Jun 2, 2024, 17:37 IST

ଧିରେ ଧିରେ ଖୋଲିଲା ବାରଗାର୍ଲ୍ ମୃ-ତ୍ୟୁ ରହସ୍ୟ ଦେଖନ୍ତୁ କଣ ରହିଛି DJ Boy ଙ୍କ ଭୂମିକା

Gg

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
Hh
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ରାଜଧାନୀରେ ବାର ଡ୍ୟାନ୍ସରଙ୍କ ସନ୍ଦେହଜନକ ମୃ-ତ୍ୟୁ ଘଟଣା ସାମ୍ନାକୁ ଆସିଛି। 
ବନ୍ଧୁଗଣ ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ନଗରରେ ଏକ ବନ୍ଦ ଘରୁ ଯୁବତୀଙ୍କ ମୃ-ତ-ଦେ-ହକୁ ଉଦ୍ଧାର କରିଛି ପୁଲିସ। ମୃ-ତ ଯୁବତୀ ଜଣଙ୍କର ପରିଚୟ ମିଳି ନଥିବା ବେଳେ ସେ ଚଣ୍ଡୀଗଡ଼ର ହୋଇଥିବା ଜଣାପଡ଼ିଛି। ଯୁବତୀ ଜଣଙ୍କ କଟକ ରୋଡର ଏକ ଡ୍ୟାନ୍ସ ବାରରେ କାମ କରୁଥିଲେ। ପୁଲିସ ମୃ-ତ-ଦେ-ହ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ତାଙ୍କୁ ହ-ତ୍ୟା କରାଯାଇଛି ନା ସେ ନିଜେ ଆ-ତ୍ମ-ହ-ତ୍ୟା କରିଛନ୍ତି ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
Bh
ସୂଚନାଅନୁସାରେ, ଶିବଶକ୍ତି ନଗରରେ ଏକ ଭଡ଼ା ଘରେ ୨୫ ରୁ ଅଧିକ ଜଣ ଯୁବତୀ ଭଡ଼ାରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଯୁବତୀ ବିଭିନ୍ନ ସଂସ୍ଥାରେ କାମ କରନ୍ତି। ମୃ-ତ ଯୁବତୀ ଜଣଙ୍କ ମଧ୍ୟ ସେମାନଙ୍କ ସାଙ୍ଗରେ ରହିବା ସହ କଟକ ରୋଡରେ ଏକ ବାର୍ ରେ ଡ୍ୟାନ୍ସ ଗାର୍ଲ୍ ଭାବେ କାମ କରୁଥିଲେ। ଗତକାଲି ରାତିରେ ଯୁବତୀ ଜଣଙ୍କ ବାରରୁ ଫେରି ରୁମରେ ଥିଲେ। 
ସକାଳେ କବାଟ ନ ଖୋଲିବାରୁ ଅନ୍ୟ ଯୁବତୀ ମାନଙ୍କର ସନ୍ଦେହ ହୋଇଥିଲା। ଏ ନେଇ ପାହାଳ ଥାନା ପୋଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ମୃ-ତ-ଦେ-ହକୁ ଜବତ କରିଥିଲା। ତେବେ ଘଟଣା କାରଣ ଜଣାପଡି ନାହିଁ। ପୁଲିସ ତଦନ୍ତ କରୁଥିବା ବେଳେ ଯୁବତୀଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରୁଥିବା ସୂଚନା ମିଳିଛି। ଅନ୍ୟପଟେ ଯୁବତୀଙ୍କ ମୋବାଇଲ ଫୋନ୍ ଜବତ କରି ଯାଞ୍ଚ କରାଯାଉ ଥିବା ଜଣାପଡିଛି।

Advertisement