May 28, 2024, 19:44 IST

ଆସିଲା ବଡ଼ ଦୁଃଖ ଖବର ନୂଆ ବାହାହୋଇ ଆସିଥିବା କନିଆଁ ମୁଣ୍ଡରୁ ଆତଙ୍କବାଦୀ ପୋଛିଦେଲେ ସିନ୍ଦୂର

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି କଥା ଜାଣିପାରିବେ । ଆପଣମାନେ ସମସ୍ତେ ଅନେକ ଅଞ୍ଚଳର ଘଟଣା ମଧ୍ୟ ଜାଣି ପାରୁଛନ୍ତି । ଗୋଟିଏ ଝିଅ ବିବାହ ପୂର୍ବରୁ ଅନେକ କଥା ମନରେ ଭାବିଥାଏ ଆଉ ସେ ତାର ସ୍ବାମୀଙ୍କୁ ନେଇ ଭଲରେ ସଂସାର ଗଢ଼ିବ ବୋଲି ସବୁବେଳେ ଭାବୁଥାଏ ।
Bb
ଠିକ୍ ସେମିତି ଏହି ଝିଅଟି ମଧ୍ୟ ଏଭଳି କିଛି ଭାବିଥିଲା କିନ୍ତୁ ତାଙ୍କ ସହିତ ଏଭଳି ଘଟିଯିବ କିଏ ବା ଜାଣିଥିଲା । ଏହି ଯୁବତୀ ଜଣକ ବିବାହ କରିଥିଲେ । ତାଙ୍କର ବିବାହକୁ ଏକ ମାସ ବି ହୋଇନଥିଲା ଆଉ ତାଙ୍କର ସ୍ବାମୀଙ୍କୁ ମାଓବାଦୀ ମାରିଦେଲେ । ଏବେ ଏହି ସ୍ତ୍ରୀ ଜଣକ ଭାଗ୍ୟକୁ ନିନ୍ଦା କରିଛନ୍ତି । ନିଜ ଆଖି ଆଗରେ ସ୍ୱାମୀର ଜୀବନ ଚାଲିଗଲା । କୋଟଗଡ଼ା ଥାନା ଅନ୍ତର୍ଗତ ବଣ୍ଡାପିପିଲିରେ ଏଭଳି ଘଟଣା ଘଟିଛି । ଏହାକୁ ନେଇ ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି ଲୋକେ ।
Jj
ଯୁବକ ଜଣଙ୍କୁ ଡାକି ନେଇ ମାରିଦେଲେ ମାଓବାଦୀ । ଏହି ଯୁବକ ଜଣକ ହେଉଛନ୍ତି ରମେଶ ନାୟକ । ଏହି ଯୁବକ ଜଣଙ୍କୁ ମାରିଦେଇ ତାଙ୍କର ମୃତ ଶରୀରକୁ ରାସ୍ତା କଡ଼ରେ ଫୋପାଡି ଦେଇଛନ୍ତି । ଏହି ଯୁବକ ଜଣଙ୍କର ମୃ-ତ୍ୟୁ ବିଷୟରେ ଗାଁ ଲୋକ କହିଛନ୍ତି ବିଳମ୍ବିତ ରାତିରେ ଏହି ଯୁବକ ଜଣଙ୍କୁ ଘରୁ ଉଠେଇ ନେଇ ଏଭଳି କାମ କରିଥିଲେ ମାଓବାଦୀ । ସେ ତାଙ୍କ ଘରେ ଶୋଇଥିବା ବେଳେ ୨୦ ରୁ ୨୫ ଜଣ ମାଓବାଦୀ ବନ୍ଧୁକ ଧରି ଆସିଥିଲେ ଆଉ ତାଙ୍କୁ ନେଇ ଯାଇଥିଲେ ।
ଏହାପରେ ତାଙ୍କୁ ସାଙ୍ଗରେ ନେଇ ଜଙ୍ଗଲକୁ ଚାଲି ଯାଇଥିଲେ । ଆଉ ଏହାପରେ ତାଙ୍କ ସହିତ ଏଭଳି ଘଟଣା ଘଟିଥିଲା ବୋଲି ଜଣାପଡିଥିଲା । ଏହି ଯୁବକ ଜଣକ ବେକରେ ରସି ଲାଗିଥିବାରୁ ଏହା ମାଓ ହତ୍ୟା ନା ଆଉ କିଛି ଏହାକୁ ନେଇ ଏବେ ପ୍ରଶ୍ନ ଆସୁଛି । ଏହି ଯୁବକ ଜଣଙ୍କୁ ମାରିଦେଇ ମାଓବାଦୀ କିଛି ପୋଷ୍ଟର ବା ଲେଖା ଛାଡ଼ି ଦେଇଛନ୍ତି । ଏହି ଲେଖା ଏବେ ଅନେକ କଥା ବାହାର କରୁଛି । ଏହିସବୁ ଘଟଣାକୁ ନେଇ ଏବେ ଚିନ୍ତାରେ ଗ୍ରାମବାସୀ । ସ୍ତ୍ରୀ ଜଣକ ଏବେ କଣ କରିବ ଏହାସହ ଏହି ହ-ତ୍ୟାକୁ ନେଇ ଅନେକ କଥା ସହ ଚର୍ଚ୍ଚା ଆସୁଛି ।

Advertisement