Aug 31, 2024, 20:02 IST

ଅନାଥ ଭାବି ପେଟରେ ପିଲା ଦେଇ ଛାଡିଦେଲା - ଦେଖନ୍ତୁ ଘର ବାହାରେ ବସିଲେ ନେଲେ ଏହି ନିଷ୍ପତି

Vv

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆଜିକାଲି ଯୁଗରେ ଝିଅମାନେ ବିଶ୍ବାସ କରି ପୁଅଙ୍କ ସହିତ ଭଲପାଇବା ଆରମ୍ଭ କରୁଛନ୍ତି ଆଉ ତାଙ୍କ ସହିତ ସମ୍ପର୍କ ରଖିବା ପରେ ଏଭଳି ସବୁ ଘଟଣା ଘଟୁଛି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏବେ ଏହି ଯୁବତୀଙ୍କ ସହିତ ଏଭଳି କିଛି ଘଟଣା ଘଟିଛି ଯାହା ଏବେ ସମାଜକୁ ଅନେକ କିଛି ଶିକ୍ଷା ଦେଉଛି । 
Hh
ପୁଣି ପ୍ରେମ ପରେ ଶାରିରୀକ ସମ୍ପର୍କ ଆଉ ସମ୍ପର୍କରୁ ଗୋଟିଏ ଶିଶୁ ଜନ୍ମ ହୋଇଛି ଆଉ ଏବେ ଏହି ଶିଶୁ ଜଣଙ୍କୁ ଛାଡି ସବୁଦିନ ପାଇଁ ଚାଲି ଯାଇଛି ବାପା । ଏହି ନିଷ୍ପାପ ଶିଶୁର ଦୋଷ କଣ । ଏହି ଶିଶୁ ଜଣକ କଣ ବା ଭୁଲ କରିଥିଲା । ଏବେ ଏହି ଶିଶୁ ଜଣଙ୍କୁ ସାଙ୍ଗରେ ଧରି ମାଆ ଜଣକ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି । ଏହି ମହିଳା ଜଣକ ୨୨ ଦିନର ଛୁଆ ଧରି ବସିଛନ୍ତି । ଏହି ଯୁବତୀ ଜଣକ ଅନାଥ ଥିଲେ । ଅନାଥ ଝିଅଟିଏ ଭଲ ପାଇଥିଲା । ଆଉ ସେ ଭଲପାଇ ସଂସାର ଗଢିବାକୁ ଚାହିଁଥିଲା । କେତେ ଆଶା ଆଉ ଭରଷା ଦେଇ ଏହି ପୁରୁଷ ଜଣକ ତାକୁ ଭଲ ପାଇଥିଲା ।
Vv
ଆଉ ଭଲପାଇବା ନିବିଡ ହେବା ପରେ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲା । ଆଉ ଏବେ ଏହି ଯୁବତୀ ଜଣକ ଶିଶୁ କନ୍ୟାଟିଏ ଜନ୍ମ ଦେଇଛନ୍ତି । ଏବେ ପୁରୁଷ ଜଣକ ଏହି ଯୁବତୀଙ୍କୁ ଛାଡି ଦେବେ ବୋଲି କହିଛନ୍ତି । ସେଥିପାଇଁ ଗତକାଲି ଠାରୁ ଏହି ଯୁବତୀ ଜଣକ ପ୍ରେମିକ ଘର ଆଗରେ ଧାରଣାରେ ବସିଛନ୍ତି । ଆଉ ଏବେ ଏହି ପ୍ରେମିକ ଜଣଙ୍କର ପରିବାର ଲୋକେ କିଛି କଥା କହୁନାହାନ୍ତି । ଆଉ ଏବେ ତାଙ୍କୁ ସେମାନେ ଅନେକ ଦୁଃଖ ଦେଉଛନ୍ତି ଆଉ ନର୍ଯ୍ୟାତନା ଦେଉଛନ୍ତି ।
ଏହି ଯୁବକ ଜଣଙ୍କର ମାମୁଁ ତାଙ୍କର ବିବାହ କରାଇ ଦେବେ ବୋଲି କହିଥିଲେ । ଏବେ ଏହି ଯୁବତୀ ଜଣକ ଛୋଟ ଜାତି ଆଉ ତାଙ୍କ ପାଖରେ ଟଙ୍କା ନାହିଁ ବୋଲି ତାଙ୍କ ଶାଶୂଘରଲୋକେ ତାଙ୍କୁ ସ୍ବୀକାର କରିବାକୁ ନାରାଜ । ତାଙ୍କର ଝିଅ ହୋଇଛି ବୋଲି ବୋଧେ ତାଙ୍କୁ ତାଙ୍କ ଶାଶୁଘରଲୋକେ ଗ୍ରହଣ କରୁନାହାନ୍ତି । ଯଦି ତାଙ୍କର ପୁଅ ହୋଇଥାନ୍ତା ତାହେଲେ ସେମାନେ ବୋଧେ ଗ୍ରହଣ କରିଥାନ୍ତେ । ଯେତେଦିନ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନାହିଁ ସେ ସେତେ ପର୍ଯ୍ୟନ୍ତ ପ୍ରେମିକ ଜଣକ ଘର ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି । ସିଏ ଯେଭଳି ଅନାଥ ହୋଇ ଦୁଃଖକଷ୍ଟରେ ବାଢ଼ିଛନ୍ତି ସେମିତି ତାଙ୍କ ଝିଅକୁ ସେ ବଢାଇ ପାରିବେ ନାହିଁ । ଏବେ ଏଭଳି ଅନେକ କଥା ଏହି ଯୁବତୀ ଜଣକ କହିଛନ୍ତି ।

Advertisement