Jun 29, 2024, 16:49 IST

ଏଥର ପ୍ରତ୍ୟେକ ମହିଳାମାନେ ପାଇବେ ୧୫୦୦ /- ଟଙ୍କା ଭତା ଦେଖନ୍ତୁ କେମିତି

Vh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ବନ୍ଧୁଗଣ ରାଜ୍ୟ ସରକାର ମହିଳା ମାନଙ୍କ ପାଇଁ ଆରମ୍ଭ କରିଛନ୍ତି ନୂଆ ଯୋଜନା। ସେହି ଯୋଜନା ମାଧ୍ୟମରେ ସମସ୍ତ ମହିଳା ମାନେ ପ୍ରତିମାସରେ ଘରେ ବସି ପାଇ ପାରିବେ ୧୫୦୦ ଟଙ୍କା ଭତ୍ତା। 
Gh
ଲୋକଙ୍କର ସ୍ବାର୍ଥକୁ ଦୃଷ୍ଟିକୁ ଦେଖି ସରକାର ନୂଆ ଯୋଜନା ଆରମ୍ଭ କରିଛନ୍ତି। ଯାହାଫଳରେ ସାଧାରଣ ଜନତା ବେଶ ଉପକୃତ ହେଇପାରିବେ। ଏଥିସହିତ ପରିବାର ପିଛା ୩ଟି ମାଗଣା ସିଲିଲଣ୍ଡର ମିଳିବା ନେଇ ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ଏନେଇ ଗତକାଲି ବିଧାନସଭାରେ ରାଜ୍ୟ ବଜେଟ ୨୪ ଓ ୨୫ ଏଭଳି କିଛି ବଜେଟ ଉପସ୍ଥାପନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହି ବଜେଟରେ ମହିଳା ମାନଙ୍କୁ ମାସିକ ୧୫୦୦ ଟଙ୍କା ଭତ୍ତା ଦେବାକୁ ଘୋଷଣା କରାଯାଇଛି। 
Bh
୨୧ ରୁ ୭୦ ବର୍ଷ ବୟସର ମହିଳା ମାନଙ୍କୁ ଏହି ଭତ୍ତା ମିଳିବ। ଆସନ୍ତା ଅକ୍ଟୋବରରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆଉ ଏହି ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବିଧାନସଭାରେ ନିଜ ବଜେଟ ଅଭିଭାଷଣରେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମାଝୀ "ଲେଡକି ବେହେନ୍" ଯୋଜନା ଜୁଲାଇ ମାସରୁ କାର୍ଯ୍ୟକାରୀ ହେବ। ଏହି ଯୋଜନା ପାଇଁ ବାର୍ଷିକ ବଜେଟ ଆବଣ୍ଟନ ୪୬ ହଜାର କୋଟି ଟଙ୍କା କରାଯିବ। ରାଜ୍ୟରେ ଅକ୍ଟୋବରରେ ହେବାକୁ ଥିବା ବିଧାନସଭା ନିର୍ବାଚନର ୪ ମାସ ପୂର୍ବରୁ ଏହାକୁ କାର୍ଯକାରୀ କରାଯାଇଛି। 
ଅନେକ ଜନହିତକାରୀ ଯୋଜନା ବିଷୟରେ ଘୋଷଣା କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ମଧ୍ୟରେ ୫ ଜଣ ସଦସ୍ୟ ବିଶିଷ୍ଟ ଯୋଗ୍ୟ ପରିବାରକୁ ପ୍ରତିବର୍ଷ ୩ଟି ରୋଷେଇ ଗ୍ୟାସ ସିଲିଣ୍ଡର ମାଗଣା ମିଳିବ। ଏହା ସହିତ ରାଜ୍ୟରେ ୪୪ ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ବିଲ ଦେୟ ଛାଡ କରାଯିବ ସହ ୫୦୦୦ ଟଙ୍କା ବନୋସ ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଖାଲି ସେତିକି ନୁହେଁ ସମସ୍ତ ଯୋଗ୍ୟ ଝିଅ ମାନଙ୍କୁ ବୃତ୍ତିଗତ ପାଠ୍ୟକ୍ରମ ଯଥା ଇଞ୍ଜିନିୟରିଂ, ଏମବିବିଏସି ମାଗଣା ଶିକ୍ଷା ମଧ୍ୟ ପ୍ରଦାନ କରାଯିବ।

Advertisement