Updated: Jul 5, 2024, 17:15 IST

ଚାକିରୀ ଦେବାର ଲୋଭ ଦେଖାଇ ଏମିତି କରିଦେଲେ ଝିଅ ସହ ଦେଖନ୍ତୁ ସାଙ୍ଘାତିକ ଅଭିଯୋଗ ଆଣିଲେ ବାପା

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ପାଇବା ସହ ଏଭଳି ସବୁ ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି ଅନେକ ଘଟଣା ଘଟିବାର ଦେଖାଯାଉଛି । ଚାକିରୀ ଦେବା କହି ଗୋଟିଏ ଝିଅ ସହିତ କରିଲେ ଏଭଳି କାମ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Gh
ଚାକିରୀ ଦେବାକୁ କହି ବଢିଲା ଝିଅ ସହିତ ଏଭଳି କରିଲା ବ୍ୟକ୍ତି ଜଣକ । ମିଠା ମିଠା କଥା କହି ଡାକି ନେଲା ଏହି ବ୍ୟକ୍ତି ଜଣକ । ଏହି ବ୍ୟକ୍ତି ଜଣକ ଏହି ଝିଅକୁ ନେଇ ୧୦ ଲକ୍ଷ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଛି । ଏବେ ଏହି ଝିଅ ଜଣକର ବାପା ଅନେକ କଥା କହିଛନ୍ତି । ଏହି ଝିଅ ଯେତେ ଚେଷ୍ଟା କରିଲେ ମଧ୍ୟ ସେଠାରୁ ଆସି ପାରୁନାହିଁ ବୋଲି ଏହି ଝିଅ ଜଣଙ୍କର ବାପା କହିଛନ୍ତି । ଏବେ ଏହି ଝିଅ ଜଣଙ୍କର ବାପା ଥାନାରେ ଅଭିଯୋଗ କରିଛନ୍ତି ଆଉ ତାଙ୍କ ଝିଅକୁ ଫେରାଇ ଆଣିବାକୁ କହିଛନ୍ତି ।
Gf
ଏହି ବ୍ୟକ୍ତି ଜଣକ ଏବେ ସାଇକେଲ ନେଇ ନିଜ ଝିଅର ଏଭଳି ଅବସ୍ଥା ଦେଖି ପୋଲିସ ଥାନାକୁ ଯାଇ ଅଭିଯୋଗ କରିଛନ୍ତି ଆଉ ତାଙ୍କ ଝିଅକୁ ଫେରାଇ ଆଣିବାକୁ ପୋଲିସ ବାବୁଙ୍କୁ ଅନୁରୋଧ କରିଛନ୍ତି । ହାତରେ ଝିଅର ଫଟୋ ଧରି ବୁଢ଼ା ବାପା ଜଣକ ଏବେ ଥାନା ଆଗରେ ସବୁ କଥା କହିଛି । ଝିଅକୁ ବାହାଘର କରି ଭଲରେ ରହିବ ବୋଲି ବାପା ଭାବିଥିଲେ । ଏହି ଝିଅ ଜଣକ ବାହାଘର ହୋଇଥିଲେ କିନ୍ତୁ ବାହାଘରର ଦୁଇ ମାସ ପରେ ତାଙ୍କ ଝିଅର ସ୍ବାମୀ ତାଙ୍କୁ ଛାଡି ଯାଇଥିଲେ ।
ଆଉ ଏହାପରେ ସେ ତାଙ୍କ ଘରେ ରହୁଥିଲେ ଆଉ ତାଙ୍କ ଝିଅକୁ ଚାକିରୀ ଦେବ ବୋଲି କହି ଏବେ ବିକ୍ରି କରିଦେଇଛି ଜଣେ ବ୍ୟକ୍ତି । ଆଉ ଏହି ବ୍ୟକ୍ତି ଜଣକ ରାଜସ୍ଥାନରେ ତାଙ୍କୁ ବିକ୍ରି କରି ଦେଇଛନ୍ତି ବୋଲି ସୂଚନା ମିଳିଛି । ଦୀର୍ଘ ୮ ମାସ ହେବ ଝିଅ ନିଖୋଜ ଥିଲା । ବଲାଙ୍ଗୀର ଟାଉନ ଥାନାକୁ ଏବେ ଏହି ଅଭିଯୋଗ ଆସିଛି । ଯେଉଁ ଯୁବକ ତାଙ୍କୁ କାମ ଦେବେ ବୋଲି କହି ବିକ୍ରି କରି ଦେଇଥିଲେ ସେହି ବ୍ୟକ୍ତି ଜଣକ ନାମ ହେଉଚୁ ଅଜିତ ବାଗ । ଏବେ ଏହି ଝିଅ ଜଣଙ୍କୁ ରାଜସ୍ଥାନରେ ବିକ୍ରି କରି ଦେଇଛନ୍ତି ବୋଲି ଫୋନ କରି କହିଥିଲା । ଏବେ ଏହି ଘଟଣାକୁ ନେଇ ଚର୍ଚ୍ଚା ହେଉଛି ।

Advertisement