Sep 10, 2024, 16:20 IST

ପୋଷ୍ଟ ମର୍ଟମ ରିପୋର୍ଟକୁ ନେଇ ଆସିଲା ବଡ଼ ଖବର ଦେଖନ୍ତୁ ହୋଇଛି ଏତେ ବଡ଼ ଘୋଟଲା

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପୁଣି କୋଲକାତା ମହିଳା ଟ୍ରେନି ଡାକ୍ତରଙ୍କ ଦୁ-ଷ୍କ-ର୍ମ ଓ ହ-ତ୍ୟା ଘଟଣାକୁ ନେଇ ବଢ଼ି ଚାଲିଛି ବିବାଦ। ଗୋଟେ ପଟେ ସିବିଆଇ ତଦନ୍ତର ଶେଷ ପର୍ଯ୍ୟାୟ ହେଇଯାଇଛି ବୋଲି କହୁଥିବା ବେଳେ ସିବିଆଇ ଉପରକୁ ଆଙ୍ଗୁଠି ଉଠେଛନ୍ତି ସୁପ୍ରିମକୋର୍ଟ। ଅଗଷ୍ଟ ୯ ତାରିଖ ରାତିରେ କଲିକତାରେ ଆନ୍ଦୋଳନକାରୀ ତାତିରୁ ରକ୍ଷା ପାଇବା ପାଇଁ ମହିଳା ଡାକ୍ତରଙ୍କ ଦୁ-ଷ୍କ-ର୍ମ ଓ ମୃ-ତ୍ୟୁ ଘଟିଥିବା ଆର.ଜି.କର ହସ୍ପିଟାଲରେ ହିଁ ହେଇଥିଲା ମହିଳା ଡାକ୍ତରଙ୍କର ପୋଷ୍ଟମର୍ଟମ୍। 
Bb
ସଂଧ୍ୟା ୫ଟା ପରେ ମୃ-ତ-ଦେ-ହକୁ ପୋଷ୍ଟମର୍ଟମ୍ କରାଯାଏ ନାହିଁ। ତଥାପି ପୋଲିସର ଉପସ୍ଥିତିରେ ବିଳମ୍ବିତ ରାତିରେ ପୀଡ଼ିତାଙ୍କର ପୋଷ୍ଟମର୍ଟମ୍ କରିଥିଲେ ସେଇ ଆର.ଜି.କର ମେଡ଼ିକାଲର ଡାକ୍ତର ମାନେ। ତେବେ ପୋଷ୍ଟମର୍ଟମ୍ ପୂର୍ବରୁ ସେହି ମେଡ଼ିକାଲ କଲେଜରେ ଛାତ୍ରଛାତ୍ରୀ ମାନେ ଦାବି କରିଥିଲେ ପୁରା ପୋଷ୍ଟମର୍ଟମର ଭିଡିଓ ଗ୍ରାଫି କରିବାକୁ। ଏବଂ ବାଧ୍ୟବାଧକରେ ଭିଡିଓ ଗ୍ରାଫି କରିବାକୁ ଶେଷରେ ରାଜି ହେଇଥିଲେ ପୋଲିସ ସହ ଡାକ୍ତର ମାନେ। 
Bb
ତେବେ ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ହାଇକୋର୍ଟ ଅଡର ପରେ ସିବିଆଇକୁ କେସକୁ ହସ୍ତାନ୍ତର କରିଥିଲା। କିନ୍ତୁ ଘଟଣାର ୨୮ ଦିନ ପରେ କୌଣସି ନିଷ୍କର୍ଷ ବାହାରୁନଥିବା ବେଳେ ସୁପ୍ରିମକୋର୍ଟରେ ତଥ୍ୟ ଓ ପ୍ରମାଣ ସବୁ ଦାଖଲ ବେଳେ ମହିଳା ଡାକ୍ତରଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଏକ ବିଶେଷ ତଥ୍ୟର ପେପର ନିଖୋଜ ଥିବାର ଜଣାପଡିଛି। 
ତେବେ ଏହି ଦାୟିତ୍ବ ହୀନତା ପାଇଁ ସିବିଆଇ ଉପରେ ଖୁବ୍ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରୀମକୋର୍ଟ। ମାତ୍ର ସିବିଆଇ କୋର୍ଟରେ ଉତ୍ତର ରଖିଛି ଯେ, ପୋଲିସ ତଥ୍ୟ ଓ ପ୍ରମାଣ ଅସ୍ତଗତ କରିବା ପୂର୍ବରୁ ହିଁ ପ୍ରକୃତ ତଥ୍ୟ ନିଖୋଜ ଥିଲା। ତେବେ ସେପଟେ ପୋଲିସକୁ ଏହି ଘଟଣାର ଟାର୍ଗେଟ କରିଛି ବିଜେପି। ତୁରନ୍ତ ପୋଲିସ କମିଶନରକୁ ଇସ୍ତଫା ଦାବି କରି ଚିଠି ଜାରି କରିଛି ବିଜେପି।

Advertisement