Aug 25, 2024, 18:43 IST

ମହିଳା ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଦେଖନ୍ତୁ ଏଥର ମିଳିବ ଏତିକି ଟଙ୍କା

Bb

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓରେ ଦେଖିପାରିବେ କିଛି ଯୋଜନା ଆସିଛି । ଆଉ ଏହି ଯୋଜନା ସବୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ସରକାର ଆଣିଛନ୍ତି ଏକ ବଡ ଯୋଜନା । ଆଉ ଏହି ଯୋଜନାରେ ମହିଳାମାନେ ଉପକୃତ ହୋଇପାରିବେ । ମହିଳାମାନେ ତାଙ୍କ ଆକାଉଣ୍ଟ ଚେକ୍ କରି ନିଅନ୍ତୁ ବୋଲି ସୂଚନା ମିଳିଛି । 
Bb
କେତେବେଳେ ବି ଆପଣଙ୍କ ଆକାଉଣ୍ଟକୁ ଆସିପାରେ ଟଙ୍କା । ଆପଣ ବି ବନି ପାରନ୍ତି ଲକ୍ଷପତି ଦିଦି । ଆଜି ପ୍ରଧାନମନ୍ତ୍ରୀ ମହିଳାଙ୍କ ଆକାଉଣ୍ଟକୁ ପଠାଇବେ ଏତେ ଲକ୍ଷ ଟଙ୍କା ବୋଲି ସୂଚନା ମିଳିଛି । ବାସ୍ ଆଉ କିଛି ସମୟର ଅପେକ୍ଷା । SHG ଗୃପର ମହିଳାମାନଙ୍କ ପାଇଁ ଆସିଛି ବଡ ଖୁସିର ଖବର । ଜଲଦି ଜଲଦି ମହିଳାମାନେ ଯାଇ ଆକାଉଣ୍ଟ ଚେକ୍ କରନ୍ତୁ ଆଜି ଖାତାକୁ ଆସିବ ଲକ୍ଷପତି ଦିଦି ଟଙ୍କା । ୪୮ ଲକ୍ଷ ମହିଳାମାନେ ଏହି ଯୋଜନାରେ ଉପକୃତ ହୋଇପାରିବେ ବୋଲି ସୂଚନା ମିଳିଛି । 
Vv
ଆଜି ଏନେଇ ପ୍ରଧାନମନ୍ତ୍ରୀ ବଡ ଘୋଷଣା କରିବାକୁ ଯାଉଛନ୍ତି । ଏହାସହ ୨୫୦୦ କୋଟିର ରାଶି ମଞ୍ଜୁର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଗୋରଗାଓଁ ଯିବେ । ଆଉ ସେଠାରେ ଆୟୋଜିତ ହୋଇଥିବା ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗ ଦେବେ । ମୋଦୀ ସରକାରଙ୍କ ତୃତୀୟ ପାଳିରେ ଲକ୍ଷପତି ବନିଥିବା ୧୧ ଲକ୍ଷ ମହିଳାଙ୍କୁ ସାର୍ଟିଫିକେଟ ଦେବା ସହିତ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ସେ ଲକ୍ଷପତି ଦିଦିଙ୍କ ସହିତ ଆଲୋଚନା କରିବେ। 
ଏହାସହ ସରକାର ରାଶି ଘୋଷଣା କରିବେ ଆଉ ଅନେକ କିଛି ବିଷୟରେ ମଧ୍ୟ କହିବେ । ୨୬ ଲକ୍ଷ SHG ଗୃପ ବିଷୟରେ ମଧ୍ୟ କହିବେ । ଆଉ ତାଙ୍କୁ କେତେ ରାଶି ପ୍ରଦାନ କରାଯିବ ସେହି ବିଷୟରେ ମଧ୍ଯ ସେ କହିବେ ବୋଲି ସୂଚନା ମିଳିଛି । ମୋଦୀ ୫ ହଜାର କୋଟି ଟଙ୍କା ଲୋନ ମଧ୍ୟ ମଞ୍ଜୁର କରିବେ ବୋଲି ଜଣାପଡିଛି । ଏବେ ୨୫୦୦ କୋଟି ରାଶି ସରକାର ପ୍ରଦାନ କରିବେ । ଆଉ ଏହି ଟଙ୍କାରେ SHG ଗୃପର ମହିଳାମାନେ ଉପକୃତ ହେବେ । ଏବେ ଏହାକୁ ନେଇ ଆସିଛି କିଛି ଖବର ।

Advertisement