Jul 1, 2024, 20:42 IST

ସ୍ଵାମୀଙ୍କ ଏମିତି ଅବସ୍ଥା ଦେଖି ସହି ପାରିଲେନି ସ୍ତ୍ରୀ ଦେଖନ୍ତୁ ଡିସିପି ର-କ୍ତ ଉଠାଇବା ପରେ ହେଲା କିଛି ଏମିତି

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଆପଣମାନେ ଗତକାଲି ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । ଏହି ଘଟଣା ହେଉଛି ଜଣେ ଟ୍ରାଫିକ ପୋଲିସଙ୍କର ଦେହାନ୍ତ ହୋଇଛି । ଏକ ଅଜଣା ଗାଡ଼ି ଆସି ଏହି ଟ୍ରାଫିକ ପୋଲିସ ଗାଡିରେ ଯାଉଥିବା ବେଳେ ଧକ୍କା ଦେଇଥିଲା । ଆଉ ଏହି ଧକ୍କା ଦେବା ପରେ ତାଙ୍କର ସେଠାରେ ଦେହାନ୍ତ ହୋଇଥିଲା । 
Hh
ଏହି ଟ୍ରାଫିକ ପୋଲିସ ଜଣଙ୍କର ଦେହାନ୍ତ ଖବର ଶୁଣି ସେଠାରେ ଡିସିପି ପ୍ରତୀକ ସିଂ ପହଞ୍ଚିଥିଲେ । ଆଉ ସେ ସେଠାରେ ପହଞ୍ଚିବା ପରେ ଟ୍ରାଫିକ ପୋଲିସ ଜଣଙ୍କର ମୃ-ତଦେହ ଖଣ୍ଡ ଖଣ୍ଡ ହୋଇ ରାସ୍ତାରେ ପଡ଼ିଥିଲା । ଆଉ ରାସ୍ତାରେ ରକ୍ତ ମାଂସ ପଡ଼ିଥିଲା । ଏହି ଟ୍ରାଫିକ ପୋଲିସ ଜଣଙ୍କର ଏଭଳି ଅବସ୍ଥା ହୋଇଥିଲା ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଡିସିପି ବାବୁ ଜଣକ ଯେଉଁ ଟ୍ରାଫିକ ପୋଲିସ ଜଣଙ୍କୁ କାଲି ଦେଖିଥିଲେ ସେ ଆଜି ଆଉ ଏହି ଦୁନିଆରେ ନାହାଁନ୍ତି । 
Bg
ରାସ୍ତାରେ ଟ୍ରାଫିକ ପୋଲିସ ଜଣଙ୍କର ପଡ଼ିଥିବା ରକ୍ତକୁ ଆଞ୍ଜୁଳା ଆଞ୍ଜୁଳା କରି ପଲିଥିନରେ ପିରାଉଥିଲେ ଡିସିପି । ଏହି କାମ ଡିସିପି କରୁଥିବା ସମୟରେ ସେଠାରେ ତାଙ୍କର ସ୍ତ୍ରୀ ପହଞ୍ଚି ଯାଇଥିଲେ । ଆଉ ତାଙ୍କର ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡ଼ି ପାଗେଳୀ ଭଳି ହେଇ ଯାଉଛନ୍ତି । ଏହି ସ୍ତ୍ରୀ ଏବଂ ତାଙ୍କ ପୁଅ ଏବେ କାମ କରିବେ କହି କାନ୍ଦି ପକାଉଛନ୍ତି । କାଲି ଘରକୁ ଯିବା ବାଟରେ ଟ୍ରାଫିକ ପୋଲିସ ଜଣଙ୍କ ସହିତ ଏହି ଅଘଟଣ ଘଟିଥିଲା । ଡିସିପି ସେଠାରେ ପହଞ୍ଚି ଏଭଳି କାମ କରୁଥିଲେ । ଏହି କଥାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସ୍ତ୍ରୀ ଆଉ ପୁଅ ।
ଟ୍ରାଫିକ ପୋଲିସ ମଧୁସୂଦନଙ୍କ ସହିତ ଏଭଳି ଘଟଣା ଘଟିଯାଇଛି । ଜୟଦେବ ବିହାର ଠାରେ ଘଟିଗଲା ଏହି ଘଟଣା । ପଛ ପଟୁ ଆସି ଏକ ଅଜଣା ଗାଡ଼ି ତାଙ୍କ ଉପରେ ଚଢ଼ିଗଲା । ଆଉ ଏହାପରେ ଏଭଳି।ଘଟଣା ଘଟିଥିଲା । ଆଉ ସେଠାରେ ଡିସିପି ପହଞ୍ଚି ମାଂସ ,ହାଡ ଏକାଠି କରୁଥିଲେ । ଆଉ ନିଜ ହାତରେ ରକ୍ତ ପୁରାଉଥିଲେ । ଏପଟେ ଏହି କାମ ଦେଖି ଡିସିପିଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି । ଆଉ ସେପଟେ ଟ୍ରାଫିକ ପୋଲିସ ଜଣଙ୍କର ଏଭଳି ଅବସ୍ଥା ଦେଖି ତାଙ୍କ ସ୍ତ୍ରୀ ଆଉ ପୁଅ ଦୁଃଖରେ ଭାଙ୍ଗିବା ସହ ପରିବାରର ଅବସ୍ଥା ଶୋଚନୀୟ ରହିଛି ।

Advertisement