Jun 30, 2024, 21:00 IST

ସହକର୍ମୀଙ୍କ ସହ ହେଲା ଏମିତି ସାଙ୍ଗେ ସାଙ୍ଗେ ଧାଇଁ ଆସିଲେ ଡିସିପି ଆଉ ଶେଷରେ ରାସ୍ତା ଉପରେ କଲେ ଏମିତି

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜଣେ ଡିସିପିଙ୍କୁ ନେଇ ଆସିଥିବା ଖବର ଜାଣିପାରିବେ । ଜଣେ ଡିସିପି କିଭଳି ହେବା ଦରକାର ତାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଅନେକ ପ୍ରକାରର ଘଟଣା ଦୁର୍ଘଟଣା ଘଟିଥାଏ । ଆଉ ଦୁର୍ଘଟଣା ସ୍ଥାନରେ ଡିସିପି ପହଞ୍ଚି ଯାଇଥାଆନ୍ତି । 
Bb
କିନ୍ତୁ କୌଣସି ପୋଲିସ ଅଫିସର ଏହି ପୋଲିସ ଅଫିସରଙ୍କ ଭଳି କାମ କରନ୍ତି ନାହିଁ । ଏହି ଡିସିପି ଜଣକ ରାସ୍ତାରେ ଦୁର୍ଘଟଣା ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ସେଠାରେ ପହଞ୍ଚିଥିଲେ ଡିସିପି ପ୍ରତୀକ ସିଂ । ଏହି ଡିସିପି ଜଣକ ରାସ୍ତାରୁ ଆଞ୍ଜୁଳା କରି ରକ୍ତ ଗୋଟାଉଛନ୍ତି । ତାଙ୍କ ସହକର୍ମୀଙ୍କ ଜୀବନ ଚାଲି ଯାଇଛି ଆଉ ରାସ୍ତାରେ ରକ୍ତ ମାଂସ ପଡ଼ିଛି । ଏହି ରକ୍ତ ଆଉ ମାଂସ ଉଠାଉଛନ୍ତି ଏହି ଡିସିପି ଜଣକ । ଡିସିପିଙ୍କ ଆଖି ଛଳଛଳ ହୋଇପଡିଛି । ଆଉ ସେ ରାସ୍ତାରୁ ଉଠାଉଛନ୍ତି ସହକର୍ମୀଙ୍କ ରକ୍ତ ମାଂସ । 
Gh
ହାତରେ ଆ ଆଞ୍ଜୁଳା କରି ରକ୍ତ ପଲିଥିନରେ ପୁରାଉଛନ୍ତି ଡିସିପି । ଆଉ ଏପଟେ ଚୁନା ଚୁନା ହୋଇ ପଡ଼ିଛି ମୁଣ୍ଡର ହାଡ । ଆଉ ଗୋଟି ଗୋଟି କରି ଗୋଟାଉଛନ୍ତି ଏହି ଡିସିପି ଜଣକ । ଯିଏ ଚୋର ମାନଙ୍କୁ ତାଙ୍କର ଅସଲ ଚେହେରା ଦେଖାଇଥାଏ ସେହି ପୋଲିସ ଅଫିସର ଜଣକ ଆଜି କରିଛନ୍ତି ଏଭଳି କାମ । ଏହି ପୋଲିସ ଅଫିସର ଜଣକର କାମ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖିପାରିବେ । ଏହି ମୃ-ତ-କ ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଟ୍ରାଫିକ ପୋଲିସ । ଏହି ଟ୍ରାଫିକ ପୋଲିସ ଜଣଙ୍କର ନାମ ହେଉଛି ମଧୁସୂଦନ ଗିରଶାହି ।
ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ୍ ସମ୍ମୁଖରେ ଏହି ଦୁର୍ଘଟଣା ଘଟିଛି । ଅଜଣା ଗାଡ଼ି ଧକ୍କାରେ ଏହି ଘଟଣା ଘଟିଛି । ମଧୁସୂଦନ ବାଇକରେ ଯାଉଥିବା ବେଳେ ତାଙ୍କୁ ଧକ୍କା ଦେଇଥିଲା ଅଜଣା ଗାଡି । ଆଉ ଏହାଦ୍ବାରା ତାଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ହେବା ସହ ତାଙ୍କର ମାଂସ ହାଡ ରକ୍ତ ରାସ୍ତା ଉପରେ ପଡିଥିଲା । ରାତି ୧୦. ୩୦ ସମୟରେ ଏହି ଦୁର୍ଘଟଣା ଘଟିଛି । ଟ୍ରାଫିକ ପୋଲିସ ଜଣକ ଡ୍ୟୁଟି ସାରି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଆଉ ଏହାପରେ ଏଭଳି କିଛି ଘଟିଥିଲା । ଏବେ ଡିସିପି ଜଣଙ୍କର ଏଭଳି କାମକୁ ନେଇ ପ୍ରଶଂସା ହେଉଛି ।

Advertisement