Jun 16, 2024, 18:57 IST

ପରକୀୟା ପ୍ରୀତି ପାଇଁ ଚାଲିଗଲା ବିଧବା ମହିଳାଙ୍କ ଜୀବନ ଦେଖନ୍ତୁ ଆସିଲା ସାମ୍ନାକୁ ସାଙ୍ଘାତିକ ଖବର

Bb

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। 
Bb
ବନ୍ଧୁଗଣ ପ-ର-କ୍ରି-ୟା-ପ୍ରୀ-ତି ପାଇଁ ଚାଲିଗଲା ଜୀବନ। ସ୍ବାମୀ ଥାଉ ଥାଉ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖୁଥିଲା ସ୍ତ୍ରୀ। ସ୍ବାମୀ ଏକଥା ସହିନପାରି ଶେଷରେ ଜୀବନ ହାରିଦେଲା। ଏକଥା ମଧ୍ୟ ଛୁଆ ମାନେ ଜାଣି ଥିଲେ। ପ୍ରେମରେ ତିକ୍ତତା ଆସିବାରୁ ପ୍ରେମିକ ଶା-ରୀ-ରି-କ ବଣକୁ ଡ଼ାକି ଅତି ନିର୍ମମ ଭାବେ ହ-ତ୍ୟା କରିଥିଲା ଜଣେ ବିଧବା ମହିଳାଙ୍କୁ। ସମ୍ପର୍କ ରଖିବା ବାହାନାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଧାମନଗର ଥାନା ଅଧୀନ ଗୁଣୁପୂର୍ ଗ୍ରାମରେ। 
Bb
ସେହି ଗ୍ରାମର ବାବୁଲି ମୁଣ୍ଡାଙ୍କ ସ୍ତ୍ରୀ କୁନି ମୁଣ୍ଡାଙ୍କର ସେହି ଗାଁର ସଞ୍ଜୀବ ଲେଙ୍କାଙ୍କ ସହିତ ତିନିବର୍ଷ ପୂର୍ବେ ସମ୍ପର୍କ ଗଢି ଉଠିଥିଲା। ଧୀରେ ଧୀରେ ତାହା ପ୍ରେମ ଓ ପରେ ଶାରୀରିକ ସମ୍ପର୍କ ମଦୁ ଉଭୟଙ୍କ ଭିତରେ ଗଢି ଉଠିଥିଲା। କିନ୍ତୁ ଯେତେବେଳେ କୁନିଙ୍କ ସ୍ବାମୀ ଜାଣିବାକୁ ପାଇଲେ ସେତେବେଳେ କୁନି ତାଙ୍କ ସ୍ବାମୀଙ୍କୁ ଅତି ନିର୍ମମ ଭାବରେ ଶାରୀରିକ ଓ ମାନସିକ ନି-ର୍ଯା-ତ-ନା ଦେଉଥିଲେ। ତଥାପି କୁନିଙ୍କର ପରିକୀୟାପ୍ରୀତିରେ ଲିପ୍ତ ରହୁଥିଲେ। ସବୁବେଳେ କୁନି ସଞ୍ଜୀବଙ୍କ ସହିତ ଶା-ରୀ-ରି-କ ସମ୍ପର୍କ ରଖି ଆସୁଥିଲେ। 
ଗତକାଲି ସଞ୍ଜୀବ କୁନିଙ୍କୁ ଫୋନ କରି ଘରକୁ ଡ଼ାକିଥିଲେ କିନୁ ଯାଇଥିଲେ। କିନ୍ତୁ ୮ ରୁ ୧୦ ଘଣ୍ଟା ସମୟ ବିତିଗଲା ପରେ ମଧ୍ୟ ଯେତେବେଳେ କୁନି ଘରକୁ ଫେରିନଥିଲେ ସେତେବେଳେ କୁନିଙ୍କ ଛୁଆ ମାନେ ବ୍ୟସ୍ତ ବିବ୍ରତ ହୋଇ ଖୋଜିବାକୁ ଲାଗିଥିଲେ। ଖୋଜି ଖୋଜି କୁନିଙ୍କ ଛୁଆ ମାନେ ବଣକୁ ଯାଇଥିଲେ। ଆଉ ସେଠାରେ ଦେଖିଥିଲେ ତାଙ୍କ ମାଙ୍କ ମୃ-ତ-ଦେ-ହ ବଣରେ ଝୁଲୁଛି। ସଙ୍ଗେ ସଙ୍ଗେ ପିଲା ମାନେ ଆମ୍ବୁଲାନ୍ସ ଯୋଗେ କୁନିକୁ ଭଦ୍ରକ ମୁଖ୍ୟଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଛନ୍ତି।

Advertisement