May 12, 2024, 23:20 IST

ମନ୍ଦିର ଭିତରେ ପ୍ରେମିକା କୁ ଜବରଦସ୍ତି ଧରି ଏମିତି କରିଦେଲା ରାକ୍ଷସ ପ୍ରେମିକ...

Hh

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ୍ ସମୟରେ ଏକ ଘଟଣା ଦେଖିବାକୁ ମିଳିଛି ମନ୍ଦିର ଭିତରେ ଶାରୀରିକ ସମ୍ପର୍କ ରଖୁଥିଲେ ପୁଅ ଝିଅ। ଅଧ ରାତିରେ ସେମାନେ ମନ୍ଦୀର ଭିତରେ ପଶିଥିଲେ।
ଆଉ ମନ୍ଦୀର ବେଢାରେ ହିଁ ଦୁଇ ପ୍ରେମୀ ଯୁଗଳ ଏଭଳି କାମ କରୁଥିଲେ। ହେଲେ ରାତିରେ ଫୁଲ ତୋଳୁ ତୋଳୁ ଗାଁ ଲୋକେ ଏହାକୁ ଦେଖି ଦେଇଥିଲେ। ଏହି ଖବର ଶୁଣିବା ପରେ ଏହାକୁ କେହି ହେଲେ ମଧ୍ୟ ବିଶ୍ଵାସ କରୁ ନାହାଁନ୍ତି।
Hh
ସେହି ସମୟରେ ଏହି ପ୍ରେମୀ ଯୁଗଳ ଙ୍କୁ ଯେଉଁମାନେ ମନ୍ଦୀର ଭିତରେ ଦେଖି ଦେଇଥିଲେ ସେମାନେ ମଧ୍ୟ ନିଜ ଆଖିକୁ ବିଶ୍ଵାସ କରି ପାରି ନଥିଲେ। ମନ୍ଦିର ବେଢ଼ାରେ ହିଁ ତାଙ୍କୁ ମଧ୍ୟ ଗାଁ ଲୋକମାନେ ଘେରି ରହିଛନ୍ତି।
କାରଣ ସେମାନେ ସେଭଳି କିଛି କାର୍ଯ୍ୟ କରିଛନ୍ତି। ଗାଁ ରେ ସମସ୍ତେ ଶୋଇ ପଡ଼ିବା ପରେ ଏହି ପ୍ରେମୀ ଯୁଗଳ ଏକାଠି ଲୁଚି ପଳାଇ ଆସିଥିଲେ। ଏହାପରେ ଦୁଇ ପ୍ରେମୀ ଯୁଗଳ ଗାଁ ଭିତରେ ଥିବା ଏହି ମନ୍ଦିରକୁ ପଶି ଯାଇଥିଲେ।
ଏହି ଦୁଇଜଣ ପ୍ରେମୀ ଯୁଗଳ ରାତିରେ ମନ୍ଦିର ବେଢାରେ ବସି ଅନୈତିକ ସମ୍ପର୍କ ରଖୁଥିଲେ। ସେମାନେ ଏହା ଭାବିଥିଲେ କି ରାତି ଅଧରେ ଆଉ ମନ୍ଦିର ଭିତରକୁ କେହି ଆସିବେନି ବୋଲି।
Hh
ଆଉ ସକାଳ ନ ହେଉଣୁ ସେମାନେ ସେଠାରୁ ଚାଲିଯିବା ପାଇଁ ମଧ୍ୟ ସ୍ଥିର କରି ଦେଇଥିଲେ। ଗାଁ ର କିଛି ଲୋକ କିନ୍ତୁ ମନ୍ଦିର ଭିତରେ ଥିବା ଫୁଲ ଗଛ କୁ ଫୁଲ ତୋଳିବା ପାଇଁ ଯାଇଥିଲେ। ଆଉ ଯେତେବେଳେ ମନ୍ଦିର ଭିତରେ ଦେଖିଥିଲେ,
ସେତେବେଳେ ଏହି ଦୁଇ ପ୍ରେମୀ ଜୁଗଳ ତାଙ୍କୁ ଅସଂଜତ ଅବସ୍ଥାରେ ଦେଖିବାକୁ ମିଳିଥିଲେ। ଯାହା ଫଳରେ ତାଙ୍କୁ ଗାଁ ଲୋକମାନେ ଧରି ପକାଇ ଥିଲେ। ଏହାପରେ କିଛି ଲୋକ ଏହି ଦୃଶ୍ୟ ର ଭିଡିଓ ମଧ୍ୟ ନିଜ ଫୋନ ରେ ରେକର୍ଡ କରିଥିଲେ।
ପରେ ଏହାକୁ ସେମାନେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରି ଦେଇଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ମଧ୍ୟ ହେବାରେ ଲାଗିଛି।

Advertisement