May 31, 2024, 23:52 IST

ବସ ଭିତରେ ଟପ୍ କରି ଛୁଆ ଜନ୍ମ କରିଦେଲେ ଗର୍ଭବତୀ..ଛୁଆ କୁ ଦେଖି ଲୋକେ ହେଲେ ଛାନିଆ..

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ବସ୍ ଭିତରେ ଜଣେ ଗର୍ଭବତୀ ମହିଳା ପିଲା ଜନ୍ମ କରିଛନ୍ତି।ବସ୍ ଭିତରେ ମହିଳା ଙ୍କ ଏଭଳି ଅବସ୍ଥା ଦେଖି ସମସ୍ତେ ଡରି ଯାଇ ଥିଲେ।ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।
ମହିଳା ଜଣକ ବସ୍ ଭିତରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳ ରାଜ୍ୟ ରେ।ସେଠାରେ ଯେଉଁ ଘଟଣା ଘଟି ଯାଇଚି ତାହାକୁ ଆପଣ ମାନେ ଶୁଣି ବିଶ୍ଵାସ କରି ପାରିବେ ନାହିଁ।ଏ କଥା କେହି ଜାଣି ନ ଥିଲେ କି ମହିଳା ଙ୍କ ସହିତ ଏଭଳି କିଛି ଘଟଣା ଘଟି ଯିବ।
Gg
ସୂଚନା ଅନୁସାରେ ସ୍ଵାମୀ ସ୍ତ୍ରୀ ଦୁଇ ଜଣ ବସ୍ ରେ କୌଣସି ଏକ ସ୍ଥାନ କୁ ଯାଉ ଥିଲେ।ମହିଳା ୯ ମାସ ର ଗର୍ଭବତୀ ଥିଲେ।ହେଲେ ଗାଡ଼ି ରେ ଯିବା ସମୟ ରେ ହଠାତ ତାଙ୍କ ଦେହ କଣ ହୋଇ ଯାଇ ଥିଲା।ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇ ଯାଇ ଥିଲା।
ନିଜକୁ ବଞ୍ଚାଇବା ପାଇଁ ମହିଳା ଜଣକ ଜୋର୍ ରେ ଚିତ୍କାର କରୁ ଥିଲେ।ଏହା ପରେ ଗାଡ଼ିରେ ଥିବା ଲୋକ ମାନେ ତାଙ୍କ ନିକଟ କୁ ଆସି ଥିଲେ।ବସ୍ ଡ୍ରାଇଭର ଜଣକ ଗାଡ଼ି ଟି କୁ ସିଧା ସଳଖ ମେଡିକାଲ ଆଡ଼କୁ ନେଇ ଯାଇ ଥିଲେ।ଏହା ପରେ ଡ୍ରାଇଭର ଜଣକ ମେଡିକାଲ ରେ ପହଞ୍ଚି ଜୋର୍ ରେ ଜୋର୍ ରେ ଡାକ୍ତର ଙ୍କୁ ଡାକି ଥିଲେ।
Vv
ତାଙ୍କ ଡାକ ଶୁଣି ଡାକ୍ତର ଓ ନର୍ସ ମାନେ ଆସି ଯାଇ ଥିଲେ।ଏହା ପରେ ସେମାନେ ଗାଡ଼ି ଭିତର କୁ ଯାଇ ମହିଳା ଙ୍କ ପେଟ ରୁ ପୁତ୍ର ସନ୍ତାନ କୁ ବାହାର କରି ଥିଲେ।ପ୍ରଥମେ ବସ୍ ରୁ ପିଲା ଟି କୁ ଡାକ୍ତର ଖାନା କୁ ନିଆ ଯାଇ ଥିଲା।ଏହା ପରେ ମହିଳା ଙ୍କୁ କଢ଼ା ଯାଇ ଭିତର କୁ ନିଆ ଯାଇ ଥିଲା।ଏବେ ମା ପୁଅ ଦୁହେଁ ସୁସ୍ଥ ଅଛନ୍ତି।ଆଜି ସେହି ଡ୍ରାଇଭର ଙ୍କ ପାଇଁ ଏହି ମା ପୁଅ ଙ୍କ ଜୀବନ ବଞ୍ଚି ଯାଇଚି।
ତେବେ ଏହାକୁ ନେଇ ଏବେ ସାରା ଦେଶ ରେ ଚହଳ ସୃଷ୍ଟି ହୋଇଛି।ସେହି ବସ୍ ଡ୍ରାଇଭର ଙ୍କ ର ଏବେ ସବୁଠାରେ ପ୍ରଶଂସା କରା ଯାଉଚି।ଏଭଳି ଲୋକ ଙ୍କ ପାଇଁ ଆଜି କିଛି ଲୋକ ଙ୍କ ଜୀବନ ବଞ୍ଚି ଯାଉଚି।ତେବେ ଡାକ୍ତର ଖାନା ରେ ଲାଗି ଥିବା ସି ସି ଟିଭି କ୍ୟାମେରା ରୁ ଏ ସବୁ ବିଷୟ ରେ ଜଣା ପଡ଼ି ଥିଲା।

Advertisement