ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଖବର ଦେଖି ପାରୁଛନ୍ତି । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ଏଭଳି କାମ କରିଛି ଯାହା ନିନ୍ଦାର ବିଷୟ ଅଟେ । ପୋଲିସ ରାତି ଅଧରେ ଯୁବତୀ ଏବଂ ଆର୍ମି ଅଫିସରଙ୍କ ସହିତ ଯାହା କରିଥିଲା ସେସବୁ ବିଷୟରେ କ୍ରାଇମବ୍ରାଞ୍ଚକୁ କହିଛନ୍ତି ପୁରୁଷ ବନ୍ଧୁ ଆଉ ବାନ୍ଧବୀ । ରାତି ଅଧରେ ପୋଲିସକୁ ସାହାଯ୍ୟ ମାଗିଥିଲେ ।
କିନ୍ତୁ ପୋଲିସ କରିଥିଲା କିଛି ଏଭଳି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପୋଲିସ ସାହାଯ୍ୟ କରିବା ବଦଳରେ ଯୁବତୀଙ୍କ ସହିତ କରିଥିଲା ଏଭଳି କିଛି । ଭରତପୁର ପୋଲିସ ସାହାଯ୍ୟ କରିବା ବଦଳରେ ଯୁବତୀ ଜଣକ ସହିତ ଖରାପ ବ୍ୟବହାର କରିଥିଲା । ପୋଲିସ ନିଜର ନୃଶଂସ ରୂପ ଦେଖାଇଥିଲା । ଯୁବତୀଙ୍କ ଦେହରୁ ଅନ୍ତଃ ବସ୍ତ୍ର କାଢି ପ୍ରାଇଭେଟ୍ ପାର୍ଟକୁ ନାତ ମାରିଥିଲା ପୋଲିସ । ପୋଲିସ ଏହି ଯୁବତୀ ଜଣକ ନାଁରେ ଦଫା ଲଗାଇଥିଲା ।
ଆଉ ଏବେ ଯୁବତୀ ଜଣକ ସାମ୍ନାକୁ ଆସି ଗୋଟି ଗୋଟି ସେହି ରାତିର କଳା କାହାଣୀକୁ କହିଛନ୍ତି । ଏବେ ପୋଲିସଙ୍କ ଉପରେ କ୍ରାଇମବ୍ରାଞ୍ଚ୍ ଅପରାଧିକ ମାମଲା ରୁଜୁ କରିଛି । ଅଭିଯୋଗ ଆଣିଥିବା ଯୁବତୀ ଜଣକ ହେଉଛନ୍ତି ଆର୍ମି ଅଫିସରଙ୍କ ଝିଅ । ଆଉ ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ସେନାରେ ଅଛନ୍ତି । ପୋଲିସ ଏହା ଜାଣି ଏଭଳି କାମ କରିଛି । ପୋଲିସ ଏହା ଜାଣିବା ପରେ ଆହୁରି ଅଧିକ ତାତି ଯାଇଥିଲା । ପୋଲିସ ଜଣକ ନିଜେ ବୁଝାଉଥିବା ଆଇନକୁ ମାନି ନଥିଲା ।
ଆଉ ଏହି ଯୁବତୀ ଜଣକ ଉପରେ ଯୌ-ନ ନିର୍ଯ୍ୟାତନା କରିଥିଲା । ଏବେ କ୍ରାଇମବ୍ରାଞ୍ଚକୁ ସେଦିନ ରାତିରେ ଯାହା ସବୁ ଘଟିଥିଲା ସବୁ କହିଥିଲେ । ଏବେ ଏହି ଭରତପୁର ପୋଲିସ ଜଣକ ଚାକିରୀରୁ ନିଲମ୍ବିତ ହୋଇଛନ୍ତି । ଭରତପୁର ଥାନାରେ ଏହି ଘଟଣା ଘଟିଛି । ଥାନାର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସହିତ ଅନ୍ୟ କେତେକ କର୍ମଚାରୀଙ୍କ ଉପରେ ମାମଲା ରୁଜୁ ହୋଇଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହା ସାମ୍ନାକୁ ଆସିଲା ପରେ ଲୋକମାନେ ଅନେକ କଥା କହୁଛନ୍ତି ।