ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି କଥା ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ କିଛି ଏଭଳି ଖବର ପାଇବେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ସମାଜରେ ମହିଳାମାନେ କେବଳ ଅତ୍ୟାଚାରିତ ହୋଇ ନଥାନ୍ତି ବରଂ ପୁରୁଷମାନେ ମଧ୍ୟ ଅତ୍ୟାଚାରିତ ହୋଇଥାନ୍ତି ।
ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ଯୁବକ ଏହବିବାହ କରିଥିଲେ ।ଆଉ ଏବେ ତାଙ୍କର ସ୍ତ୍ରୀ ଆଉ ଛୁଆ ଅଛନ୍ତି କିନ୍ତୁ ତାଙ୍କ ଶଶୁର ତାଙ୍କ ସ୍ତ୍ରୀ ସହିତ ତାଙ୍କର ଦେଖା କରାଇ ଦେଉନାହାନ୍ତି । ଆଉ ଏବେ ତାଙ୍କ ସହିତ ତାଙ୍କୁ ରହିବାକୁ ଦେଉ ନାହାନ୍ତି । ଏହି ଘଟଣାକୁ ନେଇ ସମାଜସେବୀ ଶୁଭଲକ୍ଷ୍ମୀ ଅନେକ କଥା କହିଛନ୍ତି । ସେ କହିଛନ୍ତି, ଏହି ଯୁବକ ଜଣକ ଯାହାକୁ ବିବାହ କରିଛନ୍ତି ସେ ତାଙ୍କୁ ୧୭ ବର୍ଷରେ ଘରୁ ନେଇ ପଳାଇଥିଲେ । ଆଉ ଏବେ ଏହି ଘଟଣା ପରେ ଝିଅର ବାପା ଏଭଳି କହୁଛନ୍ତି ।
ଏବେ ଏହି ଯୁବକ ଜଣକ ତାଙ୍କ ସ୍ତ୍ରୀ ଆଉ ଛୁଆଙ୍କୁ ଦେଖିବାକୁ କହୁଛନ୍ତି କିନ୍ତୁ ତାଙ୍କ ଶଶୁର ତାଙ୍କୁ ଦେଖା କରିବାକୁ ଛାଡି ନଥିଲେ । ଆଉ ଏବେ ଗୋଟେ ସ୍ବାମୀଙ୍କୁ ତା ସ୍ତ୍ରୀ ଠାରୁ ଅଲଗା କରିବାକୁ ଶଶୁର ଜଣକ ଚାହୁଁଛନ୍ତି । ଏହି ଶଶୁର ଜଣକ ଏଭଳି କରିବା ଉଚିତ୍ ନୁହେଁ । ସ୍ବାମୀ ଆଉ ସ୍ତ୍ରୀଙ୍କୁ କେହି ଚାହିଁଲେ ଅଲଗା କରିପାରିବେ ନାହିଁ । ଏବେ ଏହି ସ୍ବାମୀ ଜଣକ କାନ୍ଦୁଛନ୍ତି ଆଉ ଯାହା ସହି ହେଉ ନାହିଁ । ଜଣେ ପୁରୁଷ ଏତେ ପରିମାଣରେ ନିର୍ଯ୍ୟାତିତ ହେଉଛି ଯାହା ଏହି ସମାଜ ପାଇଁ କଳଙ୍କ ଅଟେ ।
ଏହି ଝିଅ ଜଣଙ୍କର ବାପା ଏବେ କହୁଛନ୍ତି ଗୁଣି ଗାରେଡ଼ି କରି ତାଙ୍କ ଝିଅକୁ ଫସାଇ ଦେଇଛନ୍ତି । ଏବେ ଏହି ପୁରୁଷ ତାର ଛୁଆ ପାଇଁ କାନ୍ଦୁଛି । ଏହି ପୁରୁଷ ଜଣକ ତାର ସ୍ତ୍ରୀ ଆଉ ଛୁଆକୁ ବହୁତ ଭଲପାଏ ଆଉ ଏବେ ତା ସହିତ ଏଭଳି ହେଉଛି । ଏବେ ଏହି ଖବରକୁ ନେଇ ଅନେକ କଥା ଆସିଥିବା ବେଳେ ଏବେ ପୁରୁଷ ଜଣକ ତାଙ୍କ ସ୍ତ୍ରୀ ଆଉ ଛୁଆଙ୍କୁ ନିଜ ଘରକୁ ନେବାକୁ ଚାହୁଁଛନ୍ତି । ସମସ୍ତଙ୍କ ଘରେ ଝଗଡ଼ା ହୋଇଥାଏ କିନ୍ତୁ ଏଭଳି କାମ କରିବା ଠିକ୍ ନୁହେଁ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।