Updated: Jun 12, 2024, 01:49 IST

ସୁର ବାହାରିଲେ ନବୀନ ଙ୍କ ସପକ୍ଷ ରେ...ଓଡ଼ିଶା ବାସୀ, ୬ ମାସ ଯାଉ ସବୁ ନବୀନ ଙ୍କୁ ଝୁରି ଝୁରି କାନ୍ଦିବ

Nh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଚର୍ଚ୍ଚିତ ନେତା ସୁର ରାଉତରାୟ ଏଭଳି କିଛି ମିଡ଼ିଆ ସାମ୍ନାରେ କହିଛନ୍ତି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଥିଲେ କି ଏହି ଯେଉଁ ଟେମ୍ପର ରହିଛି ତାହା ଦୁଇ ମାସରୁ ଚାରି ମାସ ପର୍ଯ୍ୟନ୍ତ ରହିବ। ଏହାପରେ ଲୋକମାନେ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଙ୍କୁ ଝୁରିବେ ବୋଲି ସେ କହିଥିଲେ। ନବୀନ ପଟ୍ଟନାୟକ ଙ୍କ ଯୋଜନା ଓ କାର୍ଯ୍ୟ ସାରା ଓଡ଼ିଶାରେ ,
Hh
ଏବେ ଯେଉଁ ସ୍ଥାନକୁ ଯିବେ ସେଠାରେ ବସ ଷ୍ଟାଣ୍ଡ। ସବୁ ଡାକ୍ତରଖାନା ମଧ୍ୟ ବେଶ ଉନ୍ନତମାନର ଅଟେ। ଚାରିଆଡ଼େ ଯେଉଁ ବିକାଶ କାମ ସବୁ ହୋଇଛି ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଙ୍କୁ ଲୋକମାନେ ମନେ ପକାଇବେ। ଗାଁ ଗହଳି ଠାରୁ ଯେଉଁ ସବୁ ଯୋଜନା କରିଦିଆ ଯାଇଛି ତାହାକୁ ସବୁ ଲୋକମାନେ ମନେ ପକାଇବେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ସେ ଅନେକ ଯୋଜନା ସବୁ କରିଥିବା ବେଳେ ପାଞ୍ଚ ଟଙ୍କିଆ ଆହାର ମଧ୍ୟ ଦେଉଛନ୍ତି।
Bh
ଏହି ସବୁ ଯୋଜନା କୁ ଲୋକେ ନିଶ୍ଚିତ ମନେ ପକାଇବେ। ସୁର ରାଉତରାୟ ଏହା ମଧ୍ୟ କହିଥିଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରାପ୍ୟ ଦେଇ ଦିଅନ୍ତୁ ବୋଲି। କାରଣ ତାଙ୍କ ଉପରେ ୨ ଲକ୍ଷ ୭୦ ହଜାର ଟଙ୍କା ବାକି ପଡ଼ିଛି ବୋଲି ମଧ୍ୟ ସେ ଏହା କହିଥିଲେ। ରୋଡ ବାବଦରେ ଏବଂ ପଞ୍ଚାୟତରାଜ ବାବଦରେ , ଚାଉଳ ବାବଦରେ , ଖାଦ୍ୟ ବାବଦରେ, ଏଭଳି କି ଚାଷୀଙ୍କର ମଧ୍ୟ ବାକି ରହିଥିବା କଥା ସେ କହିଥିଲେ।
ଓଡ଼ିଶାରେ ୨୦ ଜଣ ଏମପି ହୋଇଛନ୍ତି। ସେଥିପାଇଁ ଓଡ଼ିଶାରୁ ସେ ଭଲ ଭୋଟ ପାଇଛନ୍ତି ବୋଲି ବିଧାୟକ ସୁର ରାଉତରାୟ କହିଥିଲେ ଆଉ କହିଥିଲେ କି ଯେଉଁ ୨ ଲକ୍ଷ ୭୦ ହଜାର ଟଙ୍କା ବାକି ରହି ଯାଇଛି ତାହା ଜଲଦି ଦେଇ ଦେବାକୁ ମଧ୍ୟ ସେ ନିବେଦନ କରିଥିଲେ। ଏହି ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଏଥିପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement