ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଅଧା ରହିଗଲା ଆଇ ଏ ଏସ ହେବାର ସ୍ବପ୍ନ।ଦିନ ରାତି ଏକ କରି ପରିଶ୍ରମ କରି ଚାଲିଥିଲେ ।ହେଲେ ସେମାନେ ଜାଣି ନଥିଲେ ଯେ ତାଙ୍କର ଏହି ସ୍ବପ୍ନ ,ସ୍ବପ୍ନ ରେ ହିଁ ରହିଯିବ। ଘର ଛାଡ଼ି ଅନେକ ସ୍ବପ୍ନ ନେଇ ବାହାରେ ରହି ଆଇ ଏ ଏସ ହେବାପାଇଁ କୋଚିଙ୍ଗ ନେଉଥିଲେ।ହଠାତ୍ ମାଡ଼ି ଆସିଥିଲା ମୃ-ତ୍ୟୁ। ସୁନେଲି ଭବିଷ୍ୟତ ପାଇଁ ଦିଲ୍ଲୀ ଆସିଥିଲେ।ଏବଂ କୋଚିଙ୍ଗ ନେଇଥିଲେ।
ଦିନେ ଆଇ ଏ ଏସ ହେବାର ସ୍ବପ୍ନ ଦେଖିଥିବା ତିନି ଜଣ ଛାତ୍ରଛାତ୍ରୀ ଆଜି ଶ-ବ ପାଲଟି ଯାଇଛନ୍ତି।ଶନିବାର ଦିନ ରାତିରେ ଲଗାଣ ବର୍ଷା ହେଉଥିଲା।ଆଉ ରାସ୍ତା ଉପରେ ଆଣ୍ଠିଏ ଆଣ୍ଠିଏ ପାଣି ହୋଇ ଯାଇଥିଲା।ଅଚାନକ ଏକ ଗାଡ଼ି କୋଚିଙ୍ଗ ସେଣ୍ଟର୍ ଗେଟ୍ ଉପରେ ପିଟି ହୋଇ ଯାଇଥିଲା।ତାପରେ ମଉଳି ଯାଇଥିଲା ଆଇ ଏ ଏସ ହେବାର ସ୍ବପ୍ନ।ଶନିବାର ଦିନ ରାତିରେ ରାଜଧାନୀ ଦିଲ୍ଲୀ ରେ ତିନି ଜଣ ଛାତ୍ରଛାତ୍ରୀ ଙ୍କ ମୃ-ତ୍ୟୁ ହୋଇ ଯାଇଥିଲା।
ଲୁହା ଗେଟ୍ ବନ୍ଦ ଥିଲା ଲଗାଣ ବର୍ଷା ପରେ ରାସ୍ତା ଉପରେ ଚାଲୁଥିବା ଆଣ୍ଠୁଆ ଉଚରେ ପାଣି ଲୁହା ଗେଟ୍ ରେ ମାଡ଼ ହେଉଥିଲା।ଦୁର୍ଭାଗ୍ୟ କୁ କେହି ଜଣେ ନିଜ ଘର କୁ ଯିବା ପାଇଁ ଗେଟ୍ ଖୋଲି ଦେଇଥିଲେ।ଏହାପରେ ଧୀରେ ଧୀରେ ପାଣି ଭିତର କୁ ପଶି ଯାଇଥିଲା। ନାଳ ଜାମ ଥିବାରୁ ପାଣି କୁଆଡେ ଯାଇ ପାରିଲା ନାହିଁ।ଯିଏ ଭବିଷ୍ୟତ ରେ ଆଇ ଏ ଏସ ହୋଇ ଦେଶ ଚଳାଇ ଥାନ୍ତେ ଆଜି ସେମାନେ ଶବ ପାଲଟି ଯାଇଛନ୍ତି।
ଏହି ମୃ-ତ୍ୟୁ କେବଳ ଦିଲ୍ଲୀ କୁ ଦୋହଲାଇ ଦେଇନି ଶନିବାର ଦିନ ଘଟି ଥିବା ଘଟଣାଟି ସ୍ତବ୍ଧ କରି ଦେଇଛି।ଯାହାକି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଏହା ଦେଖି ଦୁଃଖ କରିଛନ୍ତି।