Jun 2, 2024, 17:42 IST

ଓଡ଼ିଶାରେ ବଦଳିଲା ସ୍ଥିତି ଦେଖନ୍ତୁ କିଏ ନେବ ଓଡ଼ିଶା ଆସନ ସାମ୍ନାକୁ ଆସିଲା ବହୁତ୍ ବଡ଼ ଖବର

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Bb
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଓଡ଼ିଶାରେ ନିର୍ବାଚନ ସରିଯାଇଛି। ନିର୍ବାଚନ ସରୁ ସରୁ ଏକଜିଟ ପୋଲ ସମସ୍ତଙ୍କୁ ଚମକାଇ ଦେଇଛି।
ଓଡ଼ିଶାରେ ଏବେ ଲୋକ ସଭା ଆସନକୁ ନେଇ ହେବ ସିଟ ସଂଖ୍ୟା। ଯେଉଁଥିରେ ବିଜେପି ଆଗରେ ରହିଛି। ଏକଜିଟ ପୋଲ ଲୋକ ସଭା ଆସନକୁ ନେଇ ଏମିତି କିଛି ଆକାଳନ କରାଯାଇଛି। କାରଣ ବିଜେପି ଠାରୁ ବିଜେଡି ପଛରେ ରହିଛି। 
Bb
ରିପବ୍ଲିକ ମ୍ୟାଟ୍ରିଜର ଆକାଳନ କହୁଛି ରାଜ୍ୟର ଲୋକସଭା ଆସନରେ ବିଜେପିକୁ ୯ ରୁ ୧୨ ଆସନ ମିଳିବାକୁ ଯାଉଛି। ବିଜେଡିକୁ ୭ ରୁ ୧୦ ଏବଂ କଂଗ୍ରେସର ଖାତାକୁ ଯିବ ମାତ୍ରେ ୧ ଆସନ। ସେହିଭଳି ଚାଣକ୍ୟର ଆକଳନ କହୁଛି ଯେ, ବିଜେପି ୧୬ ଆସନ କବଜା କରିବାକୁ ଯାଉଥିବା ବେଳେ ବିଜେଡ଼ିକୁ ୪ ଏବଂ କଂଗ୍ରେସକୁ ମିଳିବ ୧ ଆସନ।
ସେହିଭଳି ଜନକୀବାଦର ଏକଜିଟ ପୋଲର ରିପୋର୍ଟ କହୁଛି ବିଜେପି ରାଜ୍ୟରେ ୧୫ ରୁ ୧୮ ଆସନ ଉପରେ କବଜା କରିବ।ସେହିଭଳି ବିଜେଡ଼ି ୩ ରୁ ୭ ଆସନ ପାଇବାକୁ ଯାଉଥିବା ବେଳେ କଂଗ୍ରେସରେ ଖାତାରେ ଶୂନ ରହିଛି। ଇଣ୍ଡିଆ ଟିଭିର ଆକଳନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଇଣ୍ଡିଆ ଟିଭି୍ର ଆକଳନ ଅନୁଯାଇ ବିଜେପି ରାଜ୍ୟରେ ପାଇବ ୧୫ ରୁ ୧୭ଟି ଆସନ। ସେହିଭଳି ବିଜେଡି ୪ ରୁ ୬। ଏବଂ କଂଗ୍ରେସ ଖାତାକୁ ଯିବ ଗୋଟିଏ ଆସନ। ତେବେ ଏହି ଏକଜିଟ ପୋଲ ଏକଜାଟ ହେବ କି ନାହିଁ ତାହା ଜୁନ ୪ ତାରିଖରେ ଜଣାପଡିବ।

Advertisement