Sep 5, 2024, 17:18 IST

ମାଡ଼ି ଆସୁଛି ଲଘୁଚାପ ଦେଖନ୍ତୁ ପ୍ରଭାବିତ ହେବେ ଏହିସବୁ ଜିଲ୍ଲା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ପାଣିପାଗ ବିଷୟରେ ଆସିଥିବା ଖବର ଜାଣିପାରିବେ । ଏବେ ପାଣିପାଗ ବିଷୟରେ କିଛି ଖବର ଆସିଛି ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ଆପଣମାନେ ସମସ୍ତେ ସତର୍କ ରୁହନ୍ତୁ । ଏହି ସମୟରେ ସତର୍କ ରହିବାକୁ କୁହାଯାଇଛି । ଏବେ ସମୁଦ୍ର ଅଶାନ୍ତ ହେଉଛି । 
Ff
ସମୁଦ୍ର ଅଶାନ୍ତ ହେବା ସହ ଏହା ଗାଁ ଗଣ୍ଡା ଆଡ଼କୁ ମାଡ଼ି ଆସିବ ବୋଲି ଖବର ଆସିଛି । ଖରା କୁଆଡେ ଉଭେଇ ଯିବ । ଆଉ କଳା ହାଣ୍ଡିଆ ମେଘ ମାଡି ଆସିବ । ପାଞ୍ଚ ଦିନ ପର୍ଯ୍ୟନ୍ତ ବର୍ଷା ହେବ ଆଉ ଏହି ବର୍ଷାରେ ସାରା ଓଡ଼ିଶା ଭିଜିବ ବୋଲି ସୂଚନା ମିଳିଛି । ଏହି ବର୍ଷାରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ପାଣିପାଗ ବିଭାଗ ଚେତାବନୀ ଦେଇଛି । ଗୋଟେ ପଟେ ବାତ୍ୟା ଅସନାର ପ୍ରଭାବ ମନରୁ ଲିଭୁ ନାହିଁ । ଆଉ ଗୋଟିଏ ପଟେ ପୁଣି ମାଡ଼ି ଆସିଲାଣି ଲଘୁଚାପ ।
Vv
ଏବେ ଓଡ଼ିଶା ଉପରେ ରହିଛି ପ୍ରଭାବ । ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ପରି ଓଡ଼ିଶାରେ ଏବେ ଭୟଙ୍କର ପରିସ୍ଥିତି ଦେଖା ଯାଇପାରେ ବୋଲି ସୂଚନା ମିଳିଛି । ମାତ୍ର କିଛି ସମୟ ପରେ ସୃଷ୍ଟି ହୋଇପାରେ ଭୟଙ୍କର ପରିସ୍ଥିତି । ଓଡ଼ିଶାର ଅବସ୍ଥା ଏହି ଲଘୁଚାପ ଯୋଗୁଁ ବେହାଲ୍ ହୋଇପାରେ ବୋଲି ସୂଚନା ମିଳିଛି । ବିଜୁଳି ଘଡଘଡି ସାଙ୍ଗକୁ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଏବେ ଏହି ବର୍ଷା ଘରୁ ବାହାର କରାଇ ଦେବ ନାହିଁ । 
ମୂଷଳ ଧାରାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ଏଭଳି ବର୍ଷା ଲାଗି ରହିବ କି ଯୁଆଡେ ଦେଖିବ ସିଆଡେ ପାଣି । ରାସ୍ତାରେ ପାଣି ଚାଲିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ । ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି। ଏହି ତିନି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଆହୁରି ଅନେକ ବର୍ଷା ହେବା ସହ ଅନେକ କିଛି କ୍ଷତି ହୋଇପାରେ ବୋଲି ସୂଚନା ମିଳିଛି । ଏବେ ଏହି ସୂଚନା ପାଣିପାଗ ବିଭାଗ ପକ୍ଷରୁ ମିଳିଛି । ଏବେ ଆପଣମାନେ ସତର୍କ ରୁହନ୍ତୁ ।

Advertisement