Updated: Sep 1, 2024, 18:06 IST

ମାଡ଼ି ଆସୁଛି ବାତ୍ୟା ପ୍ରଭାବିତ ହେବେ ଏହିସବୁ ଜିଲ୍ଲା ଦେଖନ୍ତୁ ଆସିଲା ବଡ଼ ଖବର

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ପାଣିପାଗ ବିଷୟରେ ଆପଣମାନେ ଏହି ଖବର ପାଇପାରିବେ । ପାଣିପାଗ ବିଷୟରେ ଆସୁଥିବା ଖବର ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ନିଦ ହଜାଇଲାଣି ବାତ୍ୟା । ଆଉ ଏବେ ଟେନସନ୍ ଦେଉଛି ଲଘୁଚାପ । ମଝି ସମୁଦ୍ରରେ ନେଲା ଅବପାତର ରୂପ । 
Vv
ଭୟଙ୍କର ଗର୍ଜନ କରି ଓଡ଼ିଶା ଆଡ଼କୁ ମାଡି ଆସୁଛି ଆଉ ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍ । ଏହି ତିନି ଜିଲ୍ଲାରେ ଗଭୀର ପ୍ରଭାବ ପଡ଼ିବ ବୋଲି ଏବେ ଖବର ଆସିଛି । ଏବେ ଏହି ଖବର ସାମ୍ନାକୁ ଆସିଛି । ମଣିଷ ଉଚ୍ଚାର ପାଣି ଚାଲୁଛି ଆଉ ଗାଁ ଗଣ୍ଡା ସବୁ ଭାସିଗଲାଣି । ଚିହ୍ନ ବର୍ଣ୍ଣ ରହିବ ନାହିଁ ବୋଲି ଏବେ ସୂଚନା ମିଳିଛି । ଏପଟେ ବାତ୍ୟା ଆସନ୍ ଭୟଙ୍କର ରୂପ ନେଉଥିବା ବେଳେ ଏବେ ଗଭୀର ଅବପାତର ରୂପ ନେବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । 
Vv
ଏବେ ଓଡ଼ିଶା ପାଇଁ ବଡ ବିପଦ ଆସିଲାଣି । ସତେ ଯେମିତି ଜଳପ୍ରଳୟ ମାଡ଼ି ଆସିବ ବୋଲି ଜଣାପଡିଛି । ଗୋଟିଏ ପରେ ଗୋଟିଏ ଲଘୁଚାପ ମାଡ଼ି ଆସୁଛି । ଆଉ ସେପଟେ ବଳ ଯୋଟାଉଛି ବାତ୍ୟା ଆସନ । ଏହାର ଗଭୀର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଛି । ତିନି ଜିଲ୍ଲାକୁ ରେଡ ଆର୍ଲଟ ଜାରି କରାଯାଇଛି । ତିନି ଜିଲ୍ଲା ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏବେ ଏହାକୁ ନେଇ ଆସୁଛି ଖବର । ଏବେ ଠାରୁ ପ୍ରଭାବ ପଡ଼ିବା ଆରମ୍ଭ ହୋଇଗଲାଣି। 
ରାସ୍ତା ଉପରେ ଦୁଇ ଫୁଟ ଉଚ୍ଚର ପାଣି ଚାଲୁଛି । ଆଉ ଏବେ ଏହି ତିନିଟି ଜିଲ୍ଲାରେ ଯଥା ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାର ମଧ୍ୟ ପ୍ରବଳ ଛେଚିବ ଆଉ ଏନେଇ ଏବେ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି କି ଆସନ୍ତା ୪ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବ ଜି

Advertisement