Updated: Jul 11, 2024, 10:31 IST

ମୂଖ୍ୟମନ୍ତ୍ରୀ ମହାପାପ କରିଛନ୍ତି ତୁରନ୍ତ ଯଜ୍ଞ କରି କ୍ଷମା ମାଗନ୍ତୁ

Vv

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ସୁର ରାଉତରାୟ ଙ୍କୁ ସମସ୍ତେ ବହୁତ ଭଲ ଭାବରେ ଜାଣିଛନ୍ତି।ଆପଣମାନେ ଜାଣିଥିବେ ସୁର ରାଉତ ରାୟ ଅନେକ ସମୟରେ ମିଡ଼ିଆ ସାମ୍ନାରେ କିଛି ନା କିଛି ଘଟଣା ବିଷୟରେ କହିଥାନ୍ତି।ଏବଂ ଦର୍ଶକ ମାନେ ତାଙ୍କ କଥା ଶୁଣି ବହୁତ ହସି ମଧ୍ୟ ଥାଆନ୍ତି।ସେ ଅନେକ ସମୟରେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିଥାନ୍ତି।ବର୍ତ୍ତମାନ ମଧ୍ୟ ସେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିଛନ୍ତି।
Hh
ପୁରୀ ରେ ବଡ଼ ଠାକୁର ଙ୍କ ପଡ଼ି ଯିବା ନେଇ ଚାରିଆଡ଼େ ଆଲୋଚନା ହେବାରେ ଲାଗିଛି।ତେଣୁ ସୁର ରାଉତ ରାୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତୁରନ୍ତ ଯଜ୍ଞ କରନ୍ତୁ।ନଚେତ୍ ନିଲାନ୍ଦ୍ରି ମହୋଦୟ ସତ ହୋଇଯିବ।ଜଗତର ନାଥ ଜଗନ୍ନାଥ,ବଳଭଦ୍ର ଏବଂ ସୁଭଦ୍ରା ଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କ୍ଷମା ମାଗନ୍ତୁ ବୋଲି କହିଛନ୍ତି।ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମତେ କ୍ଷମା କରନ୍ତୁ ବୋଲି କହିବାକୁ ସୁର ରାଉତ ରାୟ କହିଛନ୍ତି।ଏଥିରେ କାହାର ଦୋଷ ନାହିଁ।
Gg
ବଡ଼ ଠାକୁର ବଳଭଦ୍ର ନିଜେ ତଳେ ପଡି ଯାଇ ଦେଖାଇ ଦେଲେ ଯେ ଅନ୍ୟାୟ ହୋଇଛି।ସେହି ଅନ୍ୟାୟ କୁ ପ୍ରତିରୋଧ କରନ୍ତୁ।ସେବାୟତ ମାନଙ୍କ ଭୁଲ ପାଇଁ ଏଭଳି ହୋଇଥିବା ଚର୍ଚା ହୋଇଥିଲା।କିନ୍ତୁ ସୁର ରାଉତ ରାୟ କହିଛନ୍ତି ଯେ ଏହା ସେବାୟତ ଙ୍କ ଭୁଲ ପାଇଁ ହୋଇନାହିଁ।ଏଥିରେ କୌଣସି ତ୍ରୁଟି ରହିଛି।ବଡ଼ ଠାକୁର ନ ଜଣାଇ ନିଜେ ତଳେ ପଡ଼ିଯାଇ ଦୁଇ ଫାଳ ହୋଇଯାଇ ୱାର୍ଣିଂ ଦେଇଛନ୍ତି।ଆଉ ଭବିଷ୍ୟତ ରେ କିଛି ନ ହୁଏ।
ତେଣୁ ସୁର ରାଉତ ରାୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ତୁରନ୍ତ ଯଜ୍ଞ କରି ଜନସାଧାରଣ ଙ୍କୁ କ୍ଷମା ମାଗନ୍ତୁ।ଆଉ ଭବିଷ୍ୟତ ରେ ଯେମିତି ତ୍ରୁଟି ନହୁଏ।ଏହି ଖବରଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Advertisement