Aug 26, 2024, 11:09 IST

ଜଜ୍ ଦେଲେ ଆଦେଶ ୨୦୨୬ରେ ଦିଆଯିବ ସଞ୍ଜୟକୁ ଫାଶୀ

Bb

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।ଆପଣମାନେ ଜାଣିଥିବେ ଯେ ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାରର ଘଟଣା ଘଟୁଛି।ବର୍ତ୍ତମାନ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।କୋଲକାତା ର ଆର୍ ଜି କର ମେଡିକାଲ କଲେଜ ରେ ମହିଳା ଡାକ୍ତର ମୋମିତା ଙ୍କୁ ଯିଏ ଦୁ-ଷ୍କ-ର୍ମ କରି ହ-ତ୍ୟା କରିଛି ଅଭିଯୁକ୍ତ ସଞ୍ଜୟ କୁ ମାନ୍ୟବର କୋର୍ଟ ଦଣ୍ଡ ଦେଇଛି।୨୦୨୬ ରେ ମିଳିବ ସଞ୍ଜୟ ଙ୍କୁ ଫାଶୀ।
Hh
କାଠଗଡା ରେ ଠିଆ ହୋଇ ମୁଣ୍ଡ ପିଟିପିଟି କାନ୍ଦୁଛି ସଞ୍ଜୟ।ଓକିଲ ଙ୍କ ଗୋଡ ଧରିଲା , ଗୀତା ଛୁଇଁ ମଧ୍ୟ ସଞ୍ଜୟ କୋର୍ଟ ରେ ମିଛ କହିଲା।ଆଉ ତାର କିଛି ଭୁଲ ନାହିଁ ଛାଡି ଦେବା ପାଇଁ କହିଥିଲା।କିନ୍ତୁ ଯେତେବେଳେ କୋର୍ଟ ରେ ସଞ୍ଜୟ ହିଁ ମହିଳା ଡାକ୍ତର ମୋମିତା ଙ୍କୁ ଦୁ-ଷ୍କ-ର୍ମ କରି ହ-ତ୍ୟା କରିଥିବା ସବୁ ପ୍ରମାଣ ଦିଆଗଲା ତାକୁ ନେଇ କୋର୍ଟ ସଞ୍ଜୟ କୁ ମୃ-ତ୍ୟୁ ଦଣ୍ଡ ଦେଇଛି। ଖୁବ ଶୀଘ୍ର ସଞ୍ଜୟ କୁ ଫାଶୀ ଦିଆଯିବ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।
Bb
ଗତକାଲି ସଞ୍ଜୟ କୁ କୋର୍ଟ ଚାଲାଣ କରିଥିଲା ପୋଲିସ।ସଞ୍ଜୟ ର ମୁଣ୍ଡରେ ତକିଆ ଖୋଳ ଘୋଡାଇ ପୋଲିସ ସଞ୍ଜୟ କୁ କୋର୍ଟ କୁ ନେଇଥିଲେ।ଆଉ କୋର୍ଟ ରେ ସବୁ ପ୍ରମାଣ ଦେଖାଇ ସଞ୍ଜୟ କୁ ଦୋଷୀ ସାବ୍ୟସ୍ତ କରାଗଲା। ଯାହାକୁ ନେଇ କୋର୍ଟ ସଞ୍ଜୟ କୁ ମୃ-ତ୍ୟୁ ଦଣ୍ଡ ଦେଇଥିବା କଥା ଚାରିଆଡ଼େ ଚର୍ଚ୍ଚା ହେଉଛି।ଗତକାଲି ସଞ୍ଜୟ କୋର୍ଟ ରେ କାନ୍ଦି ପକାଇଥିଲା।କାଠଗଡା ରେ ଛିଡ଼ା ହୋଇ ସେ ନିର୍ଦ୍ଦୋଷ,କିଛି ଭୁଲ କରିନାହିଁ କହିଥିଲା।
ଏହାପରେ ସଞ୍ଜୟ ଗୋଟିଏ ପରେ ଗୋଟିଏ ମିଛ କହି ଚାଲିଥିଲା।ଏହି ଖବର ଟି ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ଏହା ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଆଲୋଚନା କରିବାରେ ଲାଗିଛନ୍ତି।

Advertisement