Jun 24, 2024, 18:34 IST

ଓଡିଶା ଲୋକଙ୍କ ପାଇଁ ଦରକାର ନାହିଁ ଟଙ୍କିକିଆ ଚାଉଳ ଦେଖନ୍ତୁ କଣ ଆବଶ୍ୟକ ମୁଁହ ଖୋଲି କହିଲେ ଜନସାଧାରଣ

Tt

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଏହି ଭିଡିଓ ମାଧ୍ୟମରେ ସରକାର କଣ ସବୁ କରିଛନ୍ତି ଆଉ କଣ କରିବା ଉଚିତ୍ ଏହି ବିଷୟରେ ଜାଣିପାରିବେ । ୭୬ ବର୍ଷ ହେଲା ଦେଶ ସ୍ଵାଧୀନ ହେଲାଣି । ଆଉ ଦେଶ ସ୍ଵାଧୀନ ହେବା ପରେ ମଧ୍ୟ ଲୋକମାନଙ୍କର ଏଭଳି ଅବସ୍ଥା । ଲୋକମାନେ ଏଭଳି ଅବସ୍ଥାରେ ଅଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । 
Hh
ଖାଦ୍ୟ, ବସ୍ତ୍ର, ବାସଗୃହ ସମସ୍ତଙ୍କୁ ମିଳୁ ନାହିଁ । ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ଆଦି ୫ଟି ମୌଳିକ ଅଧିକାରରୁ ଅନେକ ଲୋକ ବଞ୍ଚିତ ହେଉଛନ୍ତି । ଲୋକମାନେ ଭୋଟ ଦେବା ସ୍ଥିତିରେ ନାହାଁନ୍ତି । କାହାକୁ ଟଙ୍କା ଦେଇ ଭୋଟ ନିଆଯାଉଛି, କାହାକୁ ମଦ ମାଂସ ଦେଇ ଭୋଟ ଦିଆଯାଉଛି । ଓଡ଼ିଶାରେ ସାଢେ଼ ୪କୋଟି ଲୋକ ଅଛନ୍ତି । ଏଭଳି ଅନେକ ସମସ୍ୟା ଏବେ ଦେଶରେ ଦେଖାଯାଉଛି । ମୌଳିକ ଅଧିକାର ଲୋକମାନେ ପାଇବା କଥା କିନ୍ତୁ ପାଉ ନାହାଁନ୍ତି ।
Yy
ଲୋକମାନେ ସ୍ବାସ୍ଥ୍ୟ ସେବା ମଧ୍ୟ ପାଉ ନାହାନ୍ତି । ଅନେକ କିଛି ହଇରାଣ ଅସୁବିଧା ହେଉଛନ୍ତି ଲୋକମାନେ । ଯେଉଁ ଖାଦ୍ୟ ମଣିଷ ପାଉ ନାହିଁ ସେହି ଖାଦ୍ୟ କୁକୁରକୁ ଦିଆଯାଉଛି । ଆଉ ଲୋକମାନେ କାମ ଆମ ରାଜ୍ୟରେ ପାଉ ନାହାନ୍ତି ସେମାନେ ଦାଦନ ଖଟିବାକୁ ଯାଇଛନ୍ତି । ଲୋକମାନଙ୍କର ଅର୍ଥରେ ମଧ୍ୟ ଅନେକ କିଛି ସମସ୍ୟା ରହିଛି । ଲୋକମାନେ ୫୦୦ ଟଙ୍କା ରୋଜଗାର କରିଲେ ୩୦୦ ଟଙ୍କା ମଦ ପିଇ ଦେଉଛନ୍ତି । ଲୋକଙ୍କର ଜୀବନ ଜୀବିକା ପ୍ରତି କିଛି ଗୁରୁତ୍ଵ ଦିଆଯାଉ ନାହିଁ ।
ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁ ପ୍ରକାରର କଷ୍ଟ ପାଉଛନ୍ତି । ସରକାର ତ ବଦଳି ଯାଉଛନ୍ତି କିନ୍ତୁ କୌଣସି ପରିବର୍ତ୍ତନ ହେଉ ନାହିଁ । ଲୋକମାନେ ୭୬ ବର୍ଷ ପରେ କେବଳ ମାଗଣା ଖାଇବା ଆଉ କିଛି ନାହିଁ । ଏହିସବୁ ବ୍ୟବସ୍ଥା କଣ । ମଦ ଦୋକାନ ବନ୍ଦ କରିବ କିଏ । ପୋଲିସ ସହ ମାଫିଆଙ୍କ ଲିଙ୍କ ଅଛି ସେମାନେ ମଦ ଦୋକାନ ବନ୍ଦ କରୁ ନାହାଁନ୍ତି । ଆମର ସ୍ବାସ୍ଥ୍ୟ ସେବା ଉନ୍ନତ ନାହିଁ । ଏବେ ସାଧାରଣ ଜନତା ଦେଶ କିଭଳି ପରିବର୍ତ୍ତନ ହେବ ଏନେଇ ଅନେକ କଥା କହିବା ସହ ଅନେକ କଥା କହିଛନ୍ତି । ସରକାର ଚାହିଁଲେ ସବୁକିଛି କରିପାରିବେ । ଆଉ ଲୋକମାନେ ଚାହିଁଲେ ବଦଳି ପାରିବେ ବୋଲି ବ୍ୟକ୍ତି ଜଣକ କହିଛନ୍ତି ।

Advertisement