Updated: May 19, 2024, 08:57 IST

ନୂଆ ପ୍ରେମ କରି oyo ଯାଇଥିଲା ଝିଅ CCTV ରେ ହେଇଗଲା ସବୁ ରେକର୍ଡ

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ପ୍ରେମିକ ସହ ଝିଅ ହୋଟେଲ୍ ଯାଇଥିଲା ହୋଟେଲ୍ ରେ ରହି ଝିଅ ତାର ପ୍ରେମିକ ସହ ମଜା ମଧ୍ୟ କରୁଥିଲା। ଏହାପରେ ସେଠାରେ କଣ ହେଲା କେଜାଣି ପ୍ରେମିକ ପ୍ରେମିକା
ର ମଲା ଦେହକୁ ଧରି ସେଠାରୁ ଫେରାର ହେବାକୁ ବସିଥିଲା। ଶୀତଳ ନାମକ ଏହି ଯୁବତୀ ମନାଲି ର ଏକ ହୋଟେଲ୍ ରେ ୩୦୨ ନମ୍ବର୍ ରୁମ ରେ ରହିଥିଲେ। ସାଙ୍ଗରେ ତାଙ୍କର ବୟେ ଫ୍ରେଣ୍ଡ୍ ବିନୋଦ ମଧ୍ୟ ଥିଲା।
Hh
ଦୁହେଁ ପ୍ରଥମେ ସୋସିଆଲ ମିଡିଆରେ ସମ୍ପର୍କରେ ଆସିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ବଢ଼ିବାକୁ ଲାଗିଥିଲା। ପରେ ତାଙ୍କର ବନ୍ଧୁତା ବଦଳି ଯାଇଥିଲା ପ୍ରେମ ସମ୍ପର୍କରେ।
ସେଥିପାଇଁ ଘର ଲୋକଙ୍କ ଅଜାଣତ ରେ ଶୀତଳ ଘର ଛାଡ଼ି ମନାଲି ଚାଲି ଆସିଥିଲା। ହେଲେ ପ୍ରେମିକ ବିନୋଦ ପ୍ରଥମରୁ ଜଣେ ବିବାହିତ ଯୁବକ ହୋଇଥିଲା। ଏଥି ସହ ତାଙ୍କର ଏକ ପୁଅ ମଧ୍ୟ ଥିଲେ। ଏହି କିଛିଦିନ ହେବ କୌଣସି କାରଣ କୁ ନେଇ ତାଙ୍କର ଛାଡ଼ପତ୍ର ହୋଇ ଯାଇଥିଲା।
ତାଙ୍କର ସ୍ତ୍ରୀ ଓ ପୁଅ ମଧ୍ୟ ତାଙ୍କୁ ଛାଡି ଅଲଗା ରହୁଥିଲେ। ସେଥିପାଇଁ ସେ ଶୀତଳ ର ଖୁବ୍ ନିକଟତର ମଧ୍ୟ ହୋଇ ଯାଇଥିଲା। ପୁର୍ବ ପ୍ଲାନିଂ ଅନୁସାରେ ଶୀତଳ ଘର ଛାଡ଼ି ଚାଲି ଆସିଥିଲା। ଏହାପରେ ବିନୋଦ ସହ ମିଶି ସେହି ହୋଟେଲ୍ ରେ ପହଞ୍ଚି ଥିଲା।
Hy
ସେଠାରେ ନିଜର ପ୍ରେମିକ ସହ ମିଶି ଖୁବ୍ ମଜା ମଧ୍ୟ କରୁଥିଲା। ହେଲେ ଅନେକ ଦିନ ରହିବା ପରେ ବିନୋଦ ତା ସହ ଏକ ବଡ଼ ଟ୍ରଲି ବ୍ୟାଗ ନେଇ ହୋଟେଲ୍ ଭିତରୁ ବାହାରି ଥିଲା ଯାହାକୁ ନେଇ ହୋଟେଲ୍ କର୍ତ୍ତୃପକ୍ଷ ଙ୍କ ସନ୍ଦେହ ବଢ଼ିବାରେ ଲାଗିଥିଲା।
ଏହାକୁ ନେଇ ସେମାନେ ବିନୋଦ ଙ୍କୁ ପ୍ରଶ୍ନ ମଧ୍ୟ କରିଥିଲେ। ହେଲେ ବିନୋଦ ସେଠାରେ ତାଙ୍କର ପ୍ରଶ୍ନ ର ଉତ୍ତର ଦେବ କଣ ସେ ସେହି ଜାଗା ରୁ ଖସି ଯିବା ପାଇଁ ଚେଷ୍ଟା କରିଥିଲା। ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବିନୋଦ କୁ ଗିରଫ କରିଥିଲା।
ଶୀତଳ ମଧ୍ୟପ୍ରଦେଶ ରେ ରହୁଥିବା ବେଳେ ତାଙ୍କର ମୃ-ତ ଦେହ ମନାଲି ର ସେହି ହୋଟେଲ୍ ରୁ ଉଦ୍ଧାର କରାଯାଇ ଥିଲା। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement