Updated: May 27, 2024, 16:53 IST

ଏହି ଛୋଟଛୁଆ ପାଇଁ କାନ୍ଦୁଛି ସାରା ଓଡ଼ିଶା ଦେଖନ୍ତୁ ମୃ-ତ୍ୟୁ ପୂର୍ବରୁ କରିଗଲେ କେତେବଡ଼ କାମ

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Bb
ବନ୍ଧୁଗଣ ଦୁନିଆ ଜାଣିବା ଆଗରୁ ଆଦର୍ଶ ପାଲଟିଛନ୍ତି ବାଲେଶ୍ୱର ସୋରର ପ୍ରତ୍ୟୁଷ ପାଣିଗ୍ରାହୀ। ମାତ୍ର ବର୍ଷେ ୯ ମାସ ବୟସରେ ୩ଟି ଅଙ୍ଗଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ପ୍ରତ୍ୟୁଷ ଓ ତାଙ୍କ ବାପା ଗୌରୀଶଙ୍କର ପାଣିଗ୍ରାହୀ ଏବଂ ମାଆ ଶର୍ମିଷ୍ଠା ପାଣିଗ୍ରାହୀ।
ବନ୍ଧୁଗଣ ପ୍ରତ୍ୟୁଷଙ୍କ ମାଆ ଶର୍ମିଷ୍ଠା କହିଛନ୍ତି - "ଆମ ପୁଅକୁ ତ ଆମେ ରଖିପାରିଲୁନି। କିନ୍ତୁ ଆଉ କାହା ଦେହରେ ତାର ଅଙ୍ଗ ଲାଗିଲେ ଆମେ ଜାଣିବୁ ଆମ ପୁଅ ବଞ୍ଚିଛି ବୋଲି"। ଆଜି ପୁଅର ଅଙ୍ଗଦାନ କରି ଲୁହ ଭରା ଆଖି ଓ କୋହ ଭରା କଣ୍ଠରେ ମା' ଦେଉଛି ବିଦାୟ। ୨୧ ମାସର ଶିଶୁ ପ୍ରତ୍ୟୁଷ।।
ଦୀର୍ଘ ସମୟ ଧରି ଚିକିତ୍ସା ହେଉଥିବା ବେଳେ ଶେଷରେ ବ୍ରେନ ଡେଡ ବୋଲି ଡାକ୍ତର ଘୋଷଣା କଲେ। ଶେଷଥର ପାଇଁ ବେଡ଼ରେ ବାପାଙ୍କ ସହିତ ହସି ହସି ବାପା ଡାକୁଥିଲା। ମୃ-ତ୍ୟୁ ପରେ ନିଜର ହାର୍ଟ ଓ ଲିଭର ଦାନ କରିଛନ୍ତି ପ୍ରତ୍ୟୁଷର ପରିବାର।  Yh
ଛାତିକୁ ପଥର କରି ନିଜ ମୃ-ତ ପୁଅର ଅଙ୍ଗଦାନ କରିଛନ୍ତି। ଶୁଣନ୍ତୁ ସ୍ନେହମୟୀ ମା' ଜଣକ କ'ଣ କହୁଛନ୍ତି। ସେ କହିଛନ୍ତି ତାଙ୍କୁ ପୁଅ ଆସିଲା ବେଳେ ଯେତେ ଖୁସି ଦେଇଥିଲା ଗଲାବେଳେ ଦୁଇ ଠୋପା ଲୁହ ଦେଇ ଚାଲିଗଲା।
ଆଉ ପ୍ରତ୍ୟୁଷ ଯାହାବି ଖାଦ୍ୟ ଖାଏ ଆଗ ସାମ୍ନା ଯିଏ ଥିବା ତାକୁ ଦିଏ ତା'ପରେ ହିଁ ସେ ନିଜେ ଖାଏ। ମା ଜଣଙ୍କ କହିଛନ୍ତି- "ତାଙ୍କ ପୁଅ ବହୁତ କମ ଦିନ ପାଇଁ ଆସିଥିଲା। ଆଉ ଯେତିକି ଦିନ ପାଇଁ ଆସିଥିଲା ବାପା ମାଙ୍କ ମୁଣ୍ଡ ଟେକିକି ରଖିଥିଲା। ଆଉ ଗଲା ବେଳେ ବି ସେ ସମସ୍ତଙ୍କ ମୁଣ୍ଡ ଟେକିକି ରଖି ଚାଲିଗଲା"। 
ଡକ୍ଟର ନର୍ସ ସମସ୍ତଙ୍କ ପାଖକୁ ପ୍ରତ୍ୟୁଷ ଯାଏ ଆଉ ସମସ୍ତଙ୍କ ଗାଲକୁ ଗେଲ କରିବା ସହିତ ଶୋଇଥିବା ଅବସ୍ଥାରେ ମଧ୍ୟ ଗାଲକୁ ଆଉଁଶି ଦିଏ। ପ୍ରତ୍ୟୁଷ କେବେ ହଇରାଣ ବି କରେନି ବୋଲି କହିଛନ୍ତି ତାଙ୍କ ମାଆ। ଯଦି କିଛି ଖାଦ୍ୟ ତଳେ ପଡିଯାଇଥାଏ ତେବେ ପ୍ରତ୍ୟୁଷ ସାଉଁଟିକୁ ରଖେ ଖେଳେଇ କି ରଖେନି।
ପ୍ରତ୍ୟୁଷ ଜନ୍ମ ହେବା ସମୟରେ ବି ହସ୍ପିଟାଲରେ ଆଡ଼ମିଶନ ହେଇଥିଲା। ପ୍ରତ୍ୟୁଷକୁ ଏକ ଇନଫେକସନ ହେଇଥିଲା ସେହି ଇନଫେକସନ ନାଁ ହେଉଛି "ଇକୋଲା ଇନଫେକସନ"। ପ୍ରତ୍ୟୁଷ ସୋମ ହସ୍ପିଟାଲରେ ଟ୍ରିଟମେଣ୍ଟ ହେଉଥିଲେ। କିନ୍ତୁ ଶେଷରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛି।

Advertisement