Aug 23, 2024, 18:25 IST

ସରକାର ନେଲେ ବଡ଼ ନିଷ୍ପତି ଦେଖନ୍ତୁ କିଣିବେ ୧୩ ଲକ୍ଷ ବିଲେଇ

Gg

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ବିଷୟରେ ଆପଣମାନେ ଜାଣିପାରିବେ ଯାହା ଶୁଣିଲେ ଆପଣ ଅନେକ ବିଷୟରେ ଜାଣିପାରିବେ । ଏବେ ଏହି ଘଟଣା ସାମ୍ନାକୁ ଆସିଛି । ସରକାର ସବୁବେଳେ ଅନେକ କିଛି କାର୍ଯ୍ୟ କରିଥାନ୍ତି ଆଉ ଏବେ ଏଭଳି କିଛି କାମ କରିଛନ୍ତି ସରକାର ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।
Vg
ଏବେ ସରକାର ୧୨ ଲକ୍ଷ ବିଲେଇ ଆଣିବେ ବୋଲି ଖବର ଆସିଛି । ଏବେ ସରକାର ଏହି ୧୨ ଲକ୍ଷ ବିଲେଇ କିଣିବେ ବୋଲି ଖବର ଆସିଛି । ଆଉ ଏବେ ମୂଷା ମାନଙ୍କୁ ହ-ତ୍ୟା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏବେ ଲକ୍ଷ ଲକ୍ଷ ମୂଷାମାନଙ୍କୁ ହ-ତ୍ୟା କରାଯିବ ବୋଲି ଆସିଛି ଖବର । ଆଉ ଏହି ଖବର ଅନୁସାରେ ଏବେ ମୂଷା ମାନଙ୍କୁ ମାରିବାକୁ ନିଷ୍ପତ୍ତି ନିଆଯାଇଛି । ଏବେ ଏହି ଲକ୍ଷ ଲକ୍ଷ ମୂଷାଙ୍କୁ ମାରିବା ପାଇଁ ନିଆଯାଇଛି ପଦକ୍ଷେପ । ଏଥିପାଇଁ ୧୨ ଲକ୍ଷ ବିଲେଇଙ୍କୁ ଅଣାଯିବ ।
Gg
ଏହି ୧୨ ଲକ୍ଷ ବିଲେଇଙ୍କ ଦ୍ଵାରା ମୂଷାଙ୍କୁ ହ-ତ୍ୟା କରାଯିବ ବୋଲି ଏବେ ନିଷ୍ପତ୍ତି ନିଆଯାଇଛି । ଏହି ୧୨ ଲକ୍ଷ ବିଲେଇ ଆସି ସବୁ ମୂଷାଙ୍କୁ ଖାଇଯିବେ । ସରକାର ଏବେ ନେଇଛନ୍ତି ବଡ ନିଷ୍ପତ୍ତି । ଏଭଳି କରିଲେ ମୂଷାମାନଙ୍କୁ ଆଉ ତ୍ରାହି ମିଳିବ ନାହିଁ । ମୂଷାମାନଙ୍କୁ ହ-ତ୍ୟା କରିବା ପୂର୍ବରୁ ସରକାର ବଡ ପଦକ୍ଷେପ ନେଇଥିଲେ । ଆଉ ଏବେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ । ଆଗରୁ ସରକାର ଅନେକ କାମ କରିଥିଲେ କିନ୍ତୁ କୌଣସି କାମ କାର୍ଯ୍ୟକାରୀ ହେଲା ନାହିଁ । 
ଆଉ ଏବେ ସରକାର ଶେଷରେ ଏହି ନିଷ୍ପତ୍ତି ନେଇଛନ୍ତି । ସରକାର ଏବେ ଏହି ମୂଷାମାନଙ୍କୁ ମାରିବା ପାଇଁ ୧୨ ଲକ୍ଷ ବିଲେଇଙ୍କୁ ଆଣିବେ ଆଉ ଏହି ବିଲେଇ ମାନଙ୍କୁ ଗୋଟିଏ ଘରେ ରଖାଯିବ । ଏବେ ଏହି ବିଲେଇମାନେ ଖୋଜି ଖୋଜି ମୂଷାଙ୍କୁ ଖାଇ ଦେବେ । ସୂଚନା ଅନୁସାରେ ସଂସଦ ଗୃହରେ ଅନେକ ମୂଷା ଅଛନ୍ତି ଆଉ ଏହି ମୂଷାମାନେ ଅନେକ କ୍ଷତି କରୁଛନ୍ତି । ଆଉ ଏହି ମୂଷାମାନେ କେତେବେଳେ ଜରୁରୀ କାଗଜ କାଟି ଦେଉଛନ୍ତି ତ ଆଉ କେତେବେଳେ କମ୍ପ୍ୟୁଟରର ତାର କାଟି ଦେଉଛନ୍ତି । ଏବେ ପାକିସ୍ତାନ ସଂସଦରେ ଏଭଳି କିଛି ଦେଖାଯାଇଛି । ଆଉ ଏବେ ଏହି ୧୨ ଲକ୍ଷ ବିଲେଇ ଆସିବ ବୋଲି ଜଣାପଡିଛି ।

Advertisement