Jun 10, 2024, 18:04 IST

ଅମ୍ବାନୀଙ୍କ ଘରକୁ ଓଡିଶାରୁ ଯିବ ଏହି ବିଶାଳ ହାତ ତିଆରି ନଡ଼ିଆ ଗଛ ଦେଖନ୍ତୁ ଲାଗିଛି ୬ ମାସର କଠିନ ପରିଶ୍ରମ

Tt

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Gy
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ବନ୍ଧୁଗଣ ନୀତା ଅମ୍ବାନୀ ଅର୍ଡର ଦେଇଛନ୍ତି ନିଜ ଘର ପାଇଁ କତା ତିଆରି ତାଳ ଗଛ। ଯେଉଁଥିପାଇଁ ସମସ୍ତ ଶିଳ୍ପୀ ଖୁସି ହେଇ ଏବେ କାମ କରିବାରେ ଲାଗିଛନ୍ତି। 
Hh
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସତ୍ୟବାଦୀ ସ୍ଥିତ ବିଶ୍ଵନାଥପୂର୍ କତା ଶିଳ୍ପରେ। କତା ଶିଳ୍ପକୁ ବଞ୍ଚାଇ ରଖିବା ପାଇଁ ଜଣେ ମହିଳା କତା ଶିଳ୍ପୀ ଡଲି ଦାସ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଦୁଇଜଣ ଦିବ୍ୟାଙ୍ଗ ଯୁବକ ଓ ୫ ଜଣ ଛାତ୍ରୀଙ୍କୁ ନେଇ ପ୍ରାୟ ୬ ମାସର ଅକ୍ଲାନ୍ତ ପରିଶ୍ରମ ଜାରି ରଖିଛନ୍ତି ଡଲି ଦାସ। ପ୍ରାୟ ୬୦ ହଜାର ବ୍ୟବଧାନରେ ନିର୍ମାଣ ହେଉଥିବା ତାଳ ଗଛରେ ବାଇଆ ବସା ଏବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ସର୍ଵ ଭାରତୀୟ ସ୍ତରରେ ଓଡ଼ିଶାର ସାହିତ୍ୟ କଳା ସଂସ୍କୃତିର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। 
ତେବେ ନେତା ଅମ୍ବାନୀଙ୍କର ନିଜସ୍ଵ ବାସଭବନରୁ ସତ୍ୟବାଦୀ ବିଶ୍ଵନାଥପୂର୍ ଡଲି ଦାସଙ୍କୁ ଆସିଛି ବରାଦ। ଡଲି ଦାସ ନିଜେ ସ୍ବାବଲମ୍ବୀ ହେବା ସହିତ ପ୍ରାୟ ଦୁଇଜଣ ଦିବ୍ୟାଙ୍ଗ ଏବଂ ଅନ୍ୟ ପାଞ୍ଚଟି ପରିବାରକୁ ବଞ୍ଚିବାର ସହଯୋଗ ଯୋଗାଇ ଥିବାରୁ ଏବେ ଡଲିଙ୍କୁ ମିଳୁଛି ପ୍ରଶଂସା। କିନ୍ତୁ ଉପଯୁକ୍ତ ମାର୍କେଟିଂର ଅଭାବ ସରକାରୀ ପ୍ରୋତ୍ସାହନର ସୁବନ୍ଦବସ୍ଥ କରାଗଲେ ଓଡ଼ିଶାର ଶିଳ୍ପ ଆହୁରି ଆଗକୁ ଯାଇ ପାରନ୍ତା ବୋଲି ଡଲି ପ୍ରତିକ୍ରିୟା ରଖିଛନ୍ତି। ଦୀର୍ଘ ୬ ମାସ ହେବ ଏହି କତା କାମ ଚାଲିଛି।

Advertisement