Aug 7, 2024, 20:56 IST

ସ୍ତ୍ରୀ ସ୍ତ୍ରୀ ହେଇ କାନ୍ଦୁଛି ସ୍ୱାମୀ ଆଉ ସେପଟେ ସ୍ତ୍ରୀ ଆଉ ଗୋଟେ ବାହା ହେଇ କରି ସାରିଲେଣି ଘର ସଂସାର

Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ସ୍ତ୍ରୀକୁ ଖୋଜୁଛି ସ୍ବାମୀ ସେପଟେ ଆଉ ଜଣଙ୍କୁ ବାହା ହେଇଗଲା ସ୍ତ୍ରୀ। ସୂଚନା ଅନୁସାରେ କାନପୁର ଥାନା ଅଞ୍ଚଳର ଜଣେ ଯୁବକ ପ୍ରଶାନ୍ତ ବେହେରାଙ୍କୁ କଟକ ଜିଲ୍ଲା ଶଙ୍ଖାମେରୀ ଗ୍ରାମର ଝିଲି ଚଣ୍ଡୀ ବିବାହ କରିଥିଲେ। କିନ୍ତୁ ବିବାହର ୬ ମାସ ପର୍ଯ୍ୟନ୍ତ ଦମ୍ପତି ଦୁହେଁ ଖୁସିରେ ଜୀବନ ଅତିବାହିତ କରୁଥିଲେ। ପୁରୁଣା ସମୟରେ ପ୍ରଶାନ୍ତ ବେହେରାଙ୍କ ପତ୍ନୀ ୪ ମାସ ଗ-ର୍ଭ-ବ-ତୀ ଥିବା ବେଳେ ନିଜ ବାପଘର ଶଙ୍ଖାମେରୀକୁ ଆସିଥିବା ବେଳେ ପ୍ରଶାନ୍ତଙ୍କ ପତ୍ନୀ ଗ-ର୍ଭ-ନ-ଷ୍ଟ କରିଥିଲେ। 
Vv
ଆଉ ପ୍ରଶାନ୍ତ ପଚାରିବାରୁ ସେ କହିଥିଲେ ତାଙ୍କ ଇଚ୍ଛା ଅନୁସାରେ ସେ ନଷ୍ଟ କରିଥିଲେ ବୋଲି କହିଥିଲେ। ପୁନର୍ବାର ଶାଶୁଘର ଯାଇ କିଛିଦିନ ରହି ପୁଣି ପଳେଇ ଆସିଥିଲେ ଝିଲି। ହେଲେ ଗତ ୨୭ ଅକ୍ଟୋବର ୨୦୨୩ ତାରିଖରେ ସ୍ବାମୀ ପ୍ରଶାନ୍ତ ବେହେରା ଘରେ ନଥିବା ବେଳେ ପତ୍ନୀ ଝିଲି ନଗଦ ୩୦ ହଜାର ୮୦୦ ଟଙ୍କା ଏବଂ ୭୦ ହଜାର ଟଙ୍କାର ସୁନାଗହଣା ଓ ମଙ୍ଗଳସୂତ୍ର ସହିତ ମୋବାଇଲ ଧରି ପଳାଇ ଆସିଥିଲେ। ଖୋଜାଖୋଜି ପରେ ପ୍ରଶାନ୍ତ ଥାନାରେ ଯାଇ ଅଭିଯୋଗ କରିଥିଲେ। 
Gg
କିନ୍ତୁ ଶେଷରେ ନିରାଶ ହେଇଥିଲେ। ଦିନେ ପ୍ରଶାନ୍ତ ବିଶେଷସୂତ୍ରରୁ ସୂଚନା ପାଇଥିଲେ ଅସ୍ତରଙ୍ଗ ଅଞ୍ଚଳରେ ତାଙ୍କ ପତ୍ନୀ ଆଉ ଯାହାକି ବିବାହ କରିଦେଇଛନ୍ତି। କାନପୁର ଥାନାରେ ଅଭିଯୋଗ ପରେ କାନପୁର ଥାନାର ଏକ ଟିମ୍ ଅସ୍ତରଙ୍ଗ ନୂଆଗଡ ସାମୁଦ୍ରିକ ଥାନା ଅଞ୍ଚଳରେ ପହଞ୍ଚି, ନୂଆଗଡର ଅତିରିକ୍ତ ଥାନା ଅଧିକାରୀଙ୍କ ସହିତ ମିଶି ନୂଆଗଡ ଗ୍ରାମର ସଂଜୟ କୁମାରଙ୍କ ଘରେ ଯାଇ ପହଞ୍ଚିଥିଲେ। 
ସେଠାରେ ପ୍ରଶାନ୍ତ ବେହେରା ନିଜ ଆଖିରେ ଦେଖିଥିଲେ ତାଙ୍କ ପତ୍ନୀ ଝିଲି ଚଣ୍ଡ ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିଛନ୍ତି। ସେପଟେ କାନପୁର ପୋଲିସ ଘଟଣାର ସଂପୂର୍ଣ୍ଣ ତଦନ୍ତ କରି ମାମଲା ରୁଜୁ କରିଛନ୍ତି। ତେବେ ଲିଖିତ ଆକାରରେ ଝିଲି ଚଣ୍ଡୀଙ୍କ ଠାରୁ ଏକ ସ୍ୱାକ୍ଷର ଆଣି କାନପୁର ପୋଲିସ ପ୍ରଶାନ୍ତ ବେହେରାଙ୍କୁ ଧରି ପୁନର୍ବାର କାନପୁର ଫେରି ଯାଇଥିଲେ।

Advertisement