Sep 1, 2024, 16:20 IST

ପାର୍କ ସାଜିଛି ମରଣ ଜନ୍ତା ଦେଖନ୍ତୁ କେମିତି ନଳା ପାଣିରେ ଖେଳୁଛନ୍ତି ପିଲାମାନେ Exclusive Visual

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ସରକାରଙ୍କର କିଛି କାମକୁ ନେଇ ଏବେ ଖବର ଆସିଛି । ସରକାର ଶିଶୁମାନେ ଖେଳିବା ପାଇଁ ଉଦ୍ୟାନ କରିଛନ୍ତି । ଆଉ ଏହି ଉଦ୍ୟାନରେ ଆଣ୍ଠୁଏ ପର୍ଯ୍ୟନ୍ତ ଘାସ ରହିଛି । ଏହି ଉଦ୍ୟାନରେ ଅନେକ ସରୀସୃପ ମଧ୍ୟ ରହିଛି । ଏହି ପାର୍କରେ ଥିବା ଖେଳନା ମଧ୍ୟ ନଷ୍ଟ ହୋଇଯାଇଛି । 
Hh
ପାର୍କରେ ଥିବା ଖେଳ ସାମଗ୍ରୀ ଭାଙ୍ଗିରୁଜି ଯାଇଛି ।ଏତେ ସବୁ ଘଟଣା ଘଟିବା ପରେ ମଧ୍ୟ ନୀରବ ରହିଛି ପ୍ରଶାସନ । ଏଠି ପ୍ରଶାସନ କିଛି କରୁ ନାହାଁନ୍ତି କି ବିଧାୟକ ମଧ୍ୟ କିଛି କରୁ ନାହାଁନ୍ତି । ଏଠାରେ ପାଣି ଯିବାକୁ କିଛି ନାହିଁ । ଆଉ ଏହି ସବୁ ବର୍ଷା ଜଳ ଏହି ଶିଶୁ ଉଦ୍ୟାନ ଭିତରେ ରହୁଛି । ଏବେ ଏହି ଉଦ୍ୟାନକୁ ନେଇ ଏହି ସବୁ ଖବର ଆସୁଛି । ଉଦ୍ୟାନ ୮ ମାସ ବନ୍ଦ ରହିଲେ ୪ ମାସ ଖୋଲା ହେଉଛି । ଏବେ ଏହି ଉଦ୍ୟାନ ବିଷୟରେ ଏଭଳି କିଛି କଥା କହିଛନ୍ତି ସ୍ଥାନୀୟ ବାସିନ୍ଦା । 
Gg
ସାଲେପୁର ଅଞ୍ଚଳରେ ଏହି ଶିଶୁ ଉଦ୍ୟାନ ରହିଛି । ଆଉ ଏହି ଶିଶୁ ଉଦ୍ୟାନ ଭିତରକୁ ଲୋକମାନେ ଯିବା ଅସମ୍ଭବ ଅଟେ । ଏହି ଶିଶୁ ଉଦ୍ୟାନରେ ଶିଶୁ ଖେଳିବା ସମ୍ଭବ ନୁହେଁ । ଏହି ଶିଶୁ ଉଦ୍ୟାନ ଏବେ ସରୀସୃପ ମାନଙ୍କର ରହିବା ସ୍ଥାନ ହୋଇଯାଇଛି । କଟକ ଜିଲ୍ଲା ସାଲେପୁର ବ୍ଲକର ସାଲେପୁର ପଞ୍ଚାୟତରେ ଥିବା ଏହି ଶିଶୁ ଉଦ୍ୟାନ କାହା ସ୍ୱାର୍ଥରେ ହୋଇଥିଲା ଏବେ ଏହାକୁ ନେଇ ଆସୁଛି ଖବର । ଏବେ ଏହି ଶିଶୁ ଉଦ୍ୟାନରେ ବର୍ଷା ହେଉଥିବାରୁ ସେଠାରେ କୃତ୍ରିମ ପୋଖରୀ ହୋଇଛି । ଆଉ ଏହି କୃତ୍ରିମ ପୋଖରୀରେ ପିଲାମାନେ ପହଁରୁଛନ୍ତି ।
ଏବେ ପିଲାମାନେ ଏହି ପାଣିରେ ପହଁରୁ ଥିବାର ନଜର ଆସିଛି । ଏବେ ଏହି ପାର୍କ ବିଷୟରେ ଏଭଳି ସବୁ ଖବର ଆସିଛି । ଏହି ପାର୍କର ଅବସ୍ଥା ଭଲ ନାହିଁ । ଆଉ ଏହି ପାର୍କରେ ଏବେ ସାପ ମଧ୍ୟ ଦେଖିବାକୁ ମିଳୁଛି । ଏହି ପାର୍କ ପିଲାମାନଙ୍କ ପାଇଁ ହୋଇ ମଧ୍ୟ ସେଠାକୁ ପିଲାମାନେ ଯାଇପାରିବେ ନାହିଁ । ଏବେ ଏହାକୁ ନେଇ ଆସୁଛି ଖବର । ପ୍ରଶାସନ ଆଉ ବିଧାୟକ ଏନେଇ କିଛି କାମ କରୁ ନାହାନ୍ତି । ଆଉ ଏବେ ଏହାକୁ ନେଇ ଖବର ଆସିବା ପରେ ଦେଖାଯାଉ ଏବେ ଏହି ପାର୍କ କାହା ନଜରରେ ଆସୁଛି ।

Advertisement