Sep 2, 2024, 18:31 IST

ଓଡ଼ିଶାର ଏହି ସ୍ଥାନରେ ବାତ୍ୟା କରିବ ଲ୍ୟାଣ୍ଡଫଲ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପାଣିପାଗକୁ ନେଇ କିଛି ଖବର ଆସିଛି । ଆଉ ଆପଣମାନେ ଏହି ଖବର ସବୁ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । କ୍ଷୀପ୍ର ଗତିରେ ମାଡ଼ି ଆସୁଛି ବାତ୍ୟା ଆସନା । ଏହାର ପ୍ରଭାବରେ ବନ୍ୟା ହୋଇଛି । ଆଉ ଏହି ବନ୍ୟାରେ କେତେ ରାଜ୍ୟ ଧୋଇ ହୋଇ ସାରିଲାଣି । 
Vv
ଏବେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବ । ଆଉ ଓଡ଼ିଶାର କିଛି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଆସନ୍ତା ୨୪ ଘଣ୍ଟା ଭିତରେ ସ୍ଥିତି ପୁରା ଖରାପ ହୋଇଯିବ । ଧୀରେ ଧୀରେ ଭୟଙ୍କର ହେଉଛି ଏହି ବାତ୍ୟା । ଏହି ସମୟରେ କରିପାରେ ଲ୍ୟାଣ୍ଡଫଲ୍ । ବର୍ତ୍ତମାନ ସମୟରେ ଚିନ୍ତା ବଢ଼ାଇଛି ସାମୁଦ୍ରିକ ଝଡ ଆସନା । ଏହି ବାତ୍ୟା ଧୀରେ ଧୀରେ ଭୟଙ୍କର ରୂପ ନେଉଛି । ବାତ୍ୟା ଅସନା ମାଡ଼ି ଆସୁଥିବା ବେଳେ ଏବେ ଏହାର ପ୍ରଭାବ କେଉଁଠାରେ ଲ୍ୟାଣ୍ଡଫଲ୍ କରିବ ଏହାକୁ ନେଇ ଏବେ ଚିନ୍ତା ଆସୁଛି । 
Gv
ବାତ୍ୟା ଅସନା ଏବେ ୪୦ ରୁ ୫୦ କିମି ବେଗରେ ସ୍ଥଳଭାଗ ଛୁଇଁବ । ଏବେ ଏହା ଶୁଣି ଲୋକଙ୍କ ମନରେ ଛନକା ପଶିଗଲାଣି । ଏହାର ପ୍ରଭାବ ଓଡ଼ିଶା ଉପରେ କେତେ ପଡ଼ିବ ଏହାକୁ ନେଇ ଏବେ ଚିନ୍ତାରେ ଅଛନ୍ତି ଓଡ଼ିଶାବାସୀ । ପାଣି କମିବାର ନାଁ ନେଉନାହିଁ ଆଉ ତୁହା କୁ ତୁହା ବର୍ଷା ହେଉଛି । ଧୀରେ ଧୀରେ ଦିଗ ପରିବର୍ତ୍ତନ କରୁଛି ବାତ୍ୟା ଅସନା । ଏବେ ଏହା ଓଡ଼ିଶା ଆଡ଼କୁ ଆସିପାରେ ବୋଲି ସୂଚନା ମିଳିଛି । ଆଉ ଏବେ ଏହାକୁ ନେଇ ଆସୁଛି ଖବର । ଏବେ ସାମୁଦ୍ରିକ ଝଡ ଗୁଜୁରାଟ ଆଡ଼କୁ ମାଡ଼ି ଆସୁଛି । 
ଆସନ୍ତା ୫ ତାରିଖ ଯାଏଁ ସାରା ରାଜ୍ୟରେ ଭୀଷଣ ବର୍ଷା ହେବ ବୋଲି ଖବର ଆସିଛି । ଲଗାଣ ବର୍ଷା ହେବା ଯୋଗୁଁ ଗୁଜୁରାଟରେ ୩୩ ଜଣଙ୍କର ମୃ-ତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ୧୨ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ଓଡ଼ିଶାରେ ବର୍ଷା ପାଇଁ ହାଇ ଆଲର୍ଟ ଜାରି କରାଯାଇଛି । ମାଲକାନଗିରି ଆଉ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

Advertisement