Jul 4, 2024, 18:55 IST

ପର ପୁରୁଷ ସହ ଫେରାର ହୋଇଯାଇଥିଲା ସ୍ତ୍ରୀ ଶେଷରେ ଫେରି ଆସି ଦ୍ୱିତୀୟ ସ୍ତ୍ରୀ ସହ କରୁଛି ସାବିତ୍ରୀ ବ୍ରତ

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇପାରିବେ । ଆପଣମାନେ ସମସ୍ତେ ଆଜିକା ଦୁନିଆରେ ଘଟୁଥିବା ଘଟଣା ବିଷୟରେ ଜାଣିଥିବେ । ଆଜିକାଲି ଦୁନିଆରେ ଏଭଳି ଲୋକ ଅଛନ୍ତି ଯେଉଁମାନେ ପରକୀୟା ପ୍ରୀତି ପାଇଁ ଅନେକ କିଛି ଛାଡ଼ି ଦେଉଛନ୍ତି । ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ତାର ସ୍ଵାମୀ ଆଉ ପିଲାଛୁଆଙ୍କୁ ଛାଡ଼ି ଦେଉଛି । 
Hh
ସେହିଭଳି ସ୍ବାମୀ ମଧ୍ୟ ପର ଝିଅ ପାଇଁ ସବୁକିଛି ଛାଡ଼ି ଦେଉଛି । ଏବେ ଏଭଳି କିଛି ଖବର ଆସିଛି । ଜଣେ ମହିଳା ୧୩ ବର୍ଷ ତଳେ ବିବାହ କରିଥିଲେ । ଆଉ ଏହି ମହିଳା ଜଣକ ଯାହାକୁ ବିବାହ କରିଥିଲେ ସେ ତାଙ୍କୁ ଛାଡ଼ି ଜଣେ ଅଟୋ ଡ୍ରାଇଭର ସହିତ ଫେରାର ହୋଇ ଯାଇଥିଲେ । ଆଉ ସେ ତାଙ୍କ ସହିତ ୧୩ ବର୍ଷ ହେଲା ରହୁଥିଲା । ଏବେ ଏହି ମହିଳା ଜଣକ ପୁଣି ତାଙ୍କ ସ୍ୱାମୀ ପାଖକୁ ଫେରି ଆସିଛି । ଆଉ ସ୍ଵାମୀ ପାଇଁ କରୁଛି ସାବିତ୍ରୀ ବ୍ରତ । ଏହି ମହିଳା ଜଣକ ଏବେ ପୂଜା କରୁଥିବାର ଭିଡିଓ ଆପଣମାନେ ଦେଖିପାରିବେ । 
Gh
ଏହି ସ୍ତ୍ରୀ ଜଣକ ପତିବ୍ରତା ହୋଇ ଯାଇଛି । ଆଉ ସେ ସ୍ୱାମୀଙ୍କୁ ଫୁଲ ଦେଇ ପୂଜା କରି ତାଙ୍କ ପାଦୁକା ପାଣି ପିଉଛି । ଏହି ଭିଡିଓରେ ଆପଣମାନେ ଏହା ଦେଖିପାରିବେ । ୧୩ ବର୍ଷ ହେଲା ପର ପୁରୁଷ ପାଖରେ ଏହି ଆସିଥିବା ମହିଳା ଜଣକ ଏବେ ସ୍ବାମୀଙ୍କୁ ଏଭଳି ପୂଜା କରୁଛନ୍ତି । ଆଉ ଏବେ ଏହି ପୁରୁଷ ଅର୍ଥାତ୍ ସ୍ଵାମୀ ଜଣଙ୍କର ଦ୍ଵିତୀୟ ସ୍ତ୍ରୀ କଣ ବା କରିବେ । ଏହି ସ୍ବାମୀ ଜଣକ ଦ୍ଵିତୀୟ ସ୍ତ୍ରୀ ପାଖରେ ଥିଲେ କିନ୍ତୁ ପ୍ରଥମ ସ୍ତ୍ରୀ ଆସିବା ପରେ ସେ ପ୍ରଥମ ସ୍ତ୍ରୀ ସହିତ ରହୁଛନ୍ତି । ଏବେ ଦ୍ଵିତୀୟ ସ୍ତ୍ରୀ ଜଣକ କଣ କରିବେ ଆଉ ଗୋଟିଏ ଘରେ ଦୁଇଜଣ କିଭଳି ରହିବେ ବୋଲି କହିଛନ୍ତି ।
ଏହି ଘଟଣା କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ଜପକୁଣ୍ଡ ଫାଣ୍ଡି ଅଧିନସ୍ଥ ଏଲାମପୁର ଗାଁରେ । ଏହି ଗାଁର ଚକ୍ରଧର ପଣ୍ଡା ବୈଦିକ ରୀତିନୀତିରେ ବାହା ହୋଇଥିଲେ । ଆଉ ସେହି ସ୍ତ୍ରୀ ଜଣକ ତାଙ୍କର ଝିଅକୁ ନେଇ ଫେରାର ହୋଇ ଯାଇଥିଲେ । ଏହାପରେ ତାକୁ ଛାଡ଼ପତ୍ର ଦେଇ ଆଉ ଜଣଙ୍କୁ ବିବାହ କରିଥିଲେ । ଆଉ ଏବେ ପୁଣି ଏହି ପ୍ରଥମ ସ୍ତ୍ରୀ ଜଣକ ଆସିଛନ୍ତି । ଏବେ ସେହି ବ୍ୟକ୍ତି ଜଣକ ପ୍ରଥମ ସ୍ତ୍ରୀ ପାଖରେ ରହିଛନ୍ତି । ଏବେ ଦ୍ଵିତୀୟ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି କି ତାଙ୍କ ଘରେ ନେଇ କିଭଳି ଦୁଇ ଦୁଇଜଣ ସ୍ତ୍ରୀ ରହିବେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Advertisement