Jul 9, 2024, 16:18 IST

ବାହାଘର ୧୫ ଦିନ ଭିତରେ ଭାଙ୍ଗି ଦେଇଥିଲେ ସମ୍ପର୍କ ଆଉ ଏବେ NRI ସ୍ବାମୀଙ୍କୁ ପାୱାର ଦେଖାଇଲେ ସ୍ତ୍ରୀ

Gh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଝିଅ ଘରଲୋକ ବିବାହ ସମୟରେ ଚାହିଁ ଥାଆନ୍ତି କି ତାଙ୍କ ଝିଅ ଭଲ ଘରେ ବିବାହ କରୁ । ଜଣେ ଯୁବତୀଙ୍କୁ NRI ସ୍ବାମୀ ମିଳିଥିଲେ ଆଉ ସ୍ବାମୀ ଜଣକ ବିବାହ କରିବା ପୂର୍ବରୁ ବିବାହ ଭାଙ୍ଗି ଦେଇଥିଲେ । 
Hh
ଏହି ଯୁବକ ଜଣକ ବାହାଘର ୧୫ ଦିନ ଥିଲା ଆଉ ବିବାହ ଭାଙ୍ଗି ଦେଇଥିଲେ । ଆଉ ଏହାପରେ ଏହି ଯୁବତୀ ଜଣକ ଏବେ ଏହାର ବଦଲା ନେଇଛନ୍ତି । ଯୁବତୀ ଜଣକ ଏଭଳି କାମ କରି ସ୍ବାମୀଙ୍କୁ ଜବାବ ଦେଲେ । ଏହି ବିବାହ ଭାଙ୍ଗିବା ପରେ ଅନେକ ଲୋକ ଅନେକ କିଛି କଥା କହିଥିଲେ । ଏହି ଯୁବତୀ ଜଣକ NRI ସ୍ବାମୀ ଜଣଙ୍କୁ ବିବାହ କରିଥିଲେ । ଆଉ ବିବାହ ପରେ ସ୍ଵାମୀ ଜଣକ ବିଦେଶ ଚାଲି ଯାଇଥିଲେ । ହାତରୁ ମେହେନ୍ଦି ଲିଭି ନଥିବା ଝିଅର ବିବାହ ୧୫ ଦିନ ଭିତରେ ବିବାହ ଭାଙ୍ଗି ଦେଇଥିଲା । 
Hh
ଏବେ ଏହି ଯୁବତୀ ଜଣକ ତାଙ୍କ ସ୍ବାମୀଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଏହି ମହିଳା ଜଣକ କେମିତି ତାଙ୍କ ସ୍ବାମୀଙ୍କୁ ଟକ୍କର ଦେଲେ ଆଉ ତାଙ୍କ ସଂଘର୍ଷର କାହାଣୀ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସେହି ମହିଳା ଜଣକ ହେଉଛନ୍ତି ଗୁଜୁରାଟରେ କୋମଲ ଗଣତ୍ର । ସେ ପାଠପଢି ସ୍କୁଲର ଶିକ୍ଷକ ହୋଇଥିଲେ ଆଉ ତାଙ୍କର ଦରମା ମାତ୍ର ୧୦୦୦ ଟଙ୍କା ଥିଲା । ଏହାସହ ସେ ଗୁଜୁରାଟ ଜନସେବା ଆୟୋଗ ପରୀକ୍ଷା ଦେଇଥିଲେ କିନ୍ତୁ ତାଙ୍କ ସ୍ଵାମୀ ତାଙ୍କୁ ଚାକିରୀ କରିବାକୁ ମନା କରିଥିଲେ । 
ଆଉ ସେ ବିବାହ କରି ଦେଇଥିଲେ । ଆଉ ବିବାହର ୧୫ ଦିନ ପରେ ସ୍ବାମୀ ଜଣକ ନ୍ୟୁଜଲ୍ୟାଣ୍ଡ ଯାଇଥିଲେ । ଆଉ ସେଠାରୁ ସେ ଆଉ ଫେରି ନଥିଲେ । ଏହାପରେ ତାଙ୍କ ସ୍ଵାମୀଙ୍କର କିଛି ଖୋଜ ଖବର ମିଳିଲା ନାହିଁ । ଆଉ ଲୋକମାନେ ତାନା ମାରିବା ଆରମ୍ଭ କରିଦେଲେ । ଏହାପରେ କୋମଲ ବିଦେଶ ଯିବାକୁ ଭାବିଥିଲେ । ଏହାପରେ ସେ ପାଞ୍ଚ ବର୍ଷ ପାଠ ପଢି ଆଇଏଏସ ଅଫିସର ହେଲେ । କୋମଲ ଏବେ ନିଜ ଗୋଡ଼ରେ ଛିଡ଼ା ହୋଇଛନ୍ତି । ଆଉ ସେ ସଂଘର୍ଷ କରି ନିଜ ଭବିଷ୍ୟତ ବଦଳାଇଛନ୍ତି । ଆଉ ଏବେ ଏହି ସଙ୍ଘର୍ଷର କାହାଣୀ ସବୁଠାରୁ ନିଆରା ।

Advertisement