ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଘଟଣା ଘଟୁଥିବାର ନିଶ୍ଚୟ ଭାବରେ ଦେଖିଥିବେ।ବର୍ତ୍ତମାନ ଏକ ଲଜ୍ଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି। ପଡିଶା ଘରେ ରହୁଥିବା ଜଣେ ଯୁବକ ଙ୍କ ସହିତ ଜଣେ ମହିଳା ପ୍ରେମ କରୁଥିଲେ।ମହିଳା ଜଣଙ୍କ ବିବାହିତ ହୋଇ ମଧ୍ୟ ଅନ୍ୟ ପୁରୁଷ କୁ ଭଲ ପାଉଥିଲା।
ଆଉ ସ୍ବାମୀ ଙ୍କୁ ଛାଡି ପଡିଶା ଘର ଯୁବକ ଙ୍କୁ ସ୍ବାମୀ କରିବାକୁ ଚାହୁଁଥିଲେ।କିନ୍ତୁ ପରେ ମହିଳାଙ୍କ ପ୍ରେମ ସମ୍ପର୍କ ବିଷୟରେ ସ୍ବାମୀ ସବୁକିଛି ଜାଣି ଦେଇଥିଲା।ମହିଳାଙ୍କ ନାମ ହେଉଛି ଦେବିକା। ଦେଵିକା ଘର ପାଖରେ ରହୁଥିବା ଯୁବକ ଙ୍କୁ ପ୍ରଥମେ ସାଙ୍ଗ କରିଲେ।ଏହାପରେ ଦୁହେଁ ପ୍ରେମ କରିଲେ।ମହିଳା ଜଣଙ୍କ ଏକ ଶିକ୍ଷୟତ୍ରୀ ହୋଇଥିବା ବେଳେ ତାଙ୍କ ଝିଅ କୁ ସ୍କୁଲ ଯିବା ଆସିବା କରିବାକୁ କଷ୍ଟ ହେଉଥିବାରୁ ତାଙ୍କ ସ୍ବାମୀ ନିଜ ପରିବାର କୁ ନେଇ ସହର କୁ ଚାଲି ଆସିଥିଲେ।
ଆଉ ସହର ରେ ମଧ୍ୟ ତାଙ୍କ ପରିବାର ବେଶ ହସ ଖୁସି ରେ ଚାଲୁଥିଲା।ହେଲେ ଏହାରି ଭିତରେ ଦେବୀକା ଘର ପାଖରେ ରହୁଥିବା ଯୁବକ ଙ୍କ ପ୍ରେମ ରେ ପଡ଼ି ଯାଇଥିଲେ।ଏପଟେ ନିଜର ସାନ ଭାଇ ବୟସ ର ପୁଅ ପ୍ରେମ ରେ ପଡ଼ି ନିଜ ସ୍ବାମୀ ଙ୍କୁ ଭୁଲି ଯାଇଥିଲେ।ମହିଳା ଙ୍କ ସ୍ବାମୀ ଗାଁ ରେ ପଥର ବ୍ୟାପାର କରୁଥିବା ବେଳେ ସେ ନିଜ ସ୍ତ୍ରୀ ଆଉ ଝିଅ କୁ ସହର ରେ ଛାଡି ଦେଇ କିଛି ଦିନ ପାଇଁ ଗାଁ ରେ ରହୁଥିଲେ ଆଉ କିଛି ଦିନ ସହରରେ ରହୁଥିଲେ।ହେଲେ ସେ ଜାଣି ନଥିଲେ ଯେ ତାଙ୍କ ସ୍ତ୍ରୀ ଙ୍କୁ ଏକା ସହର ରେ ଛାଡ଼ିବା ତାଙ୍କ ପାଇଁ ମହଙ୍ଗା ପଡିବ।
ମହିଳା ଜଣଙ୍କ ସ୍ବାମୀ ନଥିବାର ସୁଯୋଗ ନେଇ ପର ପୁରୁଷ କୁ ଘର କୁ ଡାକି ରାସଲୀଳା କରୁଥିଲେ।ବର୍ତ୍ତମାନ ମହିଳାଙ୍କ ସ୍ଵାମୀ ସବୁ କିଛି ଜାଣି ଦେଇଛନ୍ତି।ଏହି ଘଟଣା ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।