May 31, 2024, 20:39 IST

ମୋଦୀଙ୍କ ଧ୍ୟାନ କରିବା ପଛରେ ରହିଛି ଏହି ବଡ଼ କାରଣ ଜାଣନ୍ତୁ ୪୮ ଘଣ୍ଟା ପରେ କଣ କରିବେ ମୋଦୀ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବିଷୟରେ ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ସମସ୍ତେ ତ ଶୁଣିଥିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପୂର୍ବରୁ ଧ୍ୟାନ କରନ୍ତି । ଆଉ ସେ ଆଜି ଧ୍ୟାନ କରିବାକୁ କନ୍ୟାକୁମାରୀ ଯିବେ । ଏହି ଠାରେ ସେ ଧ୍ୟାନରେ ୪୮ ଘଣ୍ଟା ରହିବେ । ସେ କାହିଁକି ଧ୍ୟାନରେ ବସୁଛନ୍ତି ତାହା କଣ ଆପଣମାନେ ଜାଣିଛନ୍ତି କି ?
Bb
ଏହାର କାରଣ ଏହି ଭିଡିଓ ମାଧ୍ୟମରେ ଆପଣମାନେ ସମସ୍ତେ ଜାଣିପାରିବେ । ସେ ଧ୍ୟାନ କାହିଁକି କରୁଛନ୍ତି ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ଆଉ ଏହାର ମୁଖ୍ୟ ଉଦ୍ଦେଶ୍ୟ କଣ ରହିଛି ? ଏହିସବୁ ନେଇ ଜଣେ ନେତା ଖୁଲାସା କରିଦେଲେ । ନିର୍ବାଚନ ମାହୋଲ ସମୟରେ ମୋଦୀ ଏଭଳି ଧ୍ୟାନ କରିବାକୁ ନେଇ ଅନେକ କଥା ଆସୁଛି । ନିର୍ବାଚନ ସମୟରେ ମୋଦୀ ଏଭଳି ଧ୍ୟାନ କରିବା ଖବର ଏବେ ବିରୋଧୀ ଦଳଙ୍କୁ ଅନେକ କଥା କହୁଛନ୍ତି । ମୋଦୀଙ୍କ ସାଧନାକୁ ନେଇ ଅନେକ ନେତା ଅନେକ କଥା କହିଛନ୍ତି । 
Bb
ପଶ୍ଚିମବଙ୍ଗର ନେତା ମମତା ବାନାର୍ଜୀ ମୋଦୀଙ୍କ ସାଧନାକୁ ନେଇ ଅନେକ କଥା କହିଛନ୍ତି । ସେମାନେ ବିଜେପି ଦଳକୁ ତୀର ମାରି ଅନେକ କଥା କହିଛନ୍ତି । ଷଷ୍ଠ ପର୍ଯ୍ୟାୟରେ ହୋଇଥିବା ନିର୍ବାଚନକୁ ଦେଖି ଭାଜପା ପୁରା ଡରି ଯାଇଛନ୍ତି । ସେମାନେ କହୁଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶୀରୁ ହାରିବାକୁ ଯାଉଛନ୍ତି ଆଉ ସେଥିପାଇଁ ସେ ଧ୍ୟାନ କରୁଛନ୍ତି । ଯେତେ ସେ ଧ୍ୟାନ କରନ୍ତୁ ନା କାହିଁକି ତାଙ୍କୁ କେହି ଜିତାଇବେ ନାହିଁ । ଅନେକ ଦଳ ଏନେଇ ଅନେକ କଥା ସବୁ କହୁଛି । ଏହି ଦଳ ଗୁଡ଼ିକ ସବୁ ପ୍ରକାରର କଥା କହୁଛନ୍ତି ।
ଯେତେ ତପସ୍ୟା କରିଲେ ଜନତା ତାଙ୍କୁ ଛାଡିବେ ନାହିଁ । ଆଉ ସେ ଏହି ୧୦ ବର୍ଷ ଭିତରେ ଖସି ଖସି ଯାଉଛନ୍ତି । ଏହାକୁ ନେଇ ଅନେକ କଥା କହିଛନ୍ତି ଅଖିଳେଶ ଯାଦବ । ତାଙ୍କର ଭୋଟ ମଧ୍ୟ ଖସି ଖସି ଯାଉଛି । ବିହାରର ନେତା ତେଜସ୍ଵୀ ଯାଦବ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧ୍ୟାନ କରିବାକୁ ନୁହେଁ ବରଂ ସେ ଫଟୋ ଉଠାଇବାକୁ ଏବଂ ଫିଲ୍ମ୍ କରିବାକୁ ଯାଇଛନ୍ତି । ସେ ନିର୍ବାଚନ ସମୟରେ ଧ୍ୟାନ କରନ୍ତି । ଆଉ ସେ କ୍ୟାମେରା ଆଗରେ ଧ୍ୟାନ କରୁଛନ୍ତି ବୋଲି ଅନେକ କଥା ଆସୁଛି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଅନେକ କଥା କହୁଛନ୍ତି ।

Advertisement