ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି କଥା ଜାଣି ପାରୁଛନ୍ତି । ଆଜିକାଲି ଯୁବପିଢୀ ପ୍ରେମରେ ପଡି ଏଭଳି ସବୁ କାମ କରୁଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି ସବୁ କାମ କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ପ୍ରେମରେ କେତେବେଳେ କିଏ କଣ ଯେ କରେ ତାହା କେହି ଜାଣି ପାରନ୍ତି ନାହିଁ । ଏବେ ଜଣେ ଯୁବକ ଯୁବତୀ ଭଲ ପାଉଥିଲେ । ଆଉ ପ୍ରେମିକା ଜଣକ ସହିତ ଦେଖା କରିବାକୁ ଯାଇଥିଲା ପ୍ରେମିକ ।
ଆଉ ଏହି ପ୍ରେମିକ ଦେଖା କରିବା ସମୟରେ ସେମାନଙ୍କୁ ଅସଂଜତ ଅବସ୍ଥାରେ ଦେଖି ଦେଇଥିଲେ
। ଗ୍ରାମବାସୀ ତାଙ୍କୁ ଏହି ଅବସ୍ଥାରେ ଦେଖିବା ପରେ ସେମାନେ କରିଥିଲେ ଏଭଳି କାମ । ଗ୍ରାମବାସୀ ଏହି ପ୍ରେମିକ ଜଣଙ୍କୁ ଏଭଳି ଅବସ୍ଥାରେ ଦେଖିବା ପରେ କରିଥିଲେ ଏଭଳି କାମ । ଗ୍ରାମବାସୀ ଏହି ଯୁବକ ଜଣଙ୍କୁ ବୁଝାଇଲେ ନାହିଁ କି ମାଡ଼ ମାରିଲେ ନାହିଁ ବରଂ ତାର ଜୀବନରୁ ସବୁଦିନ ପାଇଁ ନେଇଗଲେ ଅର୍ଥାତ୍ ଏହି ଯୁବକ ଜଣଙ୍କୁ ସବୁଦିନ ପାଇଁ ଗ୍ରାମବାସୀ ମାରିଦେଲେ ।
ରାତିରେ ପ୍ରେମିକା ସହ ମିଶିବାକୁ ଯାଇ ସବୁଦିନ ସମାନ ଆଖି ବୁଜି ଦେଲେ ଏହି ପ୍ରେମିକ ଜଣକ । ପ୍ରେମିକ ଜଣଙ୍କୁ ଏହି ଗ୍ରାମବାସୀ ହାଣି ଦେଲେ ଆଉ ତାଙ୍କ ଶରୀରକୁ ନାଳରେ ଫିଙ୍ଗିଦେଲେ । ପ୍ରେମିକା ଜଣଙ୍କ ଆଗରେ ରୁଦ୍ରକୁ ଏମିତି ମାରିଦେଲେ । ପ୍ରେମିକା ଜଣକ ସଂଖ୍ୟା ଲଘୁ ସମ୍ପ୍ରଦାୟର ଥିଲେ । ଏବେ ଏହି ଘଟଣାକୁ ନେଇ ଯୁବ ଆଉ ସଂଗଠନ ନ୍ୟାୟ ଦାବି କରିଛନ୍ତି । ଆଉ ସେମାନେ ଏହି ରାଜରାସ୍ତାକୁ ଓହ୍ଲାଇଛନ୍ତି । କେମିତିକା ହିଂସ୍ର କାମ ଘଟାଇ ଦେଲେ ଗାଁ ଲୋକ । ଗାଁ ଲୋକ କିଭଳି ଏଭଳି କାମ କରିପାରିଲେ ।
ଯୁକ୍ତ ଦୁଇରେ ପାଠ ପଢୁଥିଲା ରୁଦ୍ର । ସେ ତାର ପ୍ରେମିକା ସହ ଅନ୍ତରଙ୍ଗ ମୂହୁର୍ତ୍ତ ବିତାଇବା ସମୟରେ ଘଟିଥିଲା ଏଭଳି କିଛି । ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଏହି ଯୁବକ ରୁଦ୍ର ୩ ତାରିଖରେ ତାଙ୍କ ପ୍ରେମିକା ସହିତ ଅନ୍ତରଙ୍ଗ ଅବସ୍ଥାରେ ଥିଲେ ଆଉ ସେତେବେଳେ ଏହି କାମ ଦେଖି ଯୁବକ ଜଣଙ୍କୁ ଗ୍ରାମବାସୀ ପୋଲିସରେ ଦେଲେ ନାହିଁ ବରଂ ସବୁଦିନ ପାଇଁ ତାଙ୍କ ଜୀବନ ନେଇଗଲେ । ଯୁବତୀର ଭାଇ ଏହି ଘଟଣା ଦେଖି ଦେଇଥିଲେ ଆଉ ଏହାପରେ ସେ ଏଭଳି କାମ କରିଥିଲେ ବୋଲି ସୂଚନା ମିଳିଛି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି।