ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ କୋଲକାତା ସହରର ଆର ଜି କର ମେଡିକାଲ କଲେଜରେ ଘଟିଥିବା ଘଟଣା ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଘଟଣାକୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଏବେ ଏହାକୁ ନେଇ ଆସିଛି କିଛି ଖବର ।
ଏବେ କୋଲକାତା ପୋଲିସକୁ ନେଇ ଆସିଲା ସାଙ୍ଘାତିକ ସତ । ଏହି ଘଟଣାରେ ସଞ୍ଜୟକୁ ଗିରଫ କରାଯାଇଛି । ଆଉ ଏବେ ପୋଲିସ ଆଉ ସଞ୍ଜୟ ରାୟଙ୍କ ସମ୍ପର୍କକୁ ନେଇ ଆସିଛି କିଛି ଖବର । ସଞ୍ଜୟ କୋଲକାତା ପୋଲିସର ଗେହ୍ଲା ଜ୍ବାଇଁ ଥିଲା । ପୋଲିସ ନାଁରେ ଫୋନ, ଟି - ସାର୍ଟ ସହ ବାଇକ୍ ମଧ୍ୟ ସଞ୍ଜୟଙ୍କୁ ଯୌତୁକରେ ମିଳିଥିଲା । ସଞ୍ଜୟ ରାୟ ଚଢ଼ୁଥିବା ବାଇକ୍ କମିଶନରଙ୍କ ନାଁରେ ଥିଲା । ସେ ଖାସ୍ ଲୋକ ହୋଇଥିବାରୁ ଏବେ ତାଙ୍କୁ ଜେଲରେ ମିଳୁଛି VIP ଚର୍ଚ୍ଚା ।
ଏତେ ବଡ ଅପରାଧ କରି ମଧ୍ୟ ଜେଲ ଭିତରେ ଚିକେନ ମଟନ ଖାଇ ଅୟସ କରୁଛି ଏହି ଦୁ-ଷ୍କ-ର୍ମକାରୀ । ଏବେ କୋଲକାତା ସହରର ଏହି ଘଟଣା ଏବେ ସିବିଆଇ ଯାଞ୍ଚ କରୁଛି ଆଉ ଅନେକ ସତ ଏବେ ସେ ସଞ୍ଜୟ ନାଁରେ ସାମ୍ନାକୁ ଆଣିଛି । ପୂର୍ବରୁ ସଞ୍ଜୟ ସହ ପୋଲିସର ମଧୁ ଚନ୍ଦ୍ରିକା ସମ୍ପର୍କ ଥିଲା । ସିବିଆଇ ଏବେ ଏହି ଘଟଣାରେ ୫୪ ପ୍ରମାଣ ଏକାଠି କରିଛି । ଆଉ ଏହି ୫୪ ପ୍ରମାଣ ଭିତରୁ ୪୦ ପ୍ରମାଣ ସଞ୍ଜୟ ନାଁରେ ସତ ଅଟେ ବୋଲି ସୂଚନା ମିଳିଛି ।
ସଞ୍ଜୟର ମୋବାଇଲ୍ ଫୋନରୁ ସାଙ୍ଘାତିକ ତଥ୍ୟ ମିଳିଛି । ଏବେ ସିବିଆଇ ତଦନ୍ତ କରି ଜଣାଇ ଦେଇଛି କି ସଞ୍ଜୟ କରୁଥିବା ଅପରାଧ ସହିତ ସାମିଲ ଥିଲା କୋଲକାତା ପୋଲିସ । ଏବେ ସଞ୍ଜୟ ଫୋନରୁ ଅନେକ ତଥ୍ୟ ଏବେ କୋଲକାତା ପୋଲିସ ନାଁରେ ମିଳୁଛି । ଆଉ ଗୋଟିଏ ନମ୍ୱର୍ ସଞ୍ଜୟ ଫୋନରେ ଦିଦି ସେଭ୍ ହୋଇଛି । ଆଉ ସେ ଜଣେ ପୋଲିସ ବୋଲି ସନ୍ଦେହ କରାଯାଉଛି । କୋଲକାତା ପୋଲିସ କମିଶନରଙ୍କ ନାଁରେ ତାଙ୍କ ବାଇକ୍ ଥିଲା । କୋଲକାତାର ଅନେକ ଥାନାରେ ସଞ୍ଜୟ ନାଁରେ ଅଭିଯୋଗ ଥିଲେ ମଧ୍ୟ ପୋଲିସ କୌଣସି ଆକ୍ସନ ନେଉନଥିଲା ।