିଲାସପୁର ଜିଲ୍ଲାରେ ଜୁନ ୨୭ ତାରିଖରେ ଲଖିରାମ ଅଡିଟୋରିୟମରେ ପ୍ଲେସମେଣ୍ଟ ଆୟୋଜନ କରାଯାଉଛି । ଏହି ସ୍ଥାନରେ ୨୭ଟି କମ୍ପାନୀ ତରଫରୁ ଯେଉଁ ପୋଷ୍ଟ ସବୁ ଖାଲି ଅଛି ତାହା ସାମ୍ନାକୁ ଆସିବ । ଏହି ଭିଡିଓରେ ଆପଣମାନେ ଅନେକ କିଛି କଥା ଜାଣିପାରିବେ । ଛତିଶଗଡ ରାଜ୍ୟର ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜନ କରାଯାଇଛି । 
କମ୍ପାନୀ ଗୁଡ଼ିକ ତରଫରୁ ଆସିଛି ତତ୍କାଳ ଅଫର ଲେଟର ମଧ୍ୟ ଦିଆଯିବ । ଯଦି ଆପଣ ଏହି କାମ କରିବାକୁ ଇଚ୍ଛୁକ ଥାଆନ୍ତି ତାହେଲେ ଆପଣ ଆପଣଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର, ପାସପୋର୍ଟ ସାଇଜ ଫଟୋ, ଆଧାର କାର୍ଡ, ପ୍ୟାନ କାର୍ଡ , ଡ୍ରାଇଭିଂ ଲାଇସେନ୍ସ ଆଦି ଦରକାର । ଏହି ଚାକିରୀ ଏବେ ସାମ୍ନାକୁ ଆସିବା ପରେ ମେଗା ପ୍ଲେସମେଣ୍ଟ କ୍ୟାମ୍ପ ଆୟୋଜନ କରାଯିବ । ଆଉ ଏହି ଚାକିରୀ ପାଇଁ ଲୋକମାନେ ଇଛୁକ ଥିଲେ ଆବେଦନ କରିପାରିବେ । ଆଉ ଆପଣଙ୍କ ଯୋଗ୍ୟତା ଅନୁଯାୟୀ ଆପଣଙ୍କୁ ଚାକିରୀ ମିଳିବ ।

Advertisement