Sep 25, 2024, 14:27 IST

ସ୍ତ୍ରୀ ଅନେଇଛି ଶାଳୀକୁ ଖଟ ଉପରେ ମାଡି ବସିଲା ସ୍ବାମୀ

Bh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ଖବର ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅନେକ ବ୍ୟକ୍ତି ଅଛନ୍ତି ଯେତେବେଳେ ସେମାନେ ବିବାହ କରନ୍ତି ସେତେବେଳେ ସେମାନେ ତାଙ୍କ ସ୍ତ୍ରୀର ଭଉଣୀ ସହ ଅଧିକ ଭାବ ଲଗାଇଥାନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ସ୍ତ୍ରୀ ଥାଉ ଥାଉ ସ୍ଵାମୀ ଜଣକ ଶାଳୀ ସହିତ ପ୍ରେମ କରୁଛନ୍ତି ।
Bb
ଘରେ ସ୍ତ୍ରୀ ଥାଉ ଥାଉ ଶାଳୀକୁ କରୁଥିଲା ପ୍ରେମ । ଆଉ ସ୍ତ୍ରୀକୁ ଛାଡି ଶାଳୀ ସହିତ ମନ ଭରି ଦେହସୁଖ ନେଉଥିଲା । ଆଉ ଯେତେବେଳେ ଶାଳୀ ସହିତ ଏଭଳି କାମ କରିବା ପରେ ମନ ଭରିଗଲା ସେତେବେଳେ ସେ ଶାଳୀ ଉପରେ ରାଗି କରି ଏଭଳି କିଛି କରିଦେଇଛି ଯାହା ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏବେ ଏହି ଯୁବକ ଜଣକ ଏଭଳି ନିର୍ଲଜ୍ଜ କାମ କରିବା ଯାହା ନିନ୍ଦନୀୟ ଅଟେ । ଏହି ଯୁବକ ଜଣଙ୍କର ସ୍ତ୍ରୀ ବହୁତ ସୁନ୍ଦର ଅଟନ୍ତି । 
Yh
ଏହି ଯୁବକ ଜଣକ ତାଙ୍କ ଶାଳୀକୁ ଘରେ ରଖି ତାଙ୍କ ସହିତ ସମ୍ପର୍କ ରଖୁଥିଲେ । ଏହି ବିଷୟରେ ଯେତେବେଳେ ସ୍ତ୍ରୀ ଜଣକ ଜାଣିପାରି ଥିଲେ ସେତେବେଳେ ସେ ତାଙ୍କ ଭଉଣୀକୁ ଘରୁ ବାହାର କରିଦେଇଥିଲେ । ଆଉ ନିଜ ସ୍ବାମୀଙ୍କୁ ତାଙ୍କ ଭଉଣୀ ସହିତ କଥା ହେବାକୁ ମନା କରିଥିଲେ କିନ୍ତୁ ଏହି ସ୍ଵାମୀ ଜଣକ ତାଙ୍କ ଶାଳୀକୁ ଭୁଲି ପାରିନଥିଲେ ଆଉ ତାଙ୍କ ଶାଳୀକୁ ସେ ଦ୍ଵିତୀୟ ବିବାହ କରିଥିଲେ । ଏହାପରେ ସେ ପ୍ରଥମ ସ୍ତ୍ରୀ ଜଣଙ୍କୁ ଛାଡ଼ିଦେଇ ଦ୍ଵିତୀୟ ସ୍ତ୍ରୀ ପାଖରେ ରହୁଥିଲେ ।
ଏହାପରେ ସେ ତାଙ୍କ ଶାଳୀଙ୍କ ସହିତ ରହିଲେ । ଆଉ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲା । ଏହାପରେ ପୁଣି ଏହି ବ୍ୟକ୍ତି ଜଣକ ତାଙ୍କ ଦ୍ଵିତୀୟ ସ୍ତ୍ରୀ ଆଉ ଛୁଆକୁ ଛାଡ଼ିଦେଇ ଆଉ ଜଣେ ଯୁବତୀଙ୍କ ସହିତ ପ୍ରେମ କରିଲା ଆଉ ନିଜ ଦ୍ଵିତୀୟ ସ୍ତ୍ରୀ ଆଗରେ ତା ସହିତ ଶାରିରୀକ ସଂପର୍କ ରଖିଲା । ଏହି ଯୁବକ ଜଣକ ଏଭଳି ସବୁ କାମ କରିଥିଲେ । ଏହି ଘଟଣା ପିପିଲି ଅଞ୍ଚଳରେ ଦେଖିବାକୁ ମିଳିଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ବ୍ୟକ୍ତି ଜଣକର ଏଭଳି କାମ ଦେଖି ତାଙ୍କ ଦ୍ଵିତୀୟ ସ୍ତ୍ରୀ ତାଙ୍କ ଛୁଆକୁ ନେଇ ପୋଲ ଉପରୁ ଡେଇଁ ଆ-ତ୍ମ-ହ-ତ୍ୟା କରିଛନ୍ତି । ଏବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି ।

Advertisement