ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡ଼ିଆ ଦ୍ଵାରା ସବୁ ପ୍ରକାରର ଖବର ପାଇ ପାରୁଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି ଖବର ଜାଣିପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଜଣେ ଯୁବକଙ୍କ ବିଷୟରେ ଆପଣମାନେ ଜାଣିପାରିବେ ଯେଉଁ ଯୁବକ ଜଣକର ପ୍ରାଣ ଚାଲିଯାଇଛି । ଏହି ଯୁବକ ଜଣକ ଏହି ଦୁନିଆରେ ଆଉ ନାହାଁନ୍ତି । ସାଉଦି ଆରବରେ ଏହି ଯୁବକଙ୍କ ମୃ-ତ୍ୟୁ ହୋଇଛି ।
ସାଉଦି ଆରବର ମରୁଭୂମିରେ ଭାରତୀୟ ଯୁବକଙ୍କ ମୃ-ତ୍ୟୁ ହୋଇଛି । ମୋବାଇଲର ଜିପିଏସ ଦେଖି ଏହି ଯୁବକ ଜଣକ ଯାଇଥିଲେ ଆଉ ତାଙ୍କୁ ଏହି ଜିପିଏସ ବାଟ ବାଉଳା କରିଲା । ମରୁଭୂମିରେ ଫସିଗଲେ ଏହି ଯୁବକ ଜଣକ । ମରୁଭୂମିରେ ଖାଇବାକୁ କିଛି ମିଳି ନଥାଏ କି ପିଇବାକୁ । ଆଉ ବିନା ଖାଇବା ପିଇବାରେ ଏହି ଯୁବକ ଜଣଙ୍କର ଜୀବନ ଚାଲିଗଲା । ପ୍ରବଳ ତାତି ହୋଇଥାଏ ମରୁଭୂମିରେ । ଆଉ ସାଉଦି ଆରବର ଏହି ମରୁଭୂମିରେ ପ୍ରବଳ ଗରମ ଆଉ ଖାଦ୍ୟ ପାନୀୟ ବିନା ଚାଲିଗଲା ଯୁବକଙ୍କ ଜୀବନ ।
ଏହି ଯୁବକ ଜଣଙ୍କ ଜିପିଏସ ଅନ କରି ଯାଉଥିଲେ ଆଉ ରାସ୍ତା ଭୁଲ ହେବାରୁ ଘଟିଛି ଏହି ଅଘଟଣ । ମୃ-ତ-କ ଜଣକ ହେଉଛନ୍ତି ତେଲେଙ୍ଗାନା ସହରର । ତେଲେଙ୍ଗାନା ସହରର ମହମ୍ମଦ ସେହଜଦ ଖାନ । ଏହି ଯୁବକ ଜଣଙ୍କର ବୟସ ୨୭ ବର୍ଷ । ସେ ତିନିବର୍ଷ ହେବ ସାଉଦି ଆରବର ଏକ ଟେଲି କମ୍ୟୁନିକେସନ କମ୍ପାନୀରେ ତିନି ବର୍ଷ ହେବ ଚାକିରୀ କରୁଥିଲେ । ସେ ସେଠାରେ କାମ କରୁଥିବା ଜଣେ ସହକର୍ମଚାରୀଙ୍କ ସହିତ ଏକ ସ୍ଥାନକୁ ଯାଉଥିଲେ । ଆଉ ସେଠାରେ ତାଙ୍କର ମୋବାଇଲ୍ ଜିପିଏସ କାମ କରି ନଥିଲା ।
ଆଉ ଏହା କାମ ନ କରିବାରୁ ମରୁଭୂମିକୁ ସେମାନେ ଚାଲି ଯାଇଥିଲେ । ଆଉ ଏହି ମରୁଭୂମି ପୃଥିବୀର ବିପଦପୂର୍ଣ୍ଣ ସ୍ଥାନ ଭିତରୁ ଗୋଟିଏ ଅଟେ । ଏହା ୬୫୦ କିଲୋମିଟର ରୁ ଅଧିକ ଅଞ୍ଚଳକୁ ବ୍ୟାପିଛି । ଯେତେବେଳେ ଉଭୟ ଏହି ମରୁଭୂମିକୁ ଯାଇଥିଲେ ଆଉ ସେଠାରୁ ଫେରିବାର ବାଟ ପାଇନଥିଲେ । ଆଉ ଏହି ଭାରତୀୟ ଯୁବକଙ୍କ ମୋବାଇଲ୍ ରୁ ମଧ୍ୟ ଚାର୍ଜ ସରି ଯାଇଥିଲା । ଫଳରେ ସେମାନେ କାହା ସହିତ ଯୋଗାଯୋଗ କରି ପାରିନଥିଲେ କି ସାହାଯ୍ୟ ମାଗି ନଥିଲେ । ଶେଷରେ ମରୁଭୂମିରେ ରହି ରହି ତାଙ୍କର ମୃ-ତ୍ୟୁ ହୋଇଯାଇଛି ।