Jul 11, 2024, 10:42 IST

ବହୁତ୍ ଖରାପ ଭାବ ରେ ଫଶି ଯାଇଛନ୍ତି ହ୍ୟୁମନ୍ ସାଗର...ଏବେ ହୁଏତ ହୋଇପାରେ ବହୁତ୍ ଦିନ ଜେଲ୍

Gg

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଜଗନ୍ନାଥ ଭଜନ କୁ ନେଇ ବିବାଦ ରେ ଫସି ଗଲେ ଅଭିନେତା।ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ଭାବ ର ଠାକୁର ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ।ତାଙ୍କୁ ତାତ୍ସଲ୍ୟ କରି କହିବା କେତେଦୂର ଠିକ୍ ତାହା ଆପଣ ମାନେ ବିଚାର କରନ୍ତୁ।ଯିଏ ସମସ୍ତ ଙ୍କ ହୃଦୟ ରେ ରହିଥାନ୍ତି ଆଜି ତାଙ୍କୁ ନେଇ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସେହି ବିଷୟ ରେ ଆଜି ଆପଣ ମାନଙ୍କୁ ଆମେ କହିବାକୁ ଯାଉଛୁ।ଗୀତିକାର ହ୍ୟୁମାନ ସାଗର ଙ୍କ ନାମରେ ହୋଇଚି ବଡ ଅଭିଯୋଗ।
Vv
ସୂଚନା ଅନୁସାରେ ୨୦୨୩ ମସିହା ରେ ରୁକୂ ସୁନା ଗୋଟିଏ ଜଗନ୍ନାଥ ଙ୍କ ଭଜନ ରେ ମଜାକ କରି ଥିଲେ।ପାଖରେ ଥିଲେ ହ୍ୟୁମାନ ସାଗର।ସେ ଏହି ଭଜନ ଶୁଣି ହସି ହସି ଗଡି ଯାଇ ଥିଲେ।ତେବେ ଏହାର ଭିଡିଓ ଟି ଏବେ ଖୁବ୍ ମାତ୍ରା ରେ ଭାଇରାଲ ହେଉଚି।ସାଢେ଼ ଚାରି କୋଟି ଓଡ଼ିଆ ଙ୍କ ହୃଦୟ କୁ ବହୁତ କଷ୍ଟ ଦେଇଚି ଏହି ଭିଡିଓ।ଆମ ମହାପ୍ରଭୁ ଜଗନ୍ନାଥ ଙ୍କୁ ଅସମ୍ମାନ କରିବା ଅଭିଯୋଗ ରେ ସେହି ଦୁଇ ଜଣ ଙ୍କ ନାମ ରେ ହୋଇଚି ଥାନା ରେ ଅଭିଯୋଗ।
Fg
ଆମେ ହ୍ୟୁମାନ ସାଗର ଙ୍କ ଗୀତ କୁ ପସନ୍ଦ କରୁ।ଆଜି ଓଡିଶା ର ସେ ଜଣେ ଜଣା ଶୁଣା ଗୀତିକାର।ହେଲେ ତାଙ୍କର ଏଭଳି କାମ କୁ ସମସ୍ତେ ନିନ୍ଦା କରିଛନ୍ତି। ଏଥି ନେଇ ବିଭିନ୍ନ ଥାନା ରେ ତାଙ୍କ ନାମ ରେ ଏତଲା ଦିଆ ଚାଲିଚି।ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ସମୟ ରେ ଏହି ଭିଡିଓ ଟି ଭାଇରାଲ ହୋଇ ଥିଲା।ଯାହାକୁ ଦେଖି ସମସ୍ତେ ଖୁବ୍ ରାଗି ଯାଇ ଥିଲେ।ଆପଣ ମାନେ ସେହି ଭିଡିଓ ରେ ଭଲ ଭାବେ ଦେଖି ଥିବେ।
ଏହି ଦୁଇ ଗୀତିକାର ଉକ୍ତ ଜଗନ୍ନାଥ ଭଜନ କୁ ତାତ୍ସଲ୍ୟ କରି ଗାଇ ଥିଲେ।ଅନ୍ୟ ମାନେ ସେଠାରେ ବସି ତାହାର ମଜା ନେଇ ଥିଲେ।ଅନେକ ଲୋକ ମାନେ ଥାନା ରେ ଅଭିଯୋଗ କରିଛନ୍ତି।ତାଙ୍କୁ ଜେଲ ଦଣ୍ଡ ଦିଆ ଯାଉ ବୋଲି କିଛି ନିଜ ମତ ପ୍ରକାଶ କରିଛନ୍ତି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।

Advertisement