May 31, 2024, 11:12 IST

ରାତି ରେ ସ୍ବାମୀ କୁ ନିଶା ଦେଇ..ଏମିତି କଲା ଗର୍ଭବତୀ ସ୍ତ୍ରୀ..

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ସ୍ଵାମୀ ଥାଉ ଥାଉ ସ୍ତ୍ରୀ ପର ପୁରୁଷ ସହିତ ହେଲା ଫେରାର।ଆପଣ ମାନେ ଏପରି ଅନେକ ଖବର ଆଗରୁ ଶୁଣି ଥିବେ।ଆଜିର ନାରୀ ମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଲା ପରେ ଅନ୍ୟ ପୁରୁଷ ଙ୍କୁ ପ୍ରେମ କରି ତାଙ୍କ ସହିତ ଫେରାର ହେଇ ଯାଉଛନ୍ତି।
Bb
ଆମେ ସେହି ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଳକଣା ଗ୍ରାମ ରେ।ନିଜ ସ୍ତ୍ରୀ କୁ ଫେରାଇ ଆଣିବା ପାଇଁ ଜଣେ ସ୍ବାମୀ ସମସ୍ତଙ୍କ ପାଖରେ ଅନୁରୋଧ କରୁଚି।
ସୂଚନା ଅନୁସାରେ ମୀରା ନାମକ ଜଣେ ଯୁବତୀ କିଛି ଦିନ ତଳେ ଭଲ ପାଇ ବିବାହ କରିଥିଲେ।ଉଭୟ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଭଲ ସମ୍ପର୍କ ରହି ଥିଲେ।ମୀରା ଚାରି ମାସ ରେ ଗର୍ଭବତୀ ଥିଲେ।ତେବେ ତାଙ୍କର ଜଣେ ଆଗରୁ ପ୍ରେମିକ ଥିଲେ ବୋଲି ଶୁଣି ବାକୁ ମିଳିଚି।
ହେଲେ ମୀରା ବିବାହ ପରେ ମଧ୍ୟ ଏପରି କିଛି କରିବେ ତାହା କେହି ବିଶ୍ବାସ କରି ପାରିଲେ ନାହି।ଘଟଣା ଦିନ ରାତି ରେ ଉଭୟ ସ୍ବାମୀ ସ୍ତ୍ରୀ ଘର ଭିତରେ ଶୋଇ ଥିଲେ। ହଠାତ ରାତି ରେ ତାଙ୍କ ସ୍ଵାମୀ ଟିଭି ଦେଖୁ ଦେଖୁ ନିଦ ଆସି ଯାଇଥିଲା।
Bb
ମୀରା ତାଙ୍କୁ କୌଣସି ଏକ ନିଦ ବଟିକା ଖାଇବାକୁ ଦେଇ ଥିଲେ।ଏହା ପରେ ମୀରା ନିଜ ଘରୁ ତିରିଶ ଲକ୍ଷ ଟଙ୍କା ଓ ସୁନା ନେଇ ନିଜ ପୁରୁଷ ବନ୍ଧୁ ଛବି ନାୟକ ସହ କୁଆଡେ ଫେରାର ହୋଇ ଯାଇ ଥିଲେ।
ଯିବା ସମୟ ରେ ସେ ତାଙ୍କ ସ୍ଵାମୀ ଙ୍କୁ ଘରେ ପୁରାଇ କବାଟ ବନ୍ଦ କରି ଦେଇଥିଲେ।ତାଙ୍କ ସ୍ଵାମୀ ଉଠିବା ପରେ ଦେଖିଲେ ମୀରା ନାହାନ୍ତି।ସେ ସମସ୍ତ ଙ୍କୁ ଡାକି ଥିଲେ।ହେଲେ କେହି ତାଙ୍କ କଥା ଶୁଣି ନ ଥିଲେ।ଏହା ପରେ ଆଜବେଷ୍ଟ ଭାଙ୍ଗି ସେ ବାହାର କୁ ଆସିଲେ।
ସେ ତାଙ୍କ ସ୍ତ୍ରୀ କୁ ଚାରି ଆଡେ଼ ଖୋଜିଲେ।ହେଲେ ପାଇଲେ ନାହି।ଶେଷ ରେ ଏ ନେଇ ଥାନା ରେ ଅଭିଯୋଗ କରି ଥିଲେ।ପ୍ରଥମେ ପୋଲିସ ତାଙ୍କ କଥା କୁ ଶୁଣି ନ ଥିଲେ।ପରେ ସେ ଡି ଏସ ପି ଙ୍କ ସହିତ ଦେଖା କରି ଏ ସବୁ ଜଣାଇ ଥିଲେ।ତାଙ୍କ ସ୍ତ୍ରୀ କୁ ସମସ୍ତେ ଫେରାଇ ଆଣିବାକୁ ସେ ଅନୁରୋଧ କରିଛନ୍ତି।

Advertisement