ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ କିଛି ସୂଚନା ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଅନେକ କିଛି କଥା ଜାଣିବା ସହ ଅନେକ ଖବର ପାଇବେ । ପ୍ରବଳ ବର୍ଷା ସମୟରେ ଯଦି ଆପଣ ଘରୁ ବହାରୁଛନ୍ତି ତାହେଲେ ସାବଧାନ ହୋଇଯାଆନ୍ତୁ । ନହେଲେ ଆପଣଙ୍କ ସହିତ ଘଟିପାରେ ଅଘଟଣ ।
ଆପଣ ମଧ୍ୟ ଚଳନ୍ତା ଗାଡ଼ି ସହ ମଝି ନଇରେ ଫସି ପାରନ୍ତି । ପାଣିପାଗ ଖବର ପାଇ ପାଣିପାଗ ବିଶେଷଜ୍ଞ ବର୍ଷାରେ ଘରୁ ନ ବାହାରିବାକୁ କହିଥାନ୍ତି । ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଷା ହେଉଥିଲା ଆଉ ସେତେବେଳେ ରାସ୍ତାରେ ଗୋଟିଏ ଗାଡ଼ି ଯାଇଥିଲା ଆଉ ଏହି ଗାଡ଼ି ରାସ୍ତାରେ ଥିବା ବେଳେ ଏତେ ପରିମାଣରେ ବର୍ଷା ହୋଇଥିଲା କି ଏହି ଚଳନ୍ତା ଗାଡ଼ି ଭାସି ଯାଇଥିଲା । ପାଣିର ସୁଅ ଅଧିକ ହୋଇଥିବାରୁ ପାଣିରେ ଭାସି ଯାଇଥିଲା ଏହି ଗାଡ଼ି ।
ଏବେ ଲଗାଣ ବର୍ଷା ହେଉଛି ଆଉ ଏହି ଲଗାଣ ବର୍ଷାରେ ଗାଡ଼ି ଭାସି ହୋଇଯାଉଛି ଆଉ ଏହି ଲଗାଣ ବର୍ଷାରେ ଲୋକମାନେ ହଇରାଣ ହେଉଛନ୍ତି । ଲୋକମାନେ ଅନେକ ଅସୁବିଧା ଭୋଗ କରୁଛନ୍ତି । ଲୋକମାନେ ଚାଲି କରି ଯିବାକୁ ମଧ୍ୟ ଭୟ କରୁଛନ୍ତି । ଯଦି ବର୍ଷା ସମୟରେ କାରରେ ଯାଉଥିବା ଲୋକର ଏହି ଅବସ୍ଥା ତାହେଲେ ବାଇକରେ ଯାଉଥିବା ଲୋକର ଅବସ୍ଥା କଣ ହେଉଥିବ । ପ୍ରବଳ ସୁଅ କାଟୁଛି ଆଉ ଏହି ସୁଅରେ କାରକୁ ବାହାର କରିବା ପାଇଁ ସଙ୍ଘର୍ଷ ଚାଲିଛି ।
ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏହି ଦୃଶ୍ୟ ଦେଖିପାରିବେ । ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା ଲଗାଣ ବର୍ଷାରେ ବେହାଲ ହୋଇପଡିଛି । ଯାହାର ପ୍ରଭାବରେ ଏଭଳି ଦୃଶ୍ୟ ସବୁ ସାମ୍ନାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ରସଦେଇପୁର ଦେଓଗାଁ ଝଙ୍କଡ଼ ନିକଟରେ ଏକ ପୋଲ ଉପରେ ଏଭଳି ଏକ ଅଘଟଣ ଘଟିଛି । ପୋଲଟିକୁ ଅତିକ୍ରମ କରୁଥିବା ବେଳେ ଏଭଳି ଘଟିଥିଲା । ଆଉ କାର ବଢ଼ିପାଣିରେ ଭାସି ଯାଇଥିଲେ । ଆଉ ଡ୍ରାଇଭର ଜଣକ ବହୁତ କଷ୍ଟରେ ବଞ୍ଚି ଯାଇଥିଲେ । ଏହାପରେ ବହୁ କଷ୍ଟରେ କାର ଉଦ୍ଧାର କରାଯାଇଛି ।