Jul 10, 2024, 17:45 IST

ଏଥର ବ୍ରେକଅପ କଲେ ଯିବେ ଜେଲ୍ ବାନ୍ଧି ନେବ ପୋଲିସ ଦେଖନ୍ତୁ ଆସିଲା ବଡ଼ ଖବର

Hh

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ଜୁଲାଇ ୧ ତାରିଖରେ ୧୬୪ ବର୍ଷ ପୁରୁଣା ଭାରତୀୟ ଦଣ୍ଡ ସଂହିତା ବିଏନଏସ ଲାଗୁ କରଯାଇଛି। ବିଏନଏସ ଅନୁସାରେ ଧାରା ୬୯ ବିଶେଷଜ୍ଞ ମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଭାରତୀୟ ନ୍ୟାୟ ସଂହିତା ଧାରା ୬୯ କୁହାଯାଇଛି ଯେ ଯଦି କୌଣସି ବିନା ଉଦ୍ଧେଶ୍ୟରେ ବିବାହ କରିବାର ପ୍ରତିଶ୍ରୁତି ହେଇଥାଏ ଏବଂ ଯୌ-ନ ସଂପର୍କ ରଖାଯାଏ। ତେବେ ବ୍ୟକ୍ତି ଜଣଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହେଇପାରେ। 
Bb
ଭାରତୀୟ ନ୍ୟାୟ ସଂହିତା ୨୦୨୩ରେ ସେକ୍ସନ ୬୯ ଅନୁସାରେ କୌଣସି ମହିଳାଙ୍କୁ ଧୋକା ଦେଇ ତାଙ୍କ ସହ ଯୌ-ନ ସମ୍ପର୍କ ରଖିବା ନେଇ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହେଇପାରେ। ଧାରା ୬୯ ସଂପୂର୍ଣ୍ଣ ନୂଆ ଏବଂ ଆଶ୍ଚର୍ଯ୍ୟ ଜନକ ବୋଲି କୁହାଯାଇପାରେ। ଭରତୀୟ ଦଣ୍ଡ ସଂହିତାରେ ତଥ୍ୟକୁ ଲୁଚାଇ କିମ୍ବା ପ୍ରତାରଣା କରି ଯୌ-ନ ସମ୍ପର୍କ ରଖିବା ଭଳି ମାମଲାରେ କୌଣସି ବିଶେଷ ନିୟମ ରହିନଥିଲା। ଏହା ପୂର୍ବରୁ ଏଭଳି ମାମଲା ଭାରତୀୟ ଦଣ୍ଡ ବିଧି ଆଇନର ଧାରା ୯୦ ଅନୁଯାଇ ଶୁଣାଣି ହେଇଥିଲା। 
Vv
ଏଥିରେ କୁହାଯାଇଥିଲା ଯେ ଭୟ କିମ୍ବା ଭୁଲ ଧାରଣା ଅନୁଯାଇ ଦିଆଯାଇଥିବା ସମ୍ମତିକୁ କାହାର ସହମତି ଭାବରେ ବିବେଚନା କରାଯିବ ନାହିଁ। ଏଭଳି ମାମଲା ମହିଳା ମାନେ ବ୍ରେକଅପ୍ କିମ୍ବା ସଂପର୍କ ଭାଙ୍ଗିବା ପରେ ବଳାତ୍କାର କରିଥିବା ଅଭିଯୋଗ କରିଥାନ୍ତି। ଧାରା ୬୯ ଅନୁଯାଇ ମିଥ୍ୟା ପ୍ରତିଶୃତି ଯୋଗୁଁ ଯୌ-ନ ସମ୍ପର୍କ ରଖିଥିବାକୁ ସହମତି ପ୍ରଦାନ କରିଥିବା ଦାବି କରିପାରନ୍ତି। ଧାରା ୬୯ରେ ଚାକିରୀ କିମ୍ବା ପଦୋଉନ୍ନତିର ମିଥ୍ୟା ପ୍ରତିଶୃତି ପ୍ରଲୋଭନ ଏବଂ ପରିଚୟ ଲୁଚାଇ ବିବାହ କରିବା ଇତ୍ୟାଦି ସାମିଲ ରହିଛି। 
ଧାରା ୬୯ରେ ବ୍ରେକଅପ ମାମଲା ଗୁଡିକୁ ବେଆଇନ ବୋଲି ଦର୍ଶାଇଛି। ବିବାହ ପୂର୍ବରୁ ସମ୍ପର୍କ ସମାପ୍ତ ହେଲେ ପୁରୁଷ ମାନଙ୍କୁ ଆଇନଗତ ସମସ୍ୟା ଭୋଗିବାକୁ ପଡ଼ିଥାଏ। ଏହି ନିୟମ ଅନୁଯାଇ ମହିଳା ମାନେ ବିବାହର ପ୍ରତିଶ୍ରୁତି ଦେଇ ଛାଡ଼ିଥିବା ପୁରୁଷ ମାନଙ୍କ ବିରୋଧରେ ମାମଲା ରୁଜୁ କରିପାରିବେ। ଯଦି ଅନ୍ୟ କୌଣସି କାରଣରୁ ବ୍ରେକଅପ ହେଇଥିଲେ ମଧ୍ୟ ବିବାହର ପ୍ରତିଶ୍ରୁତି ଦେଇ ସଂପର୍କ ରଖିବା ଅଭିଯୋଗରେ ଫସୀବାର ଭୟ ରହିଥାଏ। ପୋଲିସ ଅଧିକାରୀ କହିଛନ୍ତି ଯେ, ପିଏନଏସର ଧାରା ୬୯ ଅନୁଯାଇ ଏହି ବ୍ୟକ୍ତିଙ୍କୁ ବିଶ୍ୱସନୀୟ ପ୍ରମାଣ ବିନା ଜଣେ ପୁରୁଷଙ୍କୁ ଗିରଫ କରିବା ସହଜ ହେଇପାରେ।

Advertisement