Jul 13, 2024, 18:08 IST

ଏହିସବୁ ଜିଲ୍ଲାକୁ ମିଳିଲା ସତର୍କ ସୂଚନା ଦେଖନ୍ତୁ ପ୍ରବଳରୁ ଅତି ପ୍ରବଳ ହେବ ବର୍ଷା

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ପାଣିପାଗକୁ ନେଇ ଏବେ କିଛି ଖବର ଆସିଛି ।ପାଣିପାଗ ବିଷୟରେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ସାବଧାନ ହୋଇଯାଆନ୍ତୁ ଏହି ତାରିଖରେ ବଡ ବର୍ଷା ହେବାକୁ ଯାଉଛି । ଆଉ ଏହି ବର୍ଷା ହେବା ଦ୍ବାରା ଅନେକ କିଛି ପରିବର୍ତ୍ତନ ହେବ । ମାଡ଼ି ଆସିବ ଅନ୍ଧାର ଆଉ ସୂର୍ଯ୍ୟ ଦିଶିବ ନାହିଁ । 
Vb
ଏହି ତାରିଖରୁ ଏଭଳି ହେବାକୁ ଯାଉଛି । ବାହୁଡ଼ାରେ ୮ ଜିଲ୍ଲାକୁ ଆର୍ଲଟ କରାଯାଇଛି । ରବିବାର ଦିନ ଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ଆଉ ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପ ରୂପ ନେବ । ଆସନ୍ତା ୧୯ ତାରିଖ ସୁଦ୍ଧା ଏହା ଅବପାତର ରୂପ ନେବ ବୋଲି ସୂଚନା ମିଳିଛି । ୧୮ ଏବଂ ୧୯ ତାରିଖରେ ଏହା ଅବପାତର ରୂପ ନେବ ବୋଲି ସୂଚନା ମିଳିଛି । ଏହାର ପ୍ରଭାବରେ ଅଧିକାଂଶ ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି ।
Hh
୧୫ ତାରିଖ ବାହୁଡ଼ା ଯାତ୍ରା ବେଳେ ପ୍ରବଳ ବର୍ଷା ହୋଇପାରେ । ୨୧ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଉତ୍ତର ପ୍ରଦେଶର ଦକ୍ଷିଣ ଭାଗରେ ମଧ୍ୟମ ରୁ ପ୍ରବଳ ପରିମାଣରେ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଆଜି ଏହି କାରଣରୁ ଉତ୍ତର ଓଡ଼ିଶା ଏବଂ ଉପକୂଳ ଓଡ଼ିଶାର ସ୍ଥାନରେ ମଧ୍ୟମ ରୁ ଉତ୍ତମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଉ କିଛି ସ୍ଥାନରେ ଅନେକ ବର୍ଷା ହେବାର ସମ୍ଭାବନା ରହିଛି ।
ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝରର କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ୧୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ଏବଂ କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୧୬ ଓ ୧୭ ତାରିଖରେ ଅନେକ ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ପାଞ୍ଚ ଦିନ ପର୍ଯ୍ୟନ୍ତ ଏଭଳି ବର୍ଷା ହେବାର ସମ୍ଭାବନା ରହିଛି ।

Advertisement