ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ମିଳିଥିବା ସୂଚନା ବିଷୟରେ ସବୁ ଖବର ପାଇପାରିବେ । ଅଶାନ୍ତ ସମୁଦ୍ରରେ ଭୟଙ୍କର ହେଉଛି ଗଭୀର ଅବପାତ । ଯାହା ପ୍ରଭାବରେ ଭାସିଯିବ ଅଧା ଓଡ଼ିଶା । ଆଜି ଦିନ ସାରା କାଚିବ ବର୍ଷା ଜମା ବି ଛାଡ଼ିବ ନାହିଁ ।
ପବନ ବେଗ ବହୁତ ବେଗରେ ବହିବ । ୫୦ ରୁ ୬୦ କିମି ବେଗରେ ପବନ ବହିବ ବୋଲି ଖବର ଆସିଛି । ତୁହା କୁ ତୁହା ବର୍ଷା ହେବ ଆଉ ଏହି ପ୍ରବଳ ବର୍ଷା ହେବା ଦ୍ବାରା ତିନି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଏହି ତିନି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ । ବଙ୍ଗୋପସାଗରରେ ଧୀରେ ଧୀରେ ଗଭୀର ଅବପାତ ଭୟଙ୍କର ହେଉଛି । ଏଥର ଭିଜିବ ସାରା ଓଡ଼ିଶା । ଗଭୀର ଅବପାତ ଦ୍ଵାରା ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଆଜି ସକାଳୁ ସାଢ଼େ ୮ ଟା ସମୟରୁ ପ୍ରବଳ ବର୍ଷା ହେବ ।
ଆଜି ସକାଳୁ କାଲି ସକାଳ ୮ ପର୍ଯ୍ୟନ୍ତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ ଆଉ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି ।ସୋନପୁର, ମୟୂରଭଞ୍ଜ, ଏବଂ ବରଗଡ ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି । ପୁରା ରାଜ୍ୟରେ ଗଭୀର ଅବପାତ ପାଇଁ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି ।
ଯୁଆଡ଼େ ଦେଖିବ ସିଆଡେ ବର୍ଷା ହେଉଛି । ଗଭୀର ଅବପାତ ଯୋଗୁଁ ରାଜ୍ୟର ଯୁଆଡ଼େ ଦେଖିବ ବର୍ଷା ହେଉଛି । ସବୁକିଛି ଜଳମଗ୍ନ ହୋଇ ଯାଇଥିଲା । ଭୁବନେଶ୍ୱର ସହରର ସବୁ ସ୍ଥାନରେ ବର୍ଷା ହେଉଛି। ଆଜି ମଧ୍ଯ ଗଭୀର ଅବପାତର ପ୍ରଭାବ ରହିଛି । ଏବେ ଏହି ଖବର ଶୁଣି ସମସ୍ତଙ୍କ ଛାତିରେ ଛନକା ପଶି ଯାଇଛି । ଧୀରେ ଧୀରେ ଅଶାନ୍ତ ସମୁଦ୍ରରେ ଏହି ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ବଙ୍ଗଳାଦେଶର ଅନେକ ସ୍ଥାନରେ ବର୍ଷା ହେଉଛି । ଆଉ ଏହା ଆଗକୁ ବଡ ଭୟଙ୍କର ରୂପ ନେଇପାରେ ବୋଲି ସୂଚନା ମିଳିଛି ।