May 17, 2024, 17:31 IST

ମୁଁହ ପୋଛୁଥିଲେ ମାଉସୀ ଦେଖନ୍ତୁ କେମିତି ଆଡେଇ ଦେଲେ ସାଂସଦ ସୋସିଆଲ ମିଡିଆରେ ଖୁବ୍ ଜୋର୍ ହେଉଛି ଏହି ଭିଡିଓ Viral

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bh
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି।
ବନ୍ଧୁଗଣ ଯାଜପୁର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ ଏବଂ ବିଜେପି ସାଂସଦ ପ୍ରାର୍ଥୀ ଡକ୍ଟର ରବିନ୍ଦ୍ର ନାରାୟଣ ବେହେରାଙ୍କ ମଧ୍ୟରେ ଟକ୍କର ଜୋରଦାର ଚାଲିଛି। ଏବଂ ଏହା ମଧ୍ୟରେ ଦୁଇଟି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଚର୍ଚ୍ଚାର ବିଷୟ ପାଲଟିଛି। 
ଗୋଟିଏ ପଟେ ଯାଜପୁରରେ ବସ ଦୁ-ର୍ଘ-ଟ-ଣାର ଶିକାର ହୋଇ ରକ୍ତ ଜୁଡୁବୁଡୁ ଅବସ୍ଥାର ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଆହତଙ୍କ ପାଖରେ ରବିନ୍ଦ୍ର ନାରାୟଣ ବେହେରା ପହଞ୍ଚିଥିବା ବେଳେ ଅନ୍ୟପଟେ ପୂର୍ବତନ ସାଂସଦ ଶର୍ମିଷ୍ଠା ପ୍ରଚାରରେ ବାହାରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।
Hh
ଏହି ଭିତରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ। ଜଣେ ମା ବିଜୟର ସୂଚକ ଭାବରେ ମିଠା ଦହି ଶର୍ମିଷ୍ଠାଙ୍କୁ ଖୁଆଇ ଦେଇ ପଣତ କାନିରେ ଅଇଁଠା ମୁହଁ ପୋଛିବାକୁ ଉଦ୍ୟମ କରୁଥିବା ସମୟରେ ଶର୍ମିଷ୍ଠା ବିରକ୍ତ ହୋଇ ହାତରେ କାନିଟିକୁ ଠେଲି ଦେଉଥିବା ଦେଖିବାକୁ ମିଳିଛି। 
ଜଣେ ନାରୀ ହେଇ ଆଉ ଜଣେ ନାରୀଙ୍କୁ ଘୃଣା କରୁଥିବା ବେଶ ଦୁଃଖ ଦେଇଛି ଅଞ୍ଚଳବାସୀଙ୍କୁ। ଦୁଇଜଣ ପ୍ରାର୍ଥୀ ଗୋଟିଏ ଆସନ ପାଇଁ ଲଢ଼ୁଛନ୍ତି କିନ୍ତୁ ଦୁହିଁଙ୍କ ଚିନ୍ତାଧାରା ଅଲଗା ବୋଲି ଅଞ୍ଚଳବାସି କହିଛନ୍ତି।
ଜଣେ ସାଂସଦ ପ୍ରାର୍ଥୀ ହସ୍ପିଟାଲରେ ପହଞ୍ଚି ଭାଇ ଭଳି ଠିଆ ହେଉଥିବା ବେଳେ ଅନ୍ୟଜଣେ ଗରିବ ଲୋକ ଟିକେ ଛୁଇଁ ଦେଲେ ବି ବିରକ୍ତ ହେଇଯାଉଛନ୍ତି। ସେଥିପାଇଁ ଶର୍ମିଷ୍ଠା ଲୋକପ୍ରିୟତା ଦିନକୁ ଦିନ ହ୍ରାସ ପାଉଥିବା ବେଳେ। ରବୀନ୍ଦ୍ରଙ୍କ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

Advertisement