ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏକ ନୂତନ ଢଙ୍ଗରେ ପାଠପଢା ହେଉଥିବାର ଜାଣିପାରିବେ । ଏଭଳି କିଛି ସ୍କୁଲ ଅଛି ଯେଉଁଠାରେ ପିଲାଙ୍କୁ ପାଠ ପଢ଼ାଇବାକୁ ନୂଆ ନୂଆ ପଦ୍ଧତି ବାହାର କରାଯାଉଛି । ଆଉ ଏଭଳି କିଛି ସ୍କୁଲ ଅଛି ଯେଉଁଠାରେ ପିଲାମାନେ ପାଠପଢା କରୁ ନାହାଁନ୍ତି ।
ଏବେ ଏହି ଭିଡିଓରେ ଆପଣମାନେ ଏଭଳି ଏକ ସ୍କୁଲ ବିଷୟରେ ଜାଣିପାରିବେ ଯେଉଁ ସ୍କୁଲରେ ପିଲାଙ୍କୁ ପଠପଢ଼ାଇବା ପାଇଁ ସ୍କୁଲର ଶିକ୍ଷକ ଆଉ ଶିକ୍ଷୟତ୍ରୀ ନୂଆ ନୂଆ ପଦ୍ଧତି ଅବଲମ୍ବନ କରୁଛନ୍ତି । ଏବେ ଏହି ବିଷୟରେ ଆସିଥିବା କିଛି ଖବର ଆପଣମାନେ ପାଇପାରିବେ । ଏବେ ମିଡ଼ିଆ ମାଧ୍ୟମରେ ଶିକ୍ଷୟତ୍ରୀ ଜଣକ ଅନେକ କଥା କହିଛନ୍ତି । ପିଲାମାନେ କିଭଳି ପାଠ ପଢୁଛନ୍ତି ଆଉ ତାଙ୍କର ଶିକ୍ଷା କିଭଳି ହେବ ଏନେଇ ସେ କହିଛନ୍ତି । ତାଙ୍କ ସ୍କୁଲରେ ଶିକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଛି ।
ସେହି ସ୍କୁଲର ଜଣେ ଶିକ୍ଷକ ଅନେକ ଉପାୟ ବାହାର କରି ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଆଉ ଏହି ଶିକ୍ଷୟତ୍ରୀ ଜଣକ କହିଛନ୍ତି ସେହି ସ୍କୁଲର କାହ୍ନୁ ସାର ବିଭିନ୍ନ ପ୍ରକାରର ପ୍ରଣାଳୀ ଏବଂ ବିଭିନ୍ନ ପ୍ରକାରର ଟିଏଲଏମ ବ୍ୟବହାର କରି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି । ତାଙ୍କ ଠାରୁ ଅନେକ କିଛି ଶିକ୍ଷା ପାଇବାକୁ ମିଳୁଛି । ଏବେ ତାଙ୍କୁ ନେଇ ଅନେକ କିଛି କଥା କହିଛନ୍ତି ଶିକ୍ଷୟତ୍ରୀ ଜଣକ । ଶିକ୍ଷୟତ୍ରୀ ଜଣକ ତାଙ୍କ ଠାରୁ ଅନେକ କିଛି ଶିକ୍ଷା କରିଛନ୍ତି । ପିଲାମାନେ ଅନେକ କିଛି ଜାଣିବା ସହ ଅନେକ ବିଷୟରେ ଖବର ପାଇବେ ।
କାଠ ପଟ୍ଟା ଧରି ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି ଆଉ ପିଲାମାନେ ଏହି ଶିକ୍ଷା ଲାଭ କରି ଏବେ ଉନ୍ନତି କରୁଛନ୍ତି । ପିଲାମାନଙ୍କର ଏବେ ଏହାକୁ ନେଇ ଆଗ୍ରହ ସୃଷ୍ଟି ହେଉଛି । ପିଲାମାନେ ଏହିସବୁ ଉପାୟରେ ପାଠପଢି ଏବେ ଅନେକ କିଛି ଶିକ୍ଷା ପାଉଛନ୍ତି । କାଠପଟ୍ଟା ସାହାଯ୍ୟରେ ପିଲାମାନଙ୍କୁ ଅନେକ ପାଠ ପଢ଼ାଯାଉଛି । ପିଲାମାନେ ଅଧିକ କିଛି ଜାଣିବାକୁ ପାଇଛନ୍ତି । ଏବେ ଏହି ଭିଡିଓରେ ଆପଣମାନେ ଅନେକ କିଛି ଖବର ଜାଣିବା ସହ ପିଲାମାନଙ୍କ ଉନ୍ନତି ବିଷୟରେ ଜାଣିପାରିବେ ।