Aug 12, 2024, 19:41 IST

ଗର୍ଭବତୀ ସ୍ତ୍ରୀକୁ ମାରି ଖଟ ତଳେ ଲୁଚେଇ ରଖିଥିଲେ ସ୍ୱାମୀ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

Gg

ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଗ-ର୍ଭ-ବ-ତୀ ସ୍ତ୍ରୀକୁ ସ୍ବାମୀ ଅତି ନିର୍ମମ ଭାବରେ ହ-ତ୍ୟା କରିଛି। ହ-ତ୍ୟା କରି ଖଟ ତଳେ ଲୁଚେଇ ଦେଇଥିଲା ସ୍ଵାମୀ। ସୂଚନା ଅନୁସାରେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଖାରିଗୁମ୍ମା ଗାଁର ନିଜ ସ୍ତ୍ରୀକୁ ସ୍ବାମୀ ଅତି ଅମାନସିକ ଭାବେ ହ-ତ୍ୟା କରିଥିବା ମୋହନ ଥାନାରେ ଅଭିଯୋଗ ହେଇଛି। ତେବେ ହ-ତ୍ୟାର ଶିକାର ହେଇଥିବା ମହିଳା ଜଣଙ୍କ ହେଉଛନ୍ତି ଖାରିଗୁମ୍ମା ଗାଁର କୁନି ସବର୍। କୁନି ୬ ମାସର ଗ-ର୍ଭ-ବ-ତୀ ଥିବାବେଳେ ତାଙ୍କୁ ତାଙ୍କ ସ୍ଵାମୀ ସଞ୍ଜୟ ସବର୍ ମାଡ଼ ମାରିମାରି ହ-ତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃ-ତ ମହିଳାଙ୍କ ଭାଇ କାଳିଆ ମଣ୍ଡଳ। 
Hh
ଖବର ମୁତାବିକ ସଞ୍ଜୟ ପୂର୍ବରୁ ଖାରିଗୁମ୍ମା ଗାଁର ଅନ୍ୟଜଣେ ଝିଅକୁ ବିବାହ କରିଥିଲେ ତାଙ୍କର ବି ଗ-ର୍ଭ-ବା-ସ୍ଥାରେ ସନ୍ଦେହ ଜନକ ମୃ-ତ୍ୟୁ ହେଇଥିଲା। ବେଳେ ଏଘଟଣାକୁ ନେଇ ଥାନାର କୌଣସି ଅଭିଯୋଗ ହେଇନଥିଲା। ଆଉ ଏହାପରେ ପୁଣିଥରେ ଗଞ୍ଜାମ ଜିଲ୍ଲା କେରେଣା ଯୋଡ଼ି ଗ୍ରାମର କୁନିଙ୍କୁ ବିବାହ କରିଥିଲେ ସଞ୍ଜୟ। ହେଲେ ବିବାହକୁ କିଛିଦିନ ନଜାଉଣି ଠିକ୍ ଗ-ର୍ଭ-ବ-ତୀ ଅବସ୍ଥାରେ କୁନିଙ୍କର ସନ୍ଦେହ ଜନକ ମୃ-ତ୍ୟୁ ହେଇଛି। ଯାହାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। 
Bh
ସ୍ବାମୀ ଜଣଙ୍କ ଗୋଟେ ପରେ ଗୋଟେ ବାହା ହେଇ ଏମିତି ଗ-ର୍ଭ-ବ-ତୀ ଅବସ୍ଥାରେ ସ୍ତ୍ରୀ ମାନଙ୍କର ସନ୍ଦେହ ଜନକ ମୃ-ତ୍ୟୁ କରୁଥିଲା। ତେବେ ମିଳିଥିବା ସୂଚନା ଅନୁସାରେ ବିବାହ ପରେ କୁନିଙ୍କର ଗୋଟିଏ ପୁଅ ଜନ୍ମ ହେବା ପରେ କୁନି ପୁଣି ୫ ମାସର ଗ-ର୍ଭ-ବ-ତୀ ଥିଲେ। ଆଗରୁ ସ୍ବାମୀ ସଞ୍ଜୟ ମ-ଦ ପିଇ ଅନେକ ସମୟରେ ମାରପିଟ କରୁଥିବା ଅଭିଯୋଗ ଆଣିଛନ୍ତି କୁନିଙ୍କର ପରିବାର ଲୋକେ। ପେଟରେ ଥିବା ସେହି ଗର୍ଭସ୍ଥ ଶିଶୁଟି ବପାର ସ୍ନେହ ପାଇବା ଆଗରୁ ସେହି ବାପା ହିଁ ତା ମୃ-ତ୍ୟୁର କାରଣ ପାଲଟିଲା। 
ତେବେ ଏଭଳି ଏକ ନୃଶଂସ ସ୍ବାମୀ ଓ ବାପା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଥାନାରେ ଲିଖିତ ଅଭିଯୋଗ ହେଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ହତ୍ୟାକାରୀ ସ୍ବାମୀକୁ ଅଟକ ରଖିଛି। ସେପଟେ କୁନିଙ୍କ ଶାଶୁ ଘରେ ସାଇଣ୍ଟିଫିକ ଟିମ୍ ପହଞ୍ଚିଥିବା ବେଳେ ଜୋରରେ ତଦନ୍ତ ଜାରି ରହିଛି। କିନ୍ତୁ ଏବେବି କୁନିଙ୍କ ମୃ-ତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ।

Advertisement