Aug 22, 2024, 17:41 IST

ବାହାରେ ଜଳୁଛି ସ୍ତ୍ରୀ ଜେ-ଲ୍ ଭିତରେ କାନ୍ଦୁଛି ସ୍ୱାମୀ ଦେଖନ୍ତୁ କଣ ଏମିତି ହେଇଗଲା

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ କିଛି ଏଭଳି ଖବର ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣା ବିଷୟରେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ସ୍ବାମୀ ଜଣଙ୍କୁ ପୋଲିସ ଚୋରି ଅଭିଯୋଗରେ ଗିରଫ କରିଥିଲା । ଆଉ ଏହାପରେ ଥାନାକୁ ଯାଇଥିଲେ ଏହି ବ୍ୟକ୍ତିଙ୍କ ସ୍ତ୍ରୀ । 
Gh
ବ୍ୟକ୍ତି ଜଣଙ୍କର ସ୍ତ୍ରୀ ତାଙ୍କୁ ଦେଖା କରିବାକୁ ଯାଇଥିଲେ । ସ୍ବାମୀ ଜଣକ ସହିତ ଦେଖା କରାଇ ଦେଇନଥିଲେ ପୋଲିସ ଆଉ ଏହାପରେ ସେଠାରେ ଏଭଳି କିଛି ଘଟଣା ଘଟିଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ଏହି ସ୍ତ୍ରୀ ଜଣଙ୍କୁ ତାଙ୍କ ସ୍ବାମୀଙ୍କ ସହିତ ଦେଖା କରିବାକୁ ମନା କରିଥିଲେ ପୋଲିସ ଆଉ ଏହାସହ ତାଙ୍କୁ ପୋଲିସ ଏଏସଆଇ ଏବଂ ଓଏସ୍ ଗାଳି କରିଥିଲେ । ଏହି ମହିଳା ଜଣଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ପୋଲିସ ।
Gg
ଏହାପରେ ମହିଳା ଜଣକ କରିଥିଲେ ଏଭଳି କିଛି । ସ୍ବାମୀ ଜଣକ ନିର୍ଦ୍ଦୋଷ ବୋଲି କହିବା ପରେ ମଧ୍ୟ ଏହି ପୋଲିସ ତାଙ୍କୁ ଛାଡି ନଥିଲେ କି ତାଙ୍କ କଥା କିଛି ଶୁଣି ନଥିଲେ । ଆଉ ତାଙ୍କୁ ସେ ଅସଭ୍ୟ ଭାଷାରେ ଗାଳି କରିଥିଲେ । ଏବେ ଏହି ଗାଳି ଶୁଣି ଏବଂ ସ୍ବାମୀଙ୍କ ନିର୍ଦ୍ଦୋଷରେ ଦଣ୍ଡ ମିଳିବା କଥା ଭାବି ଏହି ସ୍ତ୍ରୀ ଜଣକ ଥାନା ଆଗରେ ନିଜକୁ ଜାଳି ଦେଇଛନ୍ତି । ଏହି ସ୍ତ୍ରୀ ଜଣକ ନିଜକୁ ଜାଳି ଦେଇଥିଲେ ଏହି ଥାନା ଆଗରେ । ସ୍ତ୍ରୀ ଜଣଙ୍କ ନାଁ ହେଉଛି ରଶ୍ମିତା ଦାସ ଏବଂ ସେ କର୍ତାଙ୍ଗ ଗାଁର । 
କଟକ ଜିଲ୍ଲା ମାହାଙ୍ଗା ଥାନାରେ ଏଭଳି ଘଟଣା ଘଟିଛି । ଏହି ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ମହଙ୍ଗା ମେଡିକାଲ ଆଉ ତାପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ମହିଳା ଜଣକ ପାଞ୍ଚ ଦିନ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିଲେ ଆଉ ଆଜି ତାଙ୍କର ଦେହାନ୍ତ ହୋଇଛି । ଏବେ ଏହି ଘଟଣାକୁ ନେଇ ଆସିଛି କିଛି ଖବର । ଏବେ ଏହି ମହିଳାଙ୍କ ଭାଇ ଆଉ ଭଉଣୀ ଥାନାର ପୋଲିସଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ଆଉ ତାଙ୍କ ପାଇଁ ତାଙ୍କ ଭଉଣୀର ଏଭଳି ଅବସ୍ଥା ହୋଇଛି ବୋଲି କହିଛନ୍ତି ।

Advertisement