Updated: Jun 15, 2024, 19:26 IST

ପିଲା ମାନଙ୍କୁ ରଜରେ ଦୋଳି ଝୁଲାଇଲେ ମୁଖ୍ୟମନ୍ତ୍ରୀ ଦେଖନ୍ତୁ ଏହି ଦୃଶ୍ୟ ସୋସିଆଲ ମିଡିଆରେ ହେଉଛି VIRAL

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ଆଜିକାଲି ଯୁବପିଢୀଙ୍କ ପାଇଁ ଏହି ସୋସିଆଲ ମିଡ଼ିଆ ସହଜ ଓ ସରଳ ଉପାୟ ପାଲଟି ଯାଇଛି। ଆଗକାଳରେ ଲୋକ ମାନେ ଯେଉଁସବୁ ଘଟଣା ଘଟୁଥିଲା ସେ ବିଷୟରେ ସହଜରେ ଜାଣି ପାରୁନଥିଲେ କାରଣ ସେତେବେଳେ ଏତେ ସୁବିଧା ନଥିଲା। କିନ୍ତୁ ଏବେ ଧିରେ ଧିରେ ସେସବୁ ସୁବିଧା ଦେଖିବାକୁ ମିଳୁଛି। ତେବେ ବନ୍ଧୁଗଣ ଏବେ ଆମ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ କିଛି ଖବର ଆସିଛି। 
Gh
ଆମ ନୁଆ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ପାଳନ ହେଉଥିବା ରଜ ମହୋତ୍ସବକୁ ଆସିଥିଲେ। ଆଉ ସେ ସେଠାରେ ଯୋଗ ଦେବା ପରେ ଅନେକ କିଛି କହିଥିଲେ। ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ରଜ ଉତ୍ସବରେ ଯୋଗ ଦେଇ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ଵର ପରିସରରେ ପାଳିତ ହେଉଥିବା ରଜ ମହୋତ୍ସବରେ ଯୋଗ ଦେଇ ବହୁତ ଖୁସି ଅଛନ୍ତି। ଆଉ ସେ ସେଠାରେ ମଧ୍ୟ ସମସ୍ତଙ୍କ ସହିତ ମିଶି ପିଠା ଖାଇବା ସହିତ ପାନ ବି ଖାଇଥିଲେ। 
ମୋହନ ମାଝି କହିଛନ୍ତି ଓଡ଼ିଆ ସଂସ୍କୃତି ପରମ୍ପରାକୁ ଆଜି ବି ଲୋକ ମାନେ ଭୁଲି ନାହାନ୍ତି। ଆଉ ମୋହନ ମାଝି ରଜ ପର୍ବରେ ଯୋଗ ଦେଇ ସମସ୍ତଙ୍କ ସହିତ ମିଶି ବହୁତ ଖୁସି ଲାଗୁଛି ବୋଲି କହିଛନ୍ତି। ରଜ ଏକ ଗଣପର୍ବ ହେଇଥିବାରୁ ଲୋକଙ୍କ ମନରେ ବହୁତ ଉତ୍ସାହ ଦେଖିବାକୁ ମିଳିଛି। ନୂଆ ସରକାର ମୋହନ ମାଝି ଲୋକଙ୍କ ସହିତ ମିଶି ରଜ ଉତ୍ସବ ପାଳନ କରୁଥିବାରୁ ବହୁତ୍ ଖୁସି ଦେଖିବାକୁ ମିଳୁଛି।

Advertisement