Jun 15, 2024, 19:19 IST

ଅଧିକାରରେ ମୁଖ୍ୟମନ୍ତ୍ରୀଙ୍କୁ ଘର ମାଗିଲେ ବୃଦ୍ଧା ଦେଖନ୍ତୁ ମିଡ଼ିଆ ଜରିଆରେ ଦେଲେ ଏହି ସନ୍ଦେଶ

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
Bb
ବନ୍ଧୁଗଣ ଜଣେ ବୃଦ୍ଧ ଯୁବତୀ ଜଣଙ୍କ ଗଣମାଧ୍ୟମ ଆଗରେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଯେ, ତାଙ୍କୁ ରହିବା ପାଇଁ ଖଣ୍ଡେ ବାସଗୃହ ଦେବାକୁ ଅନୁରୋଧ କରିଛନ୍ତି। ବୃଦ୍ଧ ଯୁବତୀ ଜଣଙ୍କ ଖାଇବା ପିଇବାକୁ ବି ପାଉନାହାନ୍ତି ରାସ୍ତା କଡ଼ରେ ଏଠି ସେଠି ରହୁଛନ୍ତି। ସେଥିପାଇଁ ସେ ମୋହନଙ୍କୁ ଏକ ବାସଗୃହ ଦେବାକୁ ନେହୁରା ହେଉଛନ୍ତି। ଆଉ ସେ କହିଛନ୍ତି "ବାରଦ୍ୱାର ନହେଇ ମତେ ଖଣ୍ଡେ ଜାଗା ଦେଲେ ମୁ ସେଠୀ ରହିବି"। ଆଉ ସେ କହିଛନ୍ତି ଶଙ୍ଖ ତାଙ୍କ ପାଇଁ କିଛି କଲାନି ସେଇଥିପାଇଁ ସେ ପଦ୍ମରେ ଭୋଟ ଦେଇଛନ୍ତି। 
Bb
ବୃଦ୍ଧ ଯୁବତୀ ଜଣଙ୍କ ପାଖରେ ରହିବା ପାଇଁ ଘର ନାହିଁ କି ଖାଇବାକୁ ପଇସା ନାହିଁ ସବୁବେଳେ ବାରଦ୍ଵାରରେ ଯାଇ କି ରହୁଛନ୍ତି ଏବଂ ପଶୁପକ୍ଷୀଙ୍କୁ ସାହାର୍ଯ୍ୟ ମଧ୍ୟ ସେ କରନ୍ତି କିନ୍ତୁ ତାଙ୍କୁ କେହି ହେଲେ ସାହାର୍ଯ୍ୟ କରୁନାହାଁନ୍ତି ବୋଲି କହିଛନ୍ତି। କର୍ପୋରେଟର ପାଖକୁ ମଧ୍ୟ ସେ ଯାଇଥିଲେ କିନ୍ତୁ କର୍ପୋରେଟ ଲୁଚିକି ରହିଲେ ଦେଖା ଦେଲେନି ଶେଷରେ ସାହାର୍ଯ୍ୟ କରିବାକୁ ମନା କରିଦେଇଥିଲେ। ଆଉ କହିଛନ୍ତି ସେ ରାସ୍ତାକଡରେ ବସିଛନ୍ତି ମୋଦୀଙ୍କୁ ଦେଖା କରିକି ଯିବେ ବୋଲି। ସେ ମୋଦୀଙ୍କ ପାଖକୁ ଆସିଛନ୍ତି ତାଙ୍କର ଦୁଃଖ କଥା କହିବେ ଆଉ ସାହାର୍ଯ୍ୟ ମଗିବେ ବୋଲି ବସିଛନ୍ତି। 
ବନ୍ଧୁଗଣ ବୃଦ୍ଧ ଯୁବତୀ ଜଣଙ୍କ କହିଛନ୍ତି ସରକାର କିଛି କରିନି କି କରିବାକୁ ମଧ୍ୟ ଚାହୁଁନି। ସେ ପଦ୍ମକୁ ଭୋଟ ଦେଇଛନ୍ତି ବୋଲି କହିଛନ୍ତି। ବୃଦ୍ଧ ଜଣଙ୍କ ଵିଵାହ କରିନାହାନ୍ତି ବୋଲି କହିଛନ୍ତି। ଭୁବନେଶ୍ୱରରେ ରହି ସେ ବରଦ୍ୱାର ବୁଲୁଛନ୍ତି ବୋଲି କହିଛନ୍ତି। ବୃଦ୍ଧ ଜଣଙ୍କ ଗାଁ ହେଉଛି ବ୍ରହ୍ମପୁର। ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ତାଙ୍କୁ ଗୋଟିଏ ବାସ ଗୃହ ଦେବାକୁ ଆଉ କିଛି ସେ ମାଗୁ ନାହାଁନ୍ତି। ଏତିକି ସାହାର୍ଯ୍ୟ କରିବା ପାଇଁ ଖାଲି ବୃଦ୍ଧ ଜଣଙ୍କ ଅନୁରୋଧ କରୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ।

Advertisement